ଜାତୀୟ

ଆଶାରାମ ବାପୁଙ୍କ ଉପରେ ଲାଗୁ ହେବ ୬୫ବର୍ଷ ପୁରୁଣା ପେ ରୋଲ ଆଇନ୍‌

ଜୟପୁର,୧୧।୭: ଆଶରାମ ବାପୁଙ୍କ ପେ ରୋଲକୁ ୬୫ବର୍ଷ ପୁରୁଣା ଆଇନ ଅନୁଯାୟୀ ବିଚାର କରାଯିବ। ବଳାତ୍କାର ମାମଲାରେ ଯୋଧପୁର ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶରାମ ୨୦ ଦିନ ପାଇଁ ପେ ରୋଲ ମାଗିଛନ୍ତି। କିନ୍ତୁ ଜିଲ୍ଲା ପରାମର୍ଶଦାତା ପେ ରୋଲ…

ଇଡ଼ିର କାମ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିବା, ପୋଲିସ ହେପାଜତ ଦାବି କରିବା ନୁହେଁ: ସିବଲ…

ଚେନ୍ନାଇ,୧୧।୭ : ତାମିଲନାଡୁର ସରକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀଙ୍କ ତରଫରୁ ମାଡ୍ରାସ ହାଇକୋର୍ଟରେ ଏକ ହାବିସ କର୍ପସ ଆବେଦନ କରାଯାଇଛି। ମଙ୍ଗଳବାର ଦିନ ଏହି ପିଟିଶନର ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି, ଏନଫୋର୍ସମେଣ୍ଟ…

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲିୟମ କମ୍ପାନୀ ୨ କିଲୋଗ୍ରାମ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର…

ଉଦ୍ଧବ ଠାକରେ ପୁରୁଷତ୍ୱ ପାଇଁ ଏକ କଳଙ୍କ: ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରର ଭାଜପା ବିଧାୟକ ନୀତେଶ ରାଣେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଉଦ୍ଧବ ଠାକରେଙ୍କୁ ନପୁଂସକମାନଙ୍କର ନେତା ବୋଲି କହିଛନ୍ତି। ଉଦ୍ଧବ ତାଙ୍କ ପିତା ବାଲାସାହେବ ଠାକରେଙ୍କୁ ତାଙ୍କର ଶେଷ…

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ,…

ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ସଫଳତା : ୧୫ ବର୍ଷରେ ୪୧ କୋଟିରୁ ଅଧିକ ଦାରିଦ୍ର୍ୟ ରେଖାରୁ ବାହାର…

ନୂଆଦିଲ୍ଲୀ,୧୧।୭ : ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ପ୍ରମୁଖ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ୍ୟ ସୀମାରୁ ବାହାରି ଆସିଛନ୍ତି। ମିଳିତ…

ଭାରତ ବିବିଧତାର ଭୂମି, ଇସଲାମ ଦେଶର ଧାର୍ମିକ ଗୋଷ୍ଠୀ ମଧ୍ୟରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି…

ନୂଆଦିଲ୍ଲୀ,୧୧।୭ : ମଙ୍ଗଳବାର ଦିନ ଭାରତ ଇସଲାମିକ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସୁଥିବା ମୁସଲିମ ୱାଲର୍‌ଡ ଲିଗର ସେକ୍ରେଟେରୀ ଜେନେରାଲ ଶେଖ ଡ.…

କୁକି ଜନଜାତିଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ ଦାବି: ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମଣିପୁର ଆଦିବାସୀ ଫୋରମର ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। କୁକି ଜନଜାତିର ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ କରିବାକୁ ଫୋରମ ନିର୍ଦ୍ଦେଶ ମାଗିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସେନା ଏବଂ ସାମରିକ ବାହିନୀକୁ କୋର୍ଟ ଏପରି…

ମମତା ଜଣେ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ: ଭାଜପା…

ନୂଆଦିଲ୍ଲୀ,୧୧।୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବିଭିନ୍ନ ଜିଲାରେ ହିଂସା ମଧ୍ୟରେ ଶେଷ ହୋଇଛି। ହିଂସାକୁ ନେଇ ଭାଜପା ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପା ନିର୍ଦ୍ଦୟ ବୋଲି କହିଛି। ମଙ୍ଗଳବାର ଭାଜପା କହିଛି ଏହି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଟିଏମସିମ ୮୨୩୨- ଭାଜପା ୧୭୧୪ ଆସନରେ ବିଜୟୀ…

କୋଲକାତା,୧୧।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣନା ଅନୁସାରେ ଟିଏମସି ୮୨୩୨ ଆସନରେ ବିଜୟୀ ହୋଇଥିବା ଭାଜପା ୧୭୧୪ ଆସନରେ ବିଜୟୀ ହୋଇଛି। ଅନ୍ୟ ଆସନ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ବଢ଼ିଲା: ଜୁଲାଇ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ କେନ୍ଦ୍ର ସରକାର ମଧ୍ୟ ଏହାର ଘରଭଡ଼ା ହାରକୁ ସଂଶୋଧନ କରିଛନ୍ତି । ଜୁଲାଇ ୧…

ଉଦ୍ଧବଙ୍କୁ ଭାଜପା ନେତାଙ୍କ ଧମକ, ଯଦି ପୁଣି ଫଡନ୍‌ଭିସ-ଶାହାଙ୍କୁ ଅପମାନିତ କରାଯାଏ, ତେବେ…

ମୁମ୍ବାଇ,୧୧।୭: ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମିଳିଲା ଧମକ। ଭାଜପା ନେତା ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି, ଯଦି ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅପମାନ କରିବା ଜାରି ରଖନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?