ଜାତୀୟ

‘ଉଦ୍ଧବ ଠାକରେ ସାପକୁ କ୍ଷୀର ପିଆଇଲେ’, ଭାଜପା ନେତା କହିଲେଏନସିପିରେ ସାମିଲ ହେବେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୫: ଭାଜପା ବିଧାୟକ ନିତେଶ ରାଣାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି କି ୧୦ ଜୁନ ପୂର୍ବରୁ ସଞ୍ଜୟ ରାଉତ ଏନସିପିରେ ସାମିଲ ହେବେ। ନୀତେଶ ରାଣେ କହିଛନ୍ତି, ଆଗାମି କିଛି ଦିନ ମଧ୍ୟରେ ମହାରାଷ୍ଟ୍ର…

ମଣିପୁରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଶଶୀ ଥରୁର୍‌ଙ୍କ ଦାବି

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଥରୁର୍‌ କହିଛନ୍ତି, ମଣିପୁର ମତଦାତା ଭାଜପାକୁ ଭୋଟ ଦେଇ କ୍ଷମତାକୁ ଫେରାଇ ଆଣିବାର ବର୍ଷେ ନ ପୁରୁଣୁ…

କଂଗ୍ରେସକୁ ନୋଟିସ୍ ଯିବା ପରେ ନିର୍ବାଚନ ଆୟୋଗ ଉପରେ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୭।୫: କଂଗ୍ରେସ ଓ ଭାଜପା ମଧ୍ୟରେ ନିର୍ବାଚନୀ ପ୍ରସଙ୍ଗ, ହନୁମାନ ଏବଂ କେରଲା ଷ୍ଟୋରି ଇତ୍ୟାଦି ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଚାଲୁ ରହିଛି। ତେବେ ଏହା ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ନିର୍ବାଚନ ଆୟୋଗ ଉପରେ…

ମହିଳା ବିମାନଯାତ୍ରୀଙ୍କୁ ବିଛା କାମୁଡ଼ିଲା

ନୂଆଦିଲ୍ଲୀ,୭।୫: ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ କଙ୍କଡ଼ା ବିଛା କାମୁଡ଼ିଥିଲା। ଗତ ମାସ ୨୩ ତାରିଖରେ ଏହି ବିରଳ ତଥା ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବିମାନବନ୍ଦରରେ ବିମାନଟି ଅବତରଣ କରିବା ପରେ ଡାକ୍ତର…

କର୍ନାଟକ ନିର୍ବାଚନ: କଂଗ୍ରେସ ଆଗରେ

ନୂଆଦିଲ୍ଲୀ, ୭।୫: (ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଚୂଡ଼ାନ୍ତ ଜନମତ ସର୍ଭେ ଅନୁଯାୟୀ ଏବେ ବି କଂଗ୍ରେସ ଜିତିବା ସ୍ଥିତିରେ ରହିଛି। ତେବେ ଜୋର୍‌ଦାର ପ୍ରଚାର ଯୋଗୁ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ଥିବା…

ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ

ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ ଚଳାଇଛନ୍ତି। ଖବର ସଂଗ୍ରହ କରିବାକୁ ବୁଧବାର ସାମ୍ବାଦିକା…

ପ୍ରଧାନମନ୍ତ୍ରୀ ମଣିପୁର ଆସିବାକୁ ଶର୍ମିଲାଙ୍କ ଅପିଲ୍‌

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ ଶାନ୍ତି ରକ୍ଷା ପାଇଁ ଧର୍ମମତ ନିର୍ବିଶେଷରେ ସବୁ ମହିଳା ଆଗେଇ ଆସିବାକୁ ସିଭିଲ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ଶନିବାର ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…

ସେନା ନିୟନ୍ତ୍ରଣରେ ହିଂସାପ୍ରବଣ ଅଞ୍ଚଳ

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ସୈନ୍ୟବାହିନୀ ହିଂସାପ୍ରବଣ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଶନିବାର ଇମ୍ଫାଲ ଉପତ୍ୟକାରେ…

ଖାର୍ଗେଙ୍କୁ ହତ୍ୟା ପାଇଁ ଭାଜପା ପ୍ରାର୍ଥୀଙ୍କ ଯୋଜନା: କଂଗ୍ରେସ

ବେଙ୍ଗାଲୁରୁ, ୭।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ତାଙ୍କ ସ୍ତ୍ରୀ ଓ ପୂରା ପରିବାରକୁ ହତ୍ୟା କରିବା ପାଇଁ ଜଣେ ଭାଜପା ପ୍ରାର୍ଥୀ ଯୋଜନା କରୁଥିବା ଅଭିଯୋଗ ହୋଇଛି। କର୍ନାଟକରେ କଂଗ୍ରେସ ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା…

ମଣିପୁର ହିଂସା: ମୃତ୍ୟୁ ୫୪କୁ ବୃଦ୍ଧି

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫୪ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟର ହିଂସାପ୍ରବଣ ଅଞ୍ଚଳକୁ ସୈନ୍ୟବାହିନୀ ନିୟନ୍ତ୍ରଣକୁ ନେବା ପରେ ଇମ୍ଫାଲ ଉପତ୍ୟକାରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହନ…

ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ହୋଇଥିଲା ଭାରତ ଯୋଡୋ ଯାତ୍ରା: ସୋନିଆ…

ବେଙ୍ଗାଲୁରୁ,୬।୫ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶନିବାର ଶାସକ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ଭାରତ ଯୋଡୋ ଯାତ୍ରା କରାଯାଇଛି। ଏହାକୁ ନେଇ ଭାଜପା ସରକାର ବିଚଳିତ…

ଆଲପାଇନ ଆପର ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ଚିନ୍ତାରେ ସୁରକ୍ଷା ଏଜେନ୍ସି…

ଶ୍ରୀନଗର,୬।୫ : ସେନା ବିରୋଧରେ ଆତଙ୍କବାଦୀଙ୍କ ସବୁଠାରୁ ବଡ ଅପରେଶନ ଜମ୍ମୁ-କଶ୍ମୀରର ରାଜୌରୀରେ ଅବସ୍ଥିତ କାଣ୍ଡି ଅଞ୍ଚଳରେ ଚାଲିଛି। କିନ୍ତୁ ଏକ ଗୁପ୍ତ ସୂଚନା ଏବେ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ, ରାଜୌରୀ ଏବଂ ପୁଞ୍ଚରେ ସକ୍ରିୟ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?