ଜାତୀୟ

ଯୁଦ୍ଧକ୍ଷେତ୍ରରେ ଚିତ୍ର ଦେଖିପାରିବେ କମାଣ୍ଡର, ଶତ୍ରୁଙ୍କ ସ୍ଥିତି ଆକଳନ କରି ହେବ ପ୍ରହାର…

ନୂଆଦିଲ୍ଲୀ,୬।୫ : ସମୟ ବଦଳିବା ଏବଂ ଚ୍ୟାଲେଞ୍ଜ ବଢ଼ିବା ମଧ୍ୟରେ ଭାରତୀୟ ସେନାକୁ ଆଧୁନିକୀକରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଅନ୍ତର୍ଗତ ସେନା ଏହିପରି ଅନେକ ପ୍ରକଳ୍ପର କାର୍ଯ୍ୟ କରୁଛି, ଯାହା ସମାପ୍ତ ହେବା ପରେ ଆମର ସେନା ଆଧୁନିକ…

ରାହୁଲ ଗାନ୍ଧୀଙ୍କ ନାମରେ ଏବେ କର୍ନାଟକରେ ହେବ ମାନହାନି ମାମଲା!

ବେଙ୍ଗାଲୁରୁ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିପାରେ। ସୁରଟ ପରେ ଏବେ କର୍ନାଟକରେ ବି ରାହୁଲ ଗାନ୍ଧଙ୍କ ନାଁରେ ମାନହାନି ମାମଲା କରିବାକୁ ପ୍ରସ୍ତୁତି ଚାଲିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ଲହର ସିଂ ସରୋୟା କହିଛନ୍ତି, ରାହୁଲ ଗାନ୍ଧୀ…

ମଧ୍ୟ ପ୍ରଦେଶରେ ଫିଲ୍ମ କେରଲା ଷ୍ଟୋରି ହେଲା ଟ୍ୟାକ୍ସ ଫ୍ରି

ଭୋପାଳ,୬।୫: ବହୁ ବିବାଦ ମଧ୍ୟରେ ଫିଲ୍ମ ‘ଦି କେରଲା ଷ୍ଟୋରି’ ଶୁକ୍ରବାର ହଲ୍‌ରେ ରିଲିଜ୍‌ ହୋଇଛି। ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟିର ଲୋକ ଏହାକୁ ବିରୋଧ କରିଥିଲେ ଏବଂ ନିଷେଧାଦେଶ ଦାବି କରିଥିଲେ। କିନ୍ତୁ…

ଯୋଜନା ପରିବର୍ତ୍ତନ ହୋଇ ନ ଥିଲେ, ସେନାରେ ଥାଆନ୍ତି: ଶିନ୍ଦେ…

ମୁମ୍ବାଇ,୬।୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଯଦି ଟ୍ରେନିଂ ନେବାକୁ ଯାଉଥିବା ସମୟରେ ସେ ନିଜ ଯୋଜନା ପରିବର୍ତ୍ତନ କରି ନ ଥାନ୍ତେ, ତେବେ ସେ ହୁଏତ ଭାରତୀୟ ସେନାରେ କାର୍ଯ୍ୟ କରୁଥାନ୍ତେ। ତେବେ ତାଙ୍କ ନିଷ୍ପତ୍ତି ନେଇ…

‘ବିଚାରପତିଙ୍କର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି’, ଲାଇଭ ଷ୍ଟ୍ରିମିଂକୁ ନେଇ କହିଲେ ସିଜେଆଇ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଆଜି ଜଜ ଭାବେ ଆମର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଆମେ ସୋସିଆଲ ମିଡିଆ ସମୟରେ କାମ କରୁଛୁ। କୋର୍ଟରେ ଆମେ ଯାହାବି କରୁଛୁ ଏହାର ଗୋଟିଏ ଗୋଟିଏ ଶବ୍ଦ ସାର୍ବଜନିକ…

ଦୈନିକ ସଂକ୍ରମଣ ୩ ହଜାରରୁ କମ,ସକ୍ରିୟ ମାମଲା ୩୧ ହଜାର ତଳେ…

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

କଂଗ୍ରେସ ଫିଲ୍ମ ‘କେରଲା ଷ୍ଟୋରି’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହେଁ କିନ୍ତୁ ବିବିସି ଡକ୍ୟୁମେଣ୍ଟାରୀକୁ ନିଷିଦ୍ଧ କରୁବାକୁ ଚାହେଁନି: ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ,୬।୫: ଫିଲ୍ମ ‘କେରଲା ଷ୍ଟୋରି’ ରିଲିଜ୍‌ ହୋଇସାରିଥିଲେ ବି ଏହାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମକୁ ନେଇ ଭାଜପା କଂଗ୍ରେସ ମଧ୍ୟରେ କାଦୁଆଫିଙ୍ଗା ରାଜନୀତି ଚାଲିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାରେ ଅଛି। କର୍ନାଟକ ନିର୍ବାଚନ ରାଲିରେ…

ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି। ଯଦି ଏପରି ବିବାହକୁ ଆଇନସମ୍ମତ କରାଯାଏ, ତେବେ ଏହା…

କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ

ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ ବିକ୍ରୟ ତଥା ସେନା ଦଖଲ କରିଥିବା ଜମି କ୍ରୟ ସହ ଜଡିତ ଥିବା ଅଭିଯୁକ୍ତ…

ନଡ୍ଡାଙ୍କ ବୟାନରେ ବର୍ଷିଲେ କେଜ୍‌ରିଓ୍ବାଲ, କହିଲେ ଭାରତ ମହାନ୍‌ ଥିଲା, ରହିଛି…

ନୂଆଦିଲ୍ଲୀ,୬।୫: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଏକ ବିବୃତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତକୁ ଏବେ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ୯ ବର୍ଷ…

କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଜୋରଦାର ପ୍ରସ୍ତୁତି, ମୋଦି ଆରମ୍ଭ କଲେ ୨୬ କିଲୋମିଟର ଲମ୍ବା ରୋଡ ଶୋ’

ବେଙ୍ଗାଲୁରୁ,୬।୫: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ବିଜୟୀ ହେବା ଆଶାରେ ସେମାନଙ୍କ ଶକ୍ତି ଲଗାଇ ଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା) ବି ପଛରେ ନାହିଁ। ଭାଜପାର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜୌରି ଯିବେ ରାଜନାଥ

ନୂଆଦିଲ୍ଲୀ,୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ରାଜୌରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ନେତା କମାଣ୍ଡର ଓ ପ୍ରତିରକ୍ଷା ଅଧିକାରୀଙ୍କ ସହ ରାଜୌରିରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେଶନର ସମ୍ପୂର୍ଣ୍ଣ ତଥ୍ୟ ନେବେ। ଏହାସହ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?