ଜାତୀୟ

ଗୁଜରାଟର ୧୭ ଜେଲରେ ସାରା ରାତି ଚଢାଉ, କିଛି ମୋବାଇଲ ଫୋନ ଜବତ

ଗାନ୍ଧିନଗର,୨୫ ।୩: ସାବରମତି ସମେତ ଗୁଜରାଟର ୧୭ ଜେଲରେ ଶୁକ୍ରବାର-ଶନିବାର ମଧ୍ୟ ରାତିରେ ଚଢାଉ କରାଯାଇଛି । ଏସବୁ ଜିଲାରୁ କିଛି ମୋବାଇଲ ଫୋନ ଜବତ କରାଯାଇଛି । ଗୃହମନ୍ତ୍ରୀ ହର୍ଷ ସଂଘବି କଂଣ୍ଟ୍ରୋଲ ରୁମରୁ ଚଢାଉର ଲାଇଭ ମନିଟରିଂ କରିଛନ୍ତି…

ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଦିନକ ପରେ ଶୁକ୍ରବାର ଲୋକ ସଭା ସେକ୍ରେଟାରିଏଟ୍‌ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛି। ଏହି ଦଣ୍ଡାଦେଶ ଉପରେ…

ସାମ୍ବିଧାନିକ ବୈଧତା ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ, ୨୫ା୩ (କୁଲ୍‌ଦୀପ ସିଂ): ଭୋଟର ପରିଚୟପତ୍ର (ଭୋଟର କାର୍ଡ)କୁ ଆଧାର ସହ ସ୍ବେଚ୍ଛାକୃତ ଭାବେ ସଂଯୋଗ କରିବାର ସମୟସୀମାକୁ କେନ୍ଦ୍ର ସରକାର ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ପୂର୍ବରୁ ଆଧାର-ଭୋଟର କାର୍ଡ ଲିଙ୍କ୍‌ ପାଇଁ ୨୦୨୩ ଏପ୍ରିଲ ୧କୁ…

୧୪ ବିରୋଧୀ ଦଳ ଆବେଦନର ଶୁଣାଣି ୫ରେ

ନୂଆଦିଲ୍ଲୀ, ୨୫ା୩(ପି.ଟି.): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ୧୪ଟି ବିରୋଧୀ ଦଳ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଏପ୍ରିଲ ୫ରେ କରିବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଇବା ଲାଗି କେନ୍ଦ୍ର ସରକାର…

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ, ୨୫ା୩ : କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ୪୭.୫୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଉପକୃତ ହେବେ।…

ସର୍ବୋଚ୍ଚ ବଳିଦାନ ପାଇଁ ପ୍ରବର୍ତ୍ତାଉଥିଲେ ଅମ୍ରିତ୍‌ପାଲ

ଚଣ୍ଡିଗଡ଼, ୨୪ା୩: ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ପଞ୍ଜାବ ପୋଲିସ ହାବୁଡ଼ରୁ ଖସି ପଳାଇଯିବା ପୂର୍ବରୁ ୧୦ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଉଦ୍‌ବୋଧନ ଦେଇ ସେ ଶିଖ୍‌ମାନଙ୍କୁ କଠୋରପନ୍ଥୀ ହେବା ଲାଗି ପରାମର୍ଶ ଦେଇଥିଲେ। ୮୦୦ରୁ…

ଅଜୟ ବାଙ୍ଗା କରୋନା ଚିହ୍ନଟ ପରେ ବାତିଲ ହେଲା ବୈଠକ

ନୂଆଦିଲ୍ଲୀ, ୨୪ା୩: ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ମନୋନୀତ ହୋଇଥିବା ଅଜୟ ବାଙ୍ଗା ନୂଆଦିଲ୍ଲୀରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ପରେ ତାଙ୍କ ବୈଠକକୁ ବାତିଲ କରିଦିଆଯାଇଛି। ୩ ସପ୍ତାହ ହେଲା ବିଶ୍ୱ ଭ୍ରମଣରେ ଥିବା ବାଙ୍ଗା ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା…

କରୋନାରେ ମୁକ୍ତ ହୋଇଥିବା ଅପରାଧୀଙ୍କୁ ଆତ୍ମସମର୍ପଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୩ କୋଭିଡ୍‌-୧୯ ମହାମାରୀ ବେଳେ ଜେଲରୁ ଗହଳି କମାଇବା ପାଇଁ ବହୁସଂଖ୍ୟାରେ ଅପରାଧୀ ଓ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିଦିଆଯାଇଥିଲା। ସେମାନଙ୍କୁ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବିଚାରାଧୀନ କଏଦୀମାନେ ଜରୁରୀ…

ରାହୁଲଙ୍କ ଏମ୍‌ପି ପଦ ରଦ୍ଦକୁ ନିନ୍ଦା କଲା ଆରଜେଡି

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ଏମ୍‌ପି ମନୋଜ କୁମାର ଝା। ସେ କହିଛନ୍ତି, ଏହା କେତେ ଅଦ୍ଭୁତ ଏବଂ ନିନ୍ଦନୀୟ। ତଥାପି କୁହ ନାହିଁ ଯେ, ଭାରତରେ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ର ଓମ୍‌ ଶାନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଛି। ଏହାପରେ ରାଜନୀତି ସରଗରମ ରହିଛି। ଏହି ନିଷ୍ପତ୍ତି ପରେ କଂଗ୍ରେସ କେନ୍ଦ୍ରକୁ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ନେତା…

ସିସୋଡିଆଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ, ମାର୍ଚ୍ଚ ୩୧ରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୪।୩: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ରୌଜ୍‌ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ତେବେ କୋର୍ଟ…

ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ବିରୋଧୀ ନେତା: ମମତା

କୋଲକାତା,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ରହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri