ଜାତୀୟ

ମୋ ମୁଣ୍ଡ କାଟିଦିଅ ପଛେ, ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ: ମମତା

କୋଲ୍‌କାତା,୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ ଜିଦ୍‌ ଧରିଥିବା କର୍ମଚାରୀଙ୍କୁ ମମତା କହିଛନ୍ତି, ମୋ ମୁଣ୍ଡ କାଟିଦିଅ ପଛେ ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ…

ୟୁଟ୍ୟୁବ୍‌ ଦେଖି ସନ୍ତାନ ପ୍ରସବ ପରେ ନବଜାତକକୁ ହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନାଗପୁର, ୬। ୩: ମହାରାଷ୍ଟ୍ର ନାଗପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କରିବା ପରେ ନବଜାତକର ତଣ୍ଟିଚିପି ହତ୍ୟା କରିଛନ୍ତି। ଶୁକ୍ରବାର ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ୟୁଟ୍ୟୁବ୍‌ ଦେଖି…

ହୁକା ବାର୍‌ରେ ନାବାଳିକାଙ୍କୁ ଗଣବଳାତ୍କାର

କାନପୁର,୬। ୩: ଉତ୍ତର ପ୍ରଦେଶ କାନପୁରର ଏକ ହୁକା ବାର୍‌ରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ପୀଡ଼ିତା ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ଅଭିଯୁକ୍ତ ବିନୟ ଠାକୁରଙ୍କ ନାଁରେ ପୀଡିତାଙ୍କ ବାପା…

ଜେଲରେ ସିସୋଡିଆଙ୍କୁ ଭାଗବତ ଗୀତା ରଖିବାକୁ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ପୁଣିଥରେ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ସେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ଜେଲ ଭିତରେ ତାଙ୍କୁ…

ମାଣିକ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ଅଗରତାଲା,୬।୩: ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ମାଣିକ ଶାହା। ସୋମବାର ଭାଜପା ବିଧାୟକ ଦଳ ବୈଠକରେ ମାଣିକଙ୍କ ନାମ ଘୋଷଣା କରାଯାଇଛି। ତେବେ ମାଣିକ ଶାହା ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଶପଥ…

ଲାଲୁ ଯାଦବଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ,୬।୩: ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ମଙ୍ଗଳବାର ହାଜର ହେବା ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ ପଠାଇଛି। ସୋମବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ…

ଜେଲରେ ପରସ୍ପରକୁ ଭେଟି ପାରିବେନି ସିସୋଡିଆ-ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ଏବଂ ମନି ଲଣ୍ଡରିଂ ମାମଲାରେ ଗିରଫ ଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଅଲଗା ରଖାଯିବ। ମନୀଷ ସିସୋଡିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ…

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୟେଦୁରପ୍ପା

କଲାବର୍ଗୀ(କର୍ନାଟକ),୬।୩: ଏକ ବଡ଼ଧରଣର ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା। କର୍ନାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ହେଲିକପ୍ଟର ଅବତରଣରେ ସମସ୍ୟା ହୋଇ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ମଝି ଆକାଶରେ ୟେଦୁରପ୍ପାଙ୍କ ହେଲିକପ୍ଟର…

ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି

ଶିମ୍‌ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଠାକୁର ସତ୍ୟ ନାରାୟଣ…

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ

ନୂଆଦିଲ୍ଲୀ,୬।୩: ଦିଲ୍ଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହୋଲି ଏବେ ତିହାର ଜେଲରେ ପାଳନ କରାଯିବ। ରାଉସ ଆଭେନ୍ୟୁ କୋର୍ଟ ସିସୋଡିଆଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ୮…

ଘରେ ପଶିଲା ସିବିଆଇ ଟିମ୍‌: ତେଜସ୍ବୀ କହିଲେ, କିଛି ଫରକ ପଡିବନି

ପାଟନା,୬।୩: ଜମି ବଦଳରେ ଚାକିରି ସ୍କାମ ମାମଲାରେ ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଛି। ସିବିଆଇ ତଦନ୍ତ ସମ୍ପର୍କରେ ରାବ୍ରିଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ…

ଟିଏମସି-କଂଗ୍ରେସର ଅପପ୍ରଚାର ଯୋଗୁ ମେଘାଳୟରେ ଆଶାନୁରୂପକ ଫଳ ମିଳିଲାନି:ଭାଜପା

ଶିଲଂ,୬।୩ : ମେଘାଳୟ ଭାଜପା ଅଧ୍ୟକ୍ଷ ଏର୍ନେଷ୍ଟ ମାଓ୍ବରି ସୋମବାର ଦାବି କରିଛନ୍ତି ଯେ ଟିଏମ୍‌ସି ଏବଂ କଂଗ୍ରେସ ତାଙ୍କ ଦଳ ବିରୋଧରେ ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ଯୋଗୁଁ ତାଙ୍କ ଦଳ ସନ୍ତୋଷଜନକ ଫଳାଫଳ ପାଇପାରି ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri