ଜାତୀୟ

ମଞ୍ଚ ଉପରେ କଂଗ୍ରେସ ସମର୍ଥକ ନେତାଙ୍କୁ ଆକ୍ରମଣ କଲେ ବାଘେଲଙ୍କ ସମର୍ଥକ

ରାୟପୁର,୨୪ ।୧୦: ଛତିଶଗଡ଼ର ଜଶପୁରରେ ରବିବାର କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଯାଇଛି । ତାହା ପୁଣି ମଞ୍ଚ ଉପରେ । ମନ୍ତ୍ରୀ ଟିଏସ୍ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲା ଅଧ୍ୟକ୍ଷ ପବନ...

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ, ବଢିଲା ଶୀତ

ଡେରାଡୁନ,୨୪ ।୧୦: ଉତ୍ତରାଖଣ୍ଡରେ ପାଣିପାଗ ହଠାତ୍ ପରିବର୍ତ୍ତନ ହୋଇଛି । ରବିବାର ସକାଳେ ଏଠାରେ ଶୁଖିଲା ପାଗ ଥିବା ବେଳେ ଅପରାହ୍ନରେ ବର୍ଷା ସହ ତୁଷାର ପାତ ହୋଇଛି । ଫଳରେ ତାପମାତ୍ରା ପାଖାପାଖି ୯ ଡିଗ୍ରୀ କମ୍ ହୋଇ...

ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ କରିବାର ମାଧ୍ୟମ ନୁହେଁ ବରଂ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି...

ମୋଦିଙ୍କ ହୃଦୟରେ ଅଛି ଜମ୍ମୁ-କଶ୍ମୀର: ଅମିତ ଶାହା

ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ ପ୍ରଥମଥର ପାଇଁ ରାଜ୍ୟ ଗସ୍ତ କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ...

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା

କର୍ନାଟକ,୨୪।୧୦: ଅନ୍ୟ ଧର୍ମରେ ବିଶ୍ୱାସ କରୁଥିବା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ୩୪ ବର୍ଷୀୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ କର୍ନାଟକର ସିନଦ୍‌ଗି ତାଲୁକରୁ ସାମ୍ନାକୁ ଆସିଛି ଏହି ଘଟଣା।...

କାନପୁରରେ ପ୍ରଥମ ଜିକା ଭାଇରସ ରୋଗୀ

କାନପୁର,୨୪ ।୧୦: ଉତ୍ତର ପ୍ରଦେଶର କାନପୁରରେ ଦେଶର ପ୍ରଥମ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀରୁ ବିଶେଷଜ୍ଞ ଟିମ କାନପୁରରେ ପହଞ୍ଚି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସାମ୍ପଲ କଲେକ୍ସନ କରିଛନ୍ତି ।...

ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ

ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍‌କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ ଦେଇଛ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ସେ ବଡବାହରେ ଭାଜପାରେ ସାମିଲ...

ପୁରୁଣା ଫର୍ମକୁ ଫେରିଲେ ଲାଲୁ

ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ ଲାଲୁ ଯାଦବ ଫୁରୁଣା ଫର୍ମରେ ନଜର ଆସିଛନ୍ତି। ବିହାରରେ କଂଗ୍ରେସ ସହ ଦଳର...

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟେଷ୍ଟ ପରେରେ ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।...

ବାଂଲାଦେଶ ଉପରେ ଚାଇନା ନଜର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଭୁଟାନରେ ନିଜର ବିସ୍ତାରବାଦୀ କାର୍ଯ୍ୟ ଜାରି ରଖିଥିବା ଚାଇନାରର ନଜର ଏବେ ବାଂଲାଦେଶ ଉପରେ ପଡ଼ିଛି। ବାଂଲାଦେଶରେ ପ୍ରସ୍ତାବିତ ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଉପରେ ଚାଇନା କାମ ଆରମ୍ଭ କରିଛି।...

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣର ଆମ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବିର୍ସା ମୁଣ୍ଡାଙ୍କ...

ଅପରାଧୀଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ କରାଯାଇ ନ ଥିଲେ ବି ସାକ୍ଷୀଙ୍କ ସାକ୍ଷ୍ୟ ହେବନି ପ୍ରତ୍ୟାଖ୍ୟାନ…

ନୂଆଦିଲ୍ଲୀ,୨୪।୧୦: ଅଭିଯୁକ୍ତକୁ ଚିହ୍ନଟ କରୁଥିବା ଜଣେ ସାକ୍ଷୀଙ୍କ ସାକ୍ଷ୍ୟ କେବଳ ଟ୍ରାଏଲ ଆଇଡେଣ୍ଟିଫିକେସନ ପରେଡ (ଟିଆଇପି) କରାଯାଇ ନ ଥିବାରୁ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ. ଓକାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri