ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା: ସିବିଆଇର ସମନ ପରେ ଏଭଳି କହିଲେ ଅଭିଷେକ ବାନାର୍ଜୀ
କୋଲକାତା,୧୮।୪: ତୃଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମଙ୍ଗଳବାର ପଚରାଉଚରା କରିବ। ଏଥିପାଇଁ ସୋମବାର ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା। ବର୍ତ୍ତମାନ ଅଭିଷେକ ବାନାର୍ଜୀ ଏହାକୁ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,…
ଜାତି ଜନଗଣନା ପାଇଁ କଂଗ୍ରେସର ଦାବି
ନୂଆଦିଲ୍ଲୀ,୧୮।୪(ପି.ଟି.): ବିରୋଧୀଙ୍କୁ ସମାଲୋଚନା କରିବା ଲାଗି କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଜାତିଭିତ୍ତିକ ରାଜନୀତି କରିବା ସହ ଦେଶରେ ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନାକୁ ଅଟକାଇଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ଅବହେଳିତ ବର୍ଗ ଫମ୍ପା ପ୍ରତିଶ୍ରୁତି ନୁହେଁ, ଅର୍ଥନୈତିକ ଓ…
ଅତିକ୍-ଅଶ୍ରଫ୍ଙ୍କୁ ହତ୍ୟା କରିବା ପାଇଁ ୪୮ ଘଣ୍ଟା ପୂର୍ବରୁ ହୋଇଥିଲା ପ୍ଲାନ୍
ଲକ୍ଷ୍ନୌ,୧୮।୪: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ହସ୍ପିଟାଲରୁ ବାହାରିବା ସମୟରେ ଶନିବାର ରାତିରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ଅଶ୍ରଫ୍ ଅହମ୍ମଦଙ୍କୁ ହତ୍ୟା କରାଯାଇଛି। ମାତ୍ର ୮ ସେକେଣ୍ଡରେ ହତ୍ୟାକାରୀମାନେ ୨୦ ରାଉଣ୍ଡ ଗୁଳି ଚଳାଇ ଉଭୟଙ୍କୁ ହତ୍ୟା କରିଛନ୍ତି। ଏଥିସହ ହତ୍ୟାକାରୀମାନେ…
ଏକ୍ସବିବି ୧.୧୬.୧ ଭାରିଆଣ୍ଟରେ ୪୩୬ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଓମିକ୍ରନ୍ ମ୍ୟୁଟେଟେଡ୍ ସବ୍ ଭାରିଆଣ୍ଟ ଏକ୍ସବିବି ୧.୧୬.୧ ଭୂତାଣୁ ଦ୍ୱାରା ୪୩୬ ଜଣ ଆକ୍ରାନ୍ତ ହୋଇଥିବା ଭାରତୀୟ ସାର୍ସକୋଭ୍-୨ ଜେନୋମିକ୍ସ କୋନ୍ସୋର୍ଟିଅମ୍ (ଆଇଏନ୍ଏସ୍ଏସିଓଜି) କହିଛି। ଦେଶରେ ପ୍ରଥମ କରି ଜାନୁୟାରୀରେ ଓମିକ୍ରନ୍ର…
୪ ସେନା ଅଧିକାରୀଙ୍କୁ ହତ୍ୟା ଘଟଣାରେ ଯବାନ ଗିରଫ
ବଠିଣ୍ଡା, ୧୮।୪: ପଞ୍ଜାବ ବଠିଣ୍ଡାସ୍ଥିତ ମିଲିଟାରି ଷ୍ଟେଶନ୍ରେ ବୁଧବାର ୪ ସେନା ଅଧିକାରୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ଜଣେ ଯବାନ୍ଙ୍କୁ ପୋଲିସ ଗିରଫ କରିଛି। ହତ୍ୟା କରିବା ଲାଗି ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ ଗନର ଦେଶାଇ ମୋହନ। ଏଥିପାଇଁ…
‘ପ୍ରବାସୀ ଶ୍ରମିକଙ୍କୁ ରାଶନ କାର୍ଡରୁ ବଞ୍ଚତ୍ତ କରାଯାଇପାରିବ ନାହିଁ’
ନୂଆଦିଲ୍ଲୀ,୧୮।୪(ପି.ଟି.): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଅନୁଯାୟୀ ଜନସଂଖ୍ୟା ଅନୁପାତ ଉପଯୁକ୍ତ ଭାବେ ଉଲ୍ଲେଖ ନ ଥିବା ଦର୍ଶାଇ ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାଶନ କାର୍ଡରୁ ବଞ୍ଚତ୍ତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି।…
ମୁହଁରେ ତ୍ରିରଙ୍ଗା ଆଙ୍କିଥିବାରୁ ସ୍ବର୍ଣ୍ଣ ମନ୍ଦିରକୁ ପ୍ରବେଶ ଅନୁମତି ମିଳିଲାନି
ଅମୃତସର,୧୮।୪: ମୁହଁରେ ଜାତୀୟ ପତାକା ଆଙ୍କିଥିବା ଜଣେ ଯୁବତୀଙ୍କୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ଫଳରେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିବା ଯୁବତୀ ଜଣକ ସୋମବାର ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ…
ଭୁଶୁଡିଲା ଚାଉଳ ମିଲ୍: ୪ ମୃତ, ୨୦ ଆହତ
ଚଣ୍ଡିଗଡ,୧୮।୪: ହରିୟାଣାର କରନାଲରେ ଏକ ଚାଉଳ ମିଲ୍ ସୋମବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।ଏଥିସହ ମିଲ୍ରେ ଶୋଇଥିବା କିଛି ଶ୍ରମିକ ଭଗ୍ନାବଶେଷରେ ଫସିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା…
ନେପାଳରେ ଭାରତୀୟ ପର୍ବତାରୋହୀ ନିଖୋଜ
କାଠମାଣ୍ଡୁ,୧୮।୪: ନେପାଳର ଅନ୍ନପୂର୍ଣ୍ଣା ଗିରିଶୃଙ୍ଗରୁ ସୋମବାର ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ନିଖୋଜ ଅଛନ୍ତି। ରାଜସ୍ଥାନର କିଶନଗଡ଼ରେ ଅନୁରାଗଙ୍କ ଘର। ସେ ମାଉଣ୍ଟ ଅନ୍ନପୂର୍ଣ୍ଣାର କ୍ୟାମ୍ପ ନଂ-୩ରୁ ଓହ୍ଲାଉଥିବାବେଳେ ନିଖୋଜ ହୋଇଯାଇଥିବା ସେଭେନ୍ ସମିଟ୍ ଟ୍ରେକ୍ସର ଅଧ୍ୟକ୍ଷ ମିଙ୍ଗମା ଶେର୍ପା କହିଛନ୍ତି।
ମୁଣ୍ଡ କାଟି ଆତ୍ମହତ୍ୟା କଲେ ଦମ୍ପତି
ରାଜକୋଟ୍,୧୮ା୪ : ଗୁଜରାଟର ରାଜକୋଟ୍ ଜିଲାରେ ଜଣେ ୩୮ ବର୍ଷୀୟ ଚାଷୀ ଓ ତାଙ୍କ ସ୍ତ୍ରୀ ରବିବାର ଗିଲୋଟିନ୍ ଭଳି ଅସ୍ତ୍ରରେ ସେମାନଙ୍କ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ଜିଲାର ଭିଞ୍ଚତ୍ୟା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ସହ…
ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮ା୪ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ…
କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେଲେନି ପାଇଲଟ
ଜୟପୁର,୧୭।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ସମସ୍ୟା ବଢିବାରେ ଲାଗିଛି। ଇତି ମଧ୍ୟରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ରାଜସ୍ଥାନ…
Archives


