ଜାତୀୟ

ସୁରକ୍ଷା ବଢ଼ାଅ, କ୍ଷତିଗ୍ରସ୍ତଙ୍କୁ ଥଇଥାନ କର

ନୂଆଦିଲ୍ଲୀ,୯ା୫: ମଣିପୁର ହିଂସାରେ ଧନଜୀବନ ନଷ୍ଟକୁ ନେଇ ସୁପ୍ରିମକୋର୍ଟ ସୋମବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ସୁରକ୍ଷା ବଢ଼ାଇବା ସହ ହିଂସା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ଓ ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ମଣିପୁର…

ଶରଦ ପାୱାରଙ୍କୁ ଭେଟିବେ ନୀତୀଶ

ମୁମ୍ବାଇ: ୮।୫: ୨୦୨୪ ଲୋକ ସଭା ପୂର୍ବରୁ ବିରୋଧୀ ଦଳ ମଜବୁତ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ବିଭିନ୍ନ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି ସମୟରେ ନୀତୀଶ ଜାତୀୟତାବାଦୀ…

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ଖାର୍ଗେଙ୍କୁ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୮।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ହୁବଲିରେ ଏକ ପ୍ରଚାର ରାଲିରେ ସୋନିଆ ଗାନ୍ଧୀ…

ମମତାଙ୍କୁ ଟାର୍ଗେଟ କରି ମାନହାନିର ଧମକ ଦେଲେ ବିବେକ ଅଗ୍ନିହୋତ୍ରୀ

କୋଲକତା,୮।୫: ଫିଲ୍ମ କେରଲା ଷ୍ଟୋରିକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ରିଲିଜ୍‌ ପରେ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ କରାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶ ସରକାର ଏହାକୁ ଟିକସ ମୁକ୍ତ କରିଥିଲେ। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌…

ନିଟ୍‌ ପରୀକ୍ଷା ହଲ୍‌ରେ ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରିବା ନେଇ ବିବାଦ

ଚେନ୍ନାଇ,୮।୫: ଚେନ୍ନାଇରେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟା୍ରନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରାଯାଇଛି। ଏଥିସହ ପରୀକ୍ଷକ ଛାତ୍ରୀମାନଙ୍କ ହେଡ କ୍ଲିପ୍‌ ଖୋଲି ବ୍ରା ପିନ୍ଧିଥିବା ଚେକ୍‌ କରିବା ନେଇ ବିବାଦ ଦେଖାଦେଇଛି। ଚେନ୍ନାଇର ଜଣେ…

କର୍ନଟକ ନିର୍ବାଚନ: ବିନା ଅନୁମତିରେ ବିଜ୍ଞାପନ ପ୍ରକାଶ ନ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୫: ଆଉ ଗୋଟିଏ ଦିନ ଅର୍ଥାତ୍‌ ମେ’୧୦ ତାରିଖରେ କର୍ନଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ରାଜନୀତି ସରଗରମ ରହିଛି। ତେବେ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ସମୟରେ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି…

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତରମନ୍ତରରେ ପହଞ୍ଚିଲେ ଚାଷୀ, ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ,୮।୫: ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ…

ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍‌ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ

ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା…

କର୍ନାଟକରେ ଭାଜପା ୧୩୫ ଆସନ ଜିତି ସରକାର ଗଢିବ: ନିର୍ବାଚନ ପୂର୍ବରୁ ୟେଦୁରପ୍ପାଙ୍କ ପୂର୍ବାନୁମାନ

ବେଙ୍ଗାଲୁରୁ,୮।୫: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ତଥା ବେଙ୍ଗାଲୁରୁର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆସନ୍ତା ୧୦ରେ ହେବାକୁ ଥିବା କର୍ନାଟକ ନିର୍ବାଚନକୁ ନେଇ ଏକ ବଡ ଦାବି କରିଛନ୍ତି। ୟେଦୁରପ୍ପା କହିଛନ୍ତି, କର୍ନାଟକ ବିଧାନସଭା ନିର୍ବାଚନରେ ୧୩୦ରୁ…

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’ ବକ୍ସ ଅଫିସ୍‌ରେ ଧମାଲ କରୁଛି।…

କର୍ନାଟକ ନିର୍ବାଚନ: କାହା ସମର୍ଥନରେ ଏମ୍‌ଏନ୍‌ଏସ୍‌, ରାଜ ଠାକରେ କହିଲେ…

ବେଙ୍ଗାଲୁରୁ,୮।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ତେବେ ପ୍ରଥମ ଥର ଉକ୍ତ ନିର୍ବାଚନରେ ମରାଠୀ ପ୍ରସଙ୍ଗକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଦଳ ଗୋଟିଏ ମଞ୍ଚରେ ନଜର…

କର୍ନାଟକରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାର ଗଢିବ: ଅମିତ ଶାହା

ନୂଆଦିଲ୍ଲୀ,୮।୫: କର୍ନାଟକରେ ଭାଜପା ସରକାର ଗଢିବାକୁ ଯାଉଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମୁଁ କର୍ନାଟକର ସମସ୍ତ ଅଞ୍ଚଳ ପରିଦର୍ଶନ କରିଛି। ସବୁ ଅଞ୍ଚଳରେ ଭାଜପା ପ୍ରତି ଉତ୍ସାହ ଏବଂ ସମର୍ଥନ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?