ଜାତୀୟ

ଦୈନିକ ସଂକ୍ରମଣ ୪ ଶହ ..

.ନୂଆଦିଲ୍ଲୀ, ୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ରାହୁଲ ଯଦି ୱାୟନାଡରେ ରହିଥାନ୍ତେ, ଆମେଠି ଭଳି ଅବସ୍ଥା ହୋଇଥାନ୍ତା: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ୱାୟନାଡରେ ରହିଥାନ୍ତେ,ତେବେ ଉତ୍ତରପ୍ରଦେଶର ଆମେଠି ପରି ଅବସ୍ଥା ହୋଇଥାନ୍ତା। ସୋମବାର କେରଳର ଭାରତ ମଜଦୁର ସଂଗଠନ (ବିଏମଏସ) ଦ୍ୱାରା…

ମୁଁ ପଛକୁ ହଟିବି ନାହିଁ: ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପି ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଲଗାତାର ଖବରର ଶିରୋନାମାରେ ରହି ଆସୁଛନ୍ତି। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରେ ଧାରଣାରେ…

ଜୁନ ୧ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଏଏପି ନେତା ମନୀଷ ସିସୋଡିଆ। ମଙ୍ଗଳବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଏହି ମାମଲାରେ ସିସୋଡିଆଙ୍କ ହେପାଜତକୁ ବୃଦ୍ଧି…

ତିହାର ଜେଲରେ ଫାଶୀ ଲଗାଇ ଜଣେ କଏଦୀଙ୍କ ଆତ୍ମହତ୍ୟା, ଗୋଟିଏ ଦିନ ପୂର୍ବରୁ ଆସିଥିଲେ ଜେଲ

ନୂଆଦିଲ୍ଲୀ,୨୩।୫: କିଛିଦିନ ତଳେ ତିହାର ଜେଲରେ ଗ୍ୟାଙ୍ଗଓ୍ବାର ପରେ ଏବେ ଜାଭେଦ ନାମକ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଡକାୟତି ଓ ଅନ୍ୟ ଆପରାଧିକ ମାମଲାରେ ବିଚର ବିଭାଗୀୟ ତଦନ୍ତରେ ଜେଲ ପଠାଯାଇଥିବା ଜାଭେଦ ସୋମବାର ସନ୍ଧ୍ୟା ପ୍ରାୟ ୫ଟା…

ଆଜି ମମତାଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ନିୟମ ବିରୋଧରେ ସମର୍ଥନ ପାଇବା ପାଇଁ ବିରୋଧୀ ଦଳର ସମସ୍ତ ବଡ ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ କେଜ୍‌ରିଓ୍ବାଲ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା…

ଗାଧୁଆ ଘରେ ପଡିଯାଇ ଆହତ ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କରେ ବଡ ଖବର ସାମ୍ନାକୁ ଆସିଛି। ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି କି ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ଡାକ୍ତରଙ୍କ ରିପୋର୍ଟ ପରେ ସେ କିପରି ମେରୁଦଣ୍ଡରେ ଆଘାତ ପାଇଛନ୍ତି ତାହା…

ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ମୁମ୍ବାଇ,୨୩।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୋଲିସକୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ପୋଲିସର ଟୁଇଟର ଆକାଉଣ୍ଟକୁ ଏକ…

ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା: ୭ ମୃତ, ୧୩ ଆହତ

ମୁମ୍ବାଇ, ୨୩।୫: ମହାରାଷ୍ଟ୍ରର ବୁଲଡାନାର ନାଗପୁର-ପୁଣେ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌-ବସ୍‌ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ସିନ୍ଧଖେଡରାଜା ତହସିଲର ପଲସଖେଡ…

ଟ୍ରକ୍‌ରେ ଯାତ୍ରା କଲେ ରାହୁଲ

ନୂଆଦିଲ୍ଲୀ,୨୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଏକ ଟ୍ରକ୍‌ରେ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ ଅମ୍ବାଲାରେ ପହଞ୍ଚିବା ପରେ ସେ ଟ୍ରକ ଡ୍ରାଇଭରମାନଙ୍କ ସହ ମଧ୍ୟ କଥା ହୋଇ ଡ୍ରାଇଭରମାନଙ୍କର…

ମଧ୍ୟପ୍ରଦେଶରେ ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ୍‌

ନୂଆଦିଲ୍ଲୀ, ୨୩ା୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ସଫଳତା ପରେ ଏହି ଦଳ ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନଜର ପକାଇଛି। ମଧ୍ୟପ୍ରଦେଶର ଜନସାଧାରଣଙ୍କୁ ଆକୃଷ୍ଟ କରିବା ଲାଗି…

‘ମୋ କଥାକୁ ଲେଖିକରି…’ ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ, କହିଲେ ନୀତୀଶଙ୍କ ଫ୍ୟୁଚର

ପାଟନା,୨୩।୫: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି। ସେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?