ଜାତୀୟ

ବିନା ଆଧାରରେ ଫିଲ୍ମ ନିର୍ମାଣ କଲେ ଦଣ୍ଡ ଦିଆଯାଉ: ମନୋଜ ତିଓ୍ବାରୀ

ମୁମ୍ବାଇ,୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ହଲ୍‌ରେ ରିଲିଜ୍‌ ହୋଇ ସାରିଛି। କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଥିବାବେଳେ ଅନେକ ସେଲିବ୍ରେଟି ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଭାଜପା ନେତା ମନୋଜ ତିୱାରୀ ଏହି ପ୍ରସଙ୍ଗରେ ନିଜର ମତ୍ତ…

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଭାଜପା

ନୂଆଦିଲ୍ଲୀ,୮।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କର୍ନାଟକରେ ଦେଇଥିବା ମନ୍ତବ୍ୟକୁ ନେଇ ଭାଜପା ବିରୋଧ କରିଛି। ଏଥିସହ ଭାଜପା ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ…

ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ଏହି ପ୍ରସଙ୍ଗରେ ଏକ ପିଟିଶନ ଦାଖଲ କରିଥିଲେ। ତେବେ…

ମେ’ ୨୩ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୮।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ତେବେ ସୋମବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୨୩ ପର୍ଯ୍ୟନ୍ତ…

‘ନ୍ୟାୟପାଳିକା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତରେ ଅଛି’… ସିଜେଆଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୫: ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଭାରତର କୋର୍ଟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏସବୁ ଜଣେ ଦକ୍ଷ ବ୍ୟକ୍ତିଙ୍କ ହାତରେ ରହିଛି।…

ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି

ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି ନୂଆଦିଲ୍ଲୀ,୮।୫: ଛତିଶଗଡରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ମୁଖ୍ୟ ଅଭିଯୁକ୍ତ ଅନୱର ଧେବାରଙ୍କୁ ଗିରଫ କରିଛି। ତେବେ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଗେଇ ଆସିଲା ମହିଳା ସଂଗଠନ

ନୂଆଦିଲ୍ଲୀ,୮ା୫: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୪ଟି ମହିଳା ସଂଗଠନ ଆଗେଇ ଆସିଛନ୍ତି। ଯୌନ ନିର୍ଯାତନାରେ ସମ୍ପୃକ୍ତ ଅଭିଯୋଗରେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣଙ୍କ ସମେତ ହରିୟାଣାର ଜଣେ ମନ୍ତ୍ରୀଙ୍କୁ ଗିରଫ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ମହିଳା ସଂଗଠନ…

କର୍ନାଟକ ବିଧାନସଭା ନିର୍ବାଚନ: ଆଜି ପ୍ରଚାର ଶେଷ

ବେଙ୍ଗାଲୁରୁ,୮।୫: ମେ’୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ପ୍ରଚାରର ଶେଷ ଦିନ। ସମସ୍ତ ରାଜନୈତିକ ଦଳ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର…

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଜୟପୁର,୮।୫: ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍‌)ର ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା ଆଇଏଏଫ୍‌ କହିଛି। ଦୁର୍ଘଟଣାର କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ କରାଯାଇଛି।…

ମିଗ୍‌-୨୧ର ସେବା ରହିଛି ଜାରି, କାହିଁକି ନେଇନି ଅବସର ? ପାଲଟିଛି ‘ଫ୍ଲାଇଙ୍ଗ କଫିନ’…

ନୂଆଦିଲ୍ଲୀ,୮।୫ : ମିଗ -୨୧ ଯୁଦ୍ଧ ବିମାନକୁ ୧୯୬୦ ଦଶକରେ ପୂର୍ବର ସୋଭିଏ ୟୁନିଅନ (ବର୍ତ୍ତମାନ ରୁଷିଆ) ରୁ କିଣାଯାଇଥିଲା। ଏହି ଯୁଦ୍ଧ ବିମାନକୁ ରୁଷିଆ ୧୯୮୫ରେ ଅବସର ଦେଇଛି। କିନ୍ତୁ ଏହି ଜାହାଜଗୁଡ଼ିକ ଭାରତୀୟ ସେନାରେ ବ୍ୟବହୃତ ହେଉଛି। ଏହି…

ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହା…

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?