ଜାତୀୟ

ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ଫେସ ହେବେ ପ୍ରିୟଙ୍କା ଗାନ୍ଧୀ, ଏବେଠାରୁ ଆରମ୍ଭ ହେଲାଣି ରାଲି ରୋଡ ଶୋ’ର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୋପାଳ,୨।୫: ମଧ୍ୟପ୍ରଦେଶରେ ୬ ମାସ ପରେ ହେବ ବିଧାନସଭା ନିର୍ବାଚନ। ଏଠାରେ ସିଧାସଳଖ ଲଢେଇ ଭାରତୀୟ ଜନତା ପାର୍ଟି(ଭାଜwପା) ଓ କଂଗ୍ରେସ ମଧ୍ୟରେ ହେବା ଲକ୍ଷ୍ୟ କରାଯାଉଛି। ଉଭୟ ଦଳ ନିର୍ବାଚନୀ ଦାବିର ପେଡି ଖୋଲିଦେଇଛନ୍ତି। ଭାଜପା ଓ କଂଗ୍ରେସ ଉଭୟ…

ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ କହିଲେ, ‘ଏମଭିଏ ଉପରେ କୌଣସି ପ୍ରଭାବ ପଡିବ ନାହିଁ…’

ମୁମ୍ବାଇ,୨।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ମେ’ ୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପାଓ୍ବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ପାର୍ଟିର କର୍ମୀଙ୍କ ଗହଣରେ ଏହି ଘୋଷଣା କରିଛନ୍ତି। ପାଓ୍ବାରଙ୍କ ଇସ୍ତଫାକୁ ନେଇ ରାଜନୀତି ମହଲରେ ଭିନ୍ନ…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ଅନୁୁପ୍ରବେଶକାରୀ ମୃତ…

ଜୟପୁର,୨।୫ : ରାଜସ୍ଥାନର ବାଡମେର୍‌ ଜିଲାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି। ଏଥିରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗଡରା ରୋଡ ପୋଲିସ ଷ୍ଟେଶନ ଅଧୀନରେ ଥିବା…

ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।…

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ପ୍ରଥମଥର…

ଲାଡଲୀ ଲକ୍ଷ୍ମୀ ଦିବସ: ବାଳିକାଙ୍କ ଉପରେ ଫୁଲବର୍ଷା କରି ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୨।୫ : ମଧ୍ୟପ୍ରଦେଶରେ ମଙ୍ଗଳବାର ଲାଡଲୀ ଲକ୍ଷ୍ମୀ ଦିବସ ପାଳନ କରାଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭୋପାଳ, ସେହୋର, ବିିଦିଶା, ରାଜଗଡ ଏବଂ…

ଡି.କେ.ଶିବକୁମାରଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ମଝି ଆକାଶରେ ଇଗଲ ସହ ଧକ୍କା, କକପିଟ୍‌ର କାଚ ଭାଙ୍ଗିଲା…

ବେଙ୍ଗାଲୁରୁ,୨।୫ : କର୍ନାଟକରେ ବିଧାନସଭା ର୍ନିବାଚନ ପ୍ରଚାର ଜୋରସୋର ଜାରି ରହିଛି। ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଭେଟେରାନ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ବିଷୟରେ ଏକ ବଡ ଖବର…

ପାର୍ଟି ମୁଖ୍ୟଙ୍କ ଇସ୍ତଫା ଘୋଷଣା ପରେ ଏନ୍‌ସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ମୁମ୍ବାଇ,୨।୫: ବରିଷ୍ଠ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ନେଇ ବୋଲି ଘୋଷଣା କରିବା ପରେ ମୁମ୍ବାଇର ଓ୍ବାଇବି ଚାବନ ସେଣ୍ଟର ବାହାରେ ଏନସିପି କାର୍ଯ୍ୟକର୍ତ୍ତାମାନେ ବିରୋଧ କରିଛନ୍ତି। ଦେଶର ଜଣେ ବରିଷ୍ଠ ବିରୋଧୀ…

ଫାଶୀ ଯନ୍ତ୍ରଣାଦାୟକ, ଅନ୍ୟ ସରଳ ଉପାୟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉ: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ…

ନୂଆଦିଲ୍ଲୀ,୨।୫ : ଫାଶୀ ମୃତ୍ୟୁ ଦଣ୍ଡାଦେଶ ଦ୍ୱାରା ଦୁନିଆର ୫୦ ରୁ ଅଧିକ ଦେଶରେ ଅପରାଧୀଙ୍କୁ ହତ୍ୟା କରିବାର ନିୟମ ରହିଛି। ସେମାନଙ୍କର ଅପରାଧ ପାଇଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ମଧ୍ୟ ଏଥିପାଇଁ ଏହି ବ୍ୟବସ୍ଥା ଅଛି।…

କଂଗ୍ରେସର ଘୋଷଣା ପତ୍ରକୁ ନେଇ ବର୍ଷିଲେ ମୋଦି

ବେଙ୍ଗାଲୁରୁ,୨।୫: କର୍ନାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କଂଗ୍ରେସର ଘୋଷଣା ପତ୍ରକୁ ନେଇ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅସୁବିଧା ଥିଲା…

‘ଇସ୍ତଫାର ନିଷ୍ପତ୍ତି ଫେରାଇ ନେବେନାହିଁ ଶରଦ ପାଓ୍ବାର’: ଅଜିତ ପାଓ୍ବାର

ମୁମ୍ବାଇ,୨।୫: ଏନସିପି ନେତା ଶରଦ ପାଓ୍ବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତି ହୋଇଛି ସରଗରମ। ଏବେ ଅନୁମାନ କରି ଆଲୋଚନା ହେଉଛି ଯେ ଶରଦ ପାଓ୍ବାର ତାଙ୍କ ନିଷ୍ପତ୍ତିକୁ ବଦଳାଇ ନ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ଶରଦ ପାଓ୍ବାର

ମୁମ୍ବାଇ,୨।୫: ଦେଶର ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଜଣେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର ରିଟାୟର ହେବାକୁ ଘୋଷଣା କରିଛନ୍ତି। ନିଜ ଜୀବନ ସହ ଜଡିତ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୁଁ ଆଜି ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି) ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?