ଜାତୀୟ

୧୮ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୮।୩: ନକଲି ଏବଂ ନିମ୍ନ ମାନର ଔଷଧ ଉତ୍ପାଦନ ପାଇଁ ଭାରତ ସରକାର ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବାକୁ କୁହାଯାଇଛି। ନକଲି ଔଷଧ ଏବଂ ଖରାପ ଗୁଣାତ୍ମକ ଔଷଧ ତିଆରି…

ଯେଉଁମାନେ ରାହୁଲଙ୍କ ସହ ନାହାନ୍ତି, ସେମାନଙ୍କର ଆବଶ୍ୟକତା ନାହିଁ…

ଜୟପୁର,୨୮।୩ : ସତ୍ୟାଗ୍ରହରେ ଜନସମାଗମ ନ କରି ପାରିବାରୁ ରାଜସ୍ଥାନ ପିସିସି ଅଧ୍ୟକ୍ଷ କ୍ରୋଧିତ ହୋଇ କହିଛନ୍ତି, ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ନାହାଁନ୍ତି, ସେମାନର ଆବଶ୍ୟକତା ନାହିଁ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ସତ୍ୟାଗ୍ରହ ଘୋଷଣା ହେବା ପରେ…

ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୨୮।୩: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଗୃହରେ ପକ୍ଷପାତିତା ଯୋଗୁ ସୋମବାର…

ଜିଏସଟିକୁ ସମର୍ଥନ କରିବା ମୋର ବଡ଼ ଭୁଲ: ମମତା…

ନୂଆଦିଲ୍ଲୀ,୨୮।୩ : ପୁଣି ଥରେ କେନ୍ଦ୍ର ଉପରେ ଆକ୍ରମଣ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି, ରାଜ୍ୟର ଯୋଜନା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉନାହାଁନ୍ତି। କେନ୍ଦ୍ର ସରକାରଙ୍କ ଉପରେ ୭୦୦୦ କୋଟି ଟଙ୍କା ବାକି ରହିଛି। କେନ୍ଦ୍ର…

ଜାମିଆ ହିଂସା ମାମଲାରେ ଶର୍ଜିଲଙ୍କ ସମେତ ୯ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୨୮।୩: ୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ, ସଫୁରା ଜାରଗାର ଏବଂ ଆସିଫ ଇକବାଲ ତନ୍‌ହାଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ଏକ ବଡ଼ ଝଟ୍‌କା ଲାଗିଛି। ଆଉ ୨ଜଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହାପୂର୍ବରୁ ସାକେତ କୋର୍ଟ ସମସ୍ତ…

ରାହୁଲଙ୍କୁ ବଙ୍ଗଳା ଖାଲି କରିବା ନୋଟିସ: ସିବଲ କହିଲେ ଛୋଟ ଲୋକଙ୍କ ଛୋଟ ରାଜନୀତି…

ନୂଆଦିଲ୍ଲୀ,୨୮।୩ : ବଙ୍ଗଳା ଖାଲି କରିବାକୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଯାହା କୁହାଯାଇଛି ତାହା ପୂରଣ କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ଏହା…

କେନ୍ଦ୍ର ରାଜ୍ୟମନ୍ତ୍ରୀ ନିସିଥଙ୍କ କନ୍‌ଭେ ଉପରେ ଆକ୍ରମଣ ଘଟଣାର ହେବ ସିବିଆଇ ଯାଞ୍ଚ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୨୮।୩: ପଶ୍ଚିମବଙ୍ଗର କେନ୍ଦ୍ର ରାଜ୍ୟ ଗୃହ ଏବଂ କ୍ରୀଡ଼ା ମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ କନ୍‌ଭେ ଉପରେ ହୋଇଥିବା ଆକ୍ରମଣର ସିବିଆଇ ଯାଞ୍ଚ ହେବ। ମଙ୍ଗଳବାର କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଗତ ଫେବୃଆରୀରେ ପଶ୍ଚିମବଙ୍ଗର…

ପାନ୍‌-ଆଧାର ଲିଙ୍କ୍‌ ଅବଧି ଜୁନ୍‌ ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୮।୩: ପାନ୍‌ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍‌ କରିବାର ସମୟସୀମାକୁ ଆସନ୍ତା ଜୁନ୍‌ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି…

ସାବରିମାଲା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ୬୦ ଆହତ…

ଥିରୁଭାନନ୍ତପୁରମ୍‌,୨୮।୩ : କେରଳରେ ଏକ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୁହାଯାଉଛି ଯେ ତାମିଲନାଡୁରୁ ପ୍ରାୟ ୬୦ ଜଣ ସାବରିମାଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ପଠାନମଥିଟ୍ଟା ଜିଲାର ଏକ ଗଭୀର ଖାଲରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୬୦…

ବେଲୁର ମଠରେ ରାଷ୍ଟ୍ରପତି…

କୋଲକାତା,୨୮।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବେଲୁର ମଠ ପରିଦର୍ଶନ କରିଛନ୍ତି। ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସ ଏବଂ ମା ଶାରଦା ଦେବୀଙ୍କର ଦର୍ଶନ କରିଥିଲେ। ରାଷ୍ଟ୍ରପତି ମଠର ମୁଖ୍ୟ ମନ୍ଦିର ସହିତ ସ୍ବାମୀ ବିବେକାନନ୍ଦଙ୍କ କୋଠରୀ ପରିଦର୍ଶନ…

ବୁଲା କୁକୁରଙ୍କ ପ୍ରତି କ୍ରୁରତା ଗ୍ରହଣଯୋଗ୍ୟ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୩ : ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଏକ ସଭ୍ୟ ସମାଜରେ ବୁଲା କୁକୁରମାନଙ୍କ ପ୍ରତି ନିର୍ଦ୍ଦୟଭାବ, କ୍ରୁରତା ତଥା ଘୃଣାଭାବ କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏକ ହାଉସିଂ ସୋସାଇଟିକୁ ଏହି…

କୋର୍ଟଙ୍କ ରାୟ ପରେ ସାମ୍ନାକୁ ଆସିଲା ଭାଜପା ନେତାଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୮।୩: ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ୧୭ ବର୍ଷ ପୁରୁଣା ମାମଲାରେ ଅତିକ ଅହମ୍ମଦଙ୍କ ସମେତ ୩ଜଣଙ୍କୁ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅତିକଙ୍କ ଭାଇ ଅଶରଫଙ୍କ ସମେତ ୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri