ଦେଶରେ ରହି ଚର୍ଚ୍ଚା କର, ବିଦେଶକୁ ଯାଇ କାହିଁକି କରୁଛ ରାଜନୀତି: ରାହୁଲଙ୍କୁ ଜୟଶଙ୍କରଙ୍କ ପରାମର୍ଶ…
ନୂଆଦିଲ୍ଲୀ,୪।୬ : ଆମେରିକାରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବିବୃତ୍ତି ଉପରେ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବେଳେବେଳେ ରାଜନୀତିଠାରୁ କିଛି ଜିନିଷ ବଡ଼ ହୋଇଥାଏ ଏବଂ ବିଶେଷ କରି…
ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ଗୁଆହାଟୀ,୪।୬: ଆସାମର ଗୁଆହାଟୀରୁ ଦିବ୍ରୁଗଡ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ରବିବାର ସକାଳେ ଟେକଅପ କରିବାର କିଛି ମିନିଟ ଭିତରେ ଗୋପିନାଥ ବୋରଦୋଲୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ଫେରି ଆସିଥିଲା। ବିମାନରେ ଜଣେ କେନ୍ଦ୍ର ମନ୍ତ୍ରୀ ଓ ଦୁଇଜଣ…
ମୋଦି ସରକାରଙ୍କ କାଉଣ୍ଟ ଡାଉନ ଆରମ୍ଭ,ମିଳିତ ଭାବେ ନିର୍ବାଚନ ଲଢ଼ିଲେ ୨୦୨୪ରେ ମହାରାଷ୍ଟ୍ରରେ ୪୦ ଆସନରେ ଜିତିବ ଏମଭିଏ: କଂଗ୍ରେସ…
ମୁମ୍ବାଇ,୪।୬ : ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଛନ୍ତି ଯଦି ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି ମିଳିତ ଭାବେ ୨୦୨୪ ନିର୍ବାଚନରେ ଲଢ଼ିବେ, ତେବେ ଏମଭିଏ ମହାରାଷ୍ଟ୍ରରେ ୪୮…
ନୀତୀଶଙ୍କୁ ଝଟକା: ଜୁନ ୧୨ ମିଳିତ ବିରୋଧୀ ବୈଠକରେ ଯୋଗ ଦେବେନି ରାହୁଲ-ଖାର୍ଗେ…
ନୂଆଦିଲ୍ଲୀ,୪।୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ସମସ୍ତ ବିରୋଧୀ ଦଳକୁ ଏକତ୍ର କରି ଭାଜପାକୁ ପରାସ୍ତ କରିବା ପାଇଁ ଯୋଜନାରେ ଲାଗିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଦିଲ୍ଲୀ…
ଇଡିର ଦାବି ସିସୋଡିଆ ତାଙ୍କ ପତ୍ନୀଙ୍କର ଏକମାତ୍ର କେୟାର ଟେକର ନୁହେଁ, ରିପୋର୍ଟ ମାଗିଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୪।୬: ଦିଲ୍ଲୀ ହାଇକୋର୍ଟ ଶନିବାର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମନୀଷ ସିସୋଡିଆଙ୍କ ଅସୁସ୍ଥ ପତ୍ନୀଙ୍କ ସ୍ବାସ୍ଥ୍ୟ ସ୍ଥିତିକୁ ନେଇ ରିପୋର୍ଟ ମାଗିଛନ୍ତି। ଏହାପୂର୍ବରୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୋହିତ ମାଥୁର…
କେମିତି ଘଟିଲା ଓଡ଼ିଶା ଟ୍ରେନ୍ ଦୁର୍ଘଟଣା, କାରଣ କହିଲା ରେଳବାଇ ବୋର୍ଡ
ନୂଆଦିଲ୍ଲୀ,୪ା୬: ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ରେଳବାଇ ବୋର୍ଡ ଏକ ବଡ଼ ଖୁଲାସା କରିଛି। ବୋର୍ଡ କହିଛି, କେବଳ କରମଣ୍ଡଳ ଏକ୍ସପ୍ରେସ୍ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ଲୁପ୍ ଲାଇନ୍ରେ ଛିଡ଼ା ହୋଇଥିଲା। ରେଳବାଇ ବୋର୍ଡର ‘ଅପରେଶନ୍…
ଟିଭି, ରେଡିଓରେ ଖରାପ ପାଗର ଆଲର୍ଟ ହେବ ଉପଲବ୍ଧ, ଏନଡିଏମଏର ବିଶ୍ୱର ସର୍ବବୃହତ ଚେତାବନୀ ଆଲର୍ଟ ଯୋଜନା…
ନୂଆଦିଲ୍ଲୀ,୪।୬ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ମୋବାଇଲ ଫୋନକୁ ବାର୍ତ୍ତା ପଠାଇ ଖରାପ ପାଗର ସତର୍କ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଖରାପ ପାଗ ବିଷୟରେ ଶୀଘ୍ର ଚେତାବନୀ ଟିଭି ଏବଂ ରେଡିଓରେ ମଧ୍ୟ ପ୍ରସାରଣ କରାଯିବ।…
ମାଗଣାରେ ଚାରା ବାଣ୍ଟୁଛି ଚୋପାଲେଙ୍କ ବିହନ ବ୍ୟାଙ୍କ…
ମୁମ୍ବାଇ,୪।୬ : ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ତାଙ୍କ ଘରେ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଯୁବକ ଜଣକ ଏକ ବ୍ୟାଙ୍କ ଖୋଲିଛନ୍ତି। ୩୬ ବର୍ଷ…
ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…
ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ ରେଳ…
ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି
ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍ଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି।…
ଫିଟ୍ ହେଲା ଗୋଟିଏ ଟ୍ରାକ୍
ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ ରବିବାର ଗୋଟିଏ ଟ୍ରାକ୍ ଫିଟ୍ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବାହାନଗା…
ବସ୍ତିରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୪।୬: ଦିନକୁ ଆଗରୁ ଭୟାବହ ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଦେଶ ଦେଖିଥିବାବେଳେ ରବିବାର ଦିଲ୍ଲୀର ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଜାହାନଗିରାପୁରି ବସ୍ତିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି…

