ଜାତୀୟ

ନିଶ୍ଚିତ ବିଜୟ ଆସନରୁ ଲଢ଼ିବା ଜରୁରୀ: ଶରଦ ପାଓ୍ବାର…

ମୁମ୍ବାଇ,୮।୬ : ଏନସିପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଔରଙ୍ଗାବାଦରେ କହିଛନ୍ତି ରାଜନୈତିକ ଦଳମାନେ ପ୍ରଥମେ କେଉଁ ଆସନ ଜିତିବେ ସେନେଇ ନିଶ୍ଚିତ ହେବା ପରେ ନିବ;ାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆକଳନ କରିବା ଉଚିତ। କିନ୍ତୁ…

ସୁପ୍ରମକୋର୍ଟ ପହଞ୍ଚିଲେ ଉତ୍ତର ପ୍ରଦେଶରେ ମୃତ ଗାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ, ନିଜ ପାଇଁ ମାଗିଲେ ସୁରକ୍ଷା

ଲକ୍ଷ୍ନୌ,୮।୬: ଲକ୍ଷ୍ନୌ କୋର୍ଟ ପରିସରରେ ବୁଧବାର ମୃତ୍ୟୁ ହୋଇଥିବା ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ ପାୟଲ ମାହେଶ୍ୱରୀ ସୁପ୍ରିମକୋର୍ଟ ପହଞ୍ଚି, ସେଠାରେ ସେ ନିଜ ସୁରକ୍ଷା ଭିକ୍ଷା କରିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ବାମୀଙ୍କୁ ଲକ୍ଷ୍ନୌ କୋର୍ଟରେ ଗୁଳି କରି…

ଗାନ୍ଧୀ ଉପନାମ ଯୋଗୁ ରାହୁଲଙ୍କ ଚିନ୍ତାଧାରା ମହାତ୍ମାଙ୍କ ପରି ହେବ ବୋଲି ଭାବିବା ଭୁଲ:…

ଲକ୍ଷ୍ନୌ,୮।୬ : ପୁଣିଥରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ମୁଁ ଗଡସେଙ୍କୁ…

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ଗୋଡସେ ଦେଶଭକ୍ତ ଥିଲେ’

ଡେରାଡୁନ,୮।୮:ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସେ ଗୋଡସେଙ୍କୁ ଦେଶପ୍ରେମୀ ବୋଲି କହିଛନ୍ତି। ଏଥିସହ ସେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ…

‘ଉତ୍ତର ପ୍ରଦେଶ ପୋଲିସ ହେପାଜତରେ ୪୧ ଜଣଙ୍କର ହୋଇଛି ମୃତ୍ୟୁ’, କେନ୍ଦ୍ରକୁ ପୁଣି ପ୍ରଶ୍ନ କଲେ କପିଲ ସିବଲ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆଙ୍କ ହତ୍ୟା ପରେ ଏବେ ଉତ୍ତର ପ୍ରଦେଶର ଲକ୍ଷ୍ନୌ କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ଏହାର ସ୍ବର ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଶୁଣାଯାଉଛି। ଲକ୍ଷ୍ନୌରେ ଜିଭା…

ଦୈନିକ ସଂକ୍ରମଣ ୧୯୯…

ନୂଆଦିଲ୍ଲୀ, ୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

କର୍ନାଟକରେ ବଜରଙ୍ଗ ବାଲୀ କଲେନି ସହାୟତା, ଏବେ ମହାରାଷ୍ଟ୍ରରେ ଔରେଙ୍ଗଜେବ ଉପରେ ଭରସା: ଭାଜପାକୁ ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୮।୬ : ମହାରାଷ୍ଟ୍ରର ଔରଙ୍ଗଜେବକୁ ନେଇ ଦୁଇଟି ଜିଲାରେ ଉତ୍ତେଜନା ଦେଖାଦେଇଛି। ପ୍ରଥମ ଘଟଣା କୋଲହାପୁରରେ ଘଟିଥିଲା ଯେଉଁଠାରେ ମଙ୍ଗଳବାର କିଛି ଯୁବକ ସୋସିଆଲ ମିଡିଆରେ ଔରଙ୍ଗଜେବଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ବୁଧବାର ଏହାକୁ ବିରୋଧ କରାଯାଇଥିବା ଏକ ପ୍ରତିବାଦ ବେଳେ…

ଲିଭ୍‌ ଇନରେ ରହିବାର କରୁଣ ପରିଣତି: ହତ୍ୟା ପରେ ମୃତଦେହକୁ ଆରିରେ କାଟି ପ୍ରେସର କୁକରରେ ସିଝାଇଲେ…

ମୁମ୍ବାଇ,୮।୬ : ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ଜଣେ ମହିଳାଙ୍କୁ ଅତି…

କୋହ୍ଲାପୁର ହିଂସାରେ ୩୬ ଗିରଫ, ସହରରେ ଇଣ୍ଟରନେଟ ବନ୍ଦ, ଧାରା ୧୪୪ ଲାଗୁ

କୋହ୍ଲାପୁର,୮।୬: ମହାରାଷ୍ଟ୍ରର କୋହ୍ଲାପୁରରେ ହୋଇଥିବା ହିଂସା ପରେ ପୋଲିସ ଆକ୍ସନକୁ ଆସି ଯାଇଛି। ହିଂସା ପରେ ସେଠାରେ ପୋଲିସ ୩୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ ନାବାଳକ ରହିଛନ୍ତି। ହିଂସାକୁ ନେଇ ଯେମିତି କୌଣସି ଭୁଲ ତଥ୍ୟ ପ୍ରଚାର…

ବିଶ୍ୱ ମହାସାଗର ଦିବସରେ ଚେନ୍ନାଇ ସମୁଦ୍ର କୂଳ ସଫା କଲେ କିରେନ ରିଜିଜୁ…

ଚେନ୍ନାଇ,୮।୬ : ବିଶ୍ୱ ମହାସାଗର ଦିବସରେ ଚେନ୍ନାଇର ବେସନ୍ତ ନଗର ବେଳାଭୂମିର ସଫେଇ କାର୍ଯ୍ୟରେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ ଅଂଶଗ୍ରହଣ କରିଥିଲେ। ସେ ପରିମଳ କର୍ମଚାରୀଙ୍କ ସହ ସମୁଦ୍ର କୂଳ ମଧ୍ୟ ସଫା କରିଥିଲେ। ସ୍ବଚ୍ଛତା ଅଭିଯାନ…

ପ୍ରଚାର ମଇଦାନକୁ ଯିବେ ନିର୍ବାଚନ ଲଢ଼ି ନ ଥିବା ଜୟଶଙ୍କର, ବଖାଣିବେ ୯ ବର୍ଷର ଉପଲବ୍ଧି…

ନୂଆଦିଲ୍ଲୀ,୮।୬ : ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଭାଜପା ଏକ ମାସର ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ, ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ବିଷୟରେ ଲୋକଙ୍କୁ ସୂଚନା ଦିଆଯାଉଛି।…

ଆରବିଆଇ ମୁଦ୍ରା ନୀତି ଜୁନ ୨୦୨୩: ଋଣ , ଇଏମଆଇ ବୋଝରୁ ମୁକ୍ତି, ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୮।୬ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ନୂଆ ମୁଦ୍ରା ନୀତି ଘୋଷଣା କରିଛନ୍ତି। ଜୁନ ୬ ରୁ ୮ ପର୍ଯ୍ୟନ୍ତ ଚାଲିଥିବା ଆରବିଆଇର ମୁଦ୍ରା ନୀତି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?