ଜାତୀୟ

ମୋ ସ୍ବାମୀଙ୍କ ଉପରେ ଘୃଣାଭାବ ରଖିଛନ୍ତି ଆନ୍ନାମଲାଇ: ସେନ୍ଥଲ ବାଲାଜୀଙ୍କ ସ୍ତ୍ରୀଙ୍କ ଅଭିଯୋଗ…

ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଭାଜପା ମୁଖ୍ୟ ଏନ ଅନାମଲାଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଘୃଣାଭାବ ରଖିଛନ୍ତି॥ ଏକ ବିବୃତ୍ତିରେ…

ଭାଜପାର ଶେଷ ପାଣ୍ଡବ ରାଜ୍ୟସଭା ଏମପି ହରଦ୍ୱାର ଦୁବେଙ୍କ ପରଲୋକ…

ଭୋପାଳ,୨୬।୬ : ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ହରଦ୍ୱାର ଦୁବେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦଳ ଏବଂ ପରିଚିତ ଲୋକମାନଙ୍କ ମଧ୍ୟରେ ଶୋକର…

ଜମ୍ମୁ-କଶ୍ମୀରର ୬ଟି ସ୍ଥାନରେ ଏନଆଇଏ ରେଡ

ଶ୍ରୀନଗର,୨୬।୬: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)ସୋମବାର ଘାଟିରେ ପ୍ରାୟ ଅଧା ଡଜନ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ସମ୍ପର୍କିତ ଏକ ମାମଲାର ଯାଞ୍ଚ ଆଧାରରେ ଏହି ଚଢାଉ କରାଯାଇଛି। ସୋମବାର ସକାଳେ ଏଜେନ୍ସିର ଟିମ ସୁରକ୍ଷାକର୍ମୀଙ୍କ ସହ…

ବିଦେଶରୁ ଫେରି ମୋଦିଙ୍କ ପ୍ରଶ୍ନ, ଦେଶରେ କ’ଣ ଚାଲିଛି…

ନୂଆଦିଲ୍ଲୀ,୨୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଳମ୍ବିତ ରାତିରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନଙ୍କୁ ଭାରତରେ କ’ଣ ଚାଲିଛି ବୋଲି…

ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍‌ଓ କଲ୍‌ ମିସ୍‌ କରିଥିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍‌ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ହରାଇଥିଲେ ବୋଲି ସାମ୍ବାଦିକ କସ୍ତୁରୀ ରାୟଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ଦ୍ରୌପଦୀ ମୁର୍ମୁ:…

ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଝାଡ଼ଖଣ୍ଡ ଆଦିବାସୀ

ରାଞ୍ଚି, ୨୫ା୬(ପି.ଟି.) : ଦେଶର ଆଦିବାସୀମାନଙ୍କ ପରିଚୟ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବା ଏକକ ଦଓ୍ବୋନି ସଂହିତା (ୟୁସିସି) ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆଇନ କମିଶନଙ୍କୁ ନିବେଦନ କରିବେ ଝାଡ଼ଖଣ୍ଡର ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ। ୟୁସିସି…

ପାକିସ୍ତାନକୁ ସହାୟତା ଦେଉଛି ଚାଇନା

ନୂଆଦିଲ୍ଲୀ, ୨୬ା୬ : ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଲାଗି ପାକିସ୍ତାନକୁ ଚାଇନା ସହାୟତା ଯୋଗାଇ ଦେଇଆସୁଛି। ସୀମାରେ ଯୋଗାଯୋଗ ଟାଓ୍ବାର ନିର୍ମାଣ, ଭୂତଳ କେବୁଲ ବିଛାଇବାରେ ଚାଇନା ସହାୟତା କରିବା ସହ ଡ୍ରୋନ୍‌ ଏବଂ ଲଢ଼ୁଆ…

୨ ମାଲବାହୀ ଟ୍ରେନ୍‌ ଧକ୍କା: ୧୨ ବଗି ଲାଇନଚ୍ୟୁତ

ବାଙ୍କୁରା, ୨୬ା୬ : ପଶ୍ଚିମବଙ୍ଗର ବାଙ୍କୁରା ନିକଟ ଓଣ୍ଡା ଷ୍ଟେଶନରେ ରବିବାର ଭୋର ସମୟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଷ୍ଟେଶନରେ ଗୋଟିଏ ଟ୍ରେନ୍‌ ଛିଡ଼ାହୋଇଥିବାବେଳେ ଅନ୍ୟଟି ତାକୁ ପଛରୁ ପିଟିଥିଲା। ଦୁର୍ଘଟଣାରେ…

୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କଲା ସେନା

ଇମ୍ଫାଲ, ୨୬ା୬ : ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ମେଇତି ଉଗ୍ରପନ୍ଥୀ ସଂଗଠନ କଙ୍ଗଲେଇ ୟାଓ୍ବଲ କାନ୍ନା ଲୁପ୍‌ (କଓ୍ବୋଇକେଏଲ୍‌)ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ସଂଗଠନ ୨୦୧୫ର ୬ ଡୋଗ୍ରା ୟୁନିଟ୍‌ ଉପରେ…

୨୩,୦୦୦ କୋଟିର ଟିକସ ଠକେଇ

କୋଲକାତା/ଜୟପୁର,୨୬ା୬: ଭାରତର ଅନ୍ୟତମ ବୃହତ୍‌ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ‘ଶ୍ରୀ ସିମେଣ୍ଟ’ କିଛିଦିନ ହେଲା ଏକ ଭୁଲ୍‌ କାରଣକୁ ନେଇ ଚର୍ଚ୍ଚାରେ ରହିଛି। କୋଲକାତାରେ ମୁଖ୍ୟାଳୟ ଥିବା ଏହି କମ୍ପାନୀ ବିରୋଧରେ ୨୩,୦୦୦ କୋଟି ଟଙ୍କା ଟିକସ ଠକେଇର ସାଂଘାତିକ ଅଭିଯୋଗ…

ଗଞ୍ଜେଇ ଚାଷ କରୁଥିବା ୫ ଡାକ୍ତରୀ ଛାତ୍ର ଗିରଫ

ଶିବମୋଗା, ୨୬ା୬ : କର୍ନାଟକର ଶିବମୋଗାରେ ଗଞ୍ଜେଇ ଚାଷ କରିବା ସହ ଚୋରା କାରବାର କରିବା ଅଭିଯୋଗରେ ୫ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଭଡ଼ାଘରେ ରହୁଥିଲେ। ସେମାନେ ଘର ଭିତରେ ଗଞ୍ଜେଇ…

କୁସ୍ତି ମହାସଂଘ ନିର୍ବାଚନ ସ୍ଥଗିତ

ଗୁଆହାଟୀ/ନୂଆଦିଲ୍ଲୀ,୨୬ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ନାହିଁ। ଆସାମ କୁସ୍ତି ସଂଘ (ଏଡବ୍ଲ୍ୟୁଏ) ପକ୍ଷରୁ ଦାଖଲ ଏକ ଆବେଦନକ୍ରମେ ରବିବାର ଗୁଆହାଟୀ ହାଇକୋର୍ଟ ଏହି ବହୁପ୍ରତୀକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?