ଜାତୀୟ

ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି…

କୋଲକାତାରେ ମମତାଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

କୋଲକାତା,୨୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଆତିଶୀ, ଏମ୍‌ପି ସଞ୍ଜୟ ସିଂ, ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ।…

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ଲୋକ ସଭା ବାଚସ୍ପତି ମନୋହର ଯୋଶୀ

ମୁମ୍ବାଇ,୨୩।୫: ଶିବସେନା ନେତା ତଥା ପୂର୍ବତନ ଲୋକ ସଭା ବାଚସ୍ପତି ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ।…

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ… ବ୍ୟାଙ୍କରେ ଦେଖିବାକୁ ମିଳିଲାନି ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୨୩।୫: ଦେଶର ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଆରମ୍ଭ ହୋଇଛି। ମେ ୧୯ ଶୁକ୍ରବାର ଦିନ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଆରବିଆଇ ନୋଟିସ୍‌ ଜାରି କରି କହିଥିଲା ଯେ,…

ୟୁପିଏସ୍‌ସି ପରାକ୍ଷାଫଳ ପ୍ରକାଶ, ଈଶିତା କିଶୋର ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)ପକ୍ଷରୁ ୨୦୨୨ ସିଭିଲ ସର୍ଭିସ ପରାକ୍ଷାଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ପୁଣି ଥରେ ପୁଅଙ୍କଠାରୁ ଝିଅ ଆଗରେ ରହିଛନ୍ତି। ତେବେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ ୱେବସାଇଟ upsc.gov.in ରେ ଯାଞ୍ଚ କରିପାରିବେ। ଈଶିତା…

ବ୍ୟାନ ହଟିବା ପରେ ପଶ୍ଚିମବଙ୍ଗରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’

କୋଲକାତା,୨୩।୫: ପଶ୍ଚିମବଙ୍ଗରେ ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନିକଟରେ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଯାହାପରେ ରାଜ୍ୟରେ ଏହି ଫିଲ୍ମ ରିଲିଜ ହେବାର ରାସ୍ତା ସଫା ହୋଇଯାଇଛି। ଏଥି ସହିତ ପଶ୍ଚିମବଙ୍ଗର ଥିଏଟର ଏବଂ ମଲ୍ଟିପ୍ଲେକ୍ସ ମାଲିକମାନେ କହିଛନ୍ତି,…

ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ଥାନରେ ହେବ ବିଶାଳ ରାଲି

ନୂଆଦିଲ୍ଲୀ,୨୩।୫: ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ଥାନର ଅଜମୈରରେ ଏକ ବିଶାଳ ରାଲି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ମେ’ରେ ଅଜମୈରରେ ଏକ ରାଲି କରିବେ। ଚଳିତ ବର୍ଷ ଶେଷରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ…

ଛତିଶଗଡ଼ରେ ନ ହେଉ କର୍ନାଟକ ସ୍ଥିତି: ଅସନ୍ତୁଷ୍ଟ ନେତାଙ୍କୁ ଭୋଜି ଦେବ ଭାଜପା…

ରାୟପୁର,୨୩।୫ : କର୍ନାଟକ ନିର୍ବାଚନରେ ଅପମାନଜନକ ପରାଜୟ ପରେ ଭାଜପା ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି ରାଜ୍ୟଗୁଡିକରେ ପାଞ୍ଚ ମାସ ପୂର୍ବରୁ ଦଳ ନିର୍ବାଚନ ଅଭିଯାନରେ ପ୍ରବେଶ କରିସାରିଛି। କେବଳ ବିଧାନସଭା ନିର୍ବାଚନ…

ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ,…

ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବା ନୁହେଁ ଅପରାଧ, ମାତ୍ର ସର୍ବସାଧାରଣ ସ୍ଥାନରେ ବାରଣ: କୋର୍ଟ…

ମୁମ୍ବାଇ,୨୩।୫ : ମୁମ୍ବାଇର ଏକ ସେସନ୍ସ କୋର୍ଟ ୩୪ ବର୍ଷ ବୟସ୍କା ମହିଳା ଯୌନ କର୍ମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ସ୍ବଇଛାରେ ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଭାବରେ ବିବେଚନା କରାଯାଇପାରିବ…

ଉତ୍ତରପ୍ରଦେଶରେ ଭାଜପାର ହେଲିକପ୍ଟର ଯୋଜନା: ୧୦ରୁ ୨୦ ମଧ୍ୟରେ ହେବ ୮୦ ରାଲି…

ନୂଆଦିଲ୍ଲୀ,୨୩।୫ : ଉତ୍ତରପ୍ରଦେଶରେ ଭାଜପା ଲୋକସଭା ନିର୍ବାଚନ ପୂର୍ବରୁ ତୋଫାନୀ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମେ ୩୦ ରୁ ଜୁନ ୩୦ ମଧ୍ୟରେ ପ୍ରସ୍ତୁତ ଯୋଜନାଗୁଡିକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଲି ହେବ। ସେଥିମଧ୍ୟରୁ ହେଲିକପ୍ଟର ଯୋଜନା ଅନ୍ତର୍ଗତ ଜୁନ୍‌…

ପାଟନା କୋର୍ଟରେ କେଜ୍‌ରିଓ୍ବାଲଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୨୩।୫: ପାଟଣାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା କେଜ୍‌ରିଓ୍ବାଲଙ୍କ ନାଁରେ ଅଭିଯୋଗ ହୋଇଛି। ଭାରତୀୟ ଦଣ୍ଡବିଧି ଆଇନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?