ବାଚସ୍ପତିଙ୍କ ନିଷ୍ପତ୍ତି ନେବା ସମୟ ସୀମା ଧାର୍ଯ୍ୟ କରି ପାରିବେ ନାହିଁ କୋର୍ଟ: ରାହୁଲ ନାର୍ଭେକର…
ମୁମ୍ବାଇ,୧୧।୭ : ଶିବସେନା (ୟୁବିଟି) ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିବାର କିଛି ଦିନ ପରେ ରାହୁଲ ନାର୍ଭେକର କହିଛନ୍ତି ବାଚସ୍ପତି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ…
ଭାରତ ପାଇଁ ଖୁସି ଖବର, ୟୁଏନଡିପି ରିପୋର୍ଟ: ଭାରତରେ କମିଛି ଗରିବୀ
ଓ୍ବାଶିଂଟନ୍,ନୂଆଦିଲ୍ଲୀ,୧୧।୭: ଭାରତ ପାଇଁ ଖୁସି ଖବର। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା ରେଖାରୁୁ…
କୁକୁରଙ୍କୁ ମିଳିବ ଭରଣପୋଷଣ: କୋର୍ଟଙ୍କ ନିର୍ଦ୍ଦେଶ…
ମୁମ୍ବାଇ,୧୧।୭ : ଏକ ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ,…
ଦେଶର ରାଜନୀତି ଆଇପିଏଲ ଭଳି, କିଏ କେଉଁ ପ୍ରକାର ଖେଳୁଛି ଜଣାପଡୁନାହିଁ: ଉଦ୍ଧବ
ମୁମ୍ବାଇ, ୧୧।୭: ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ଭିସଙ୍କୁ ‘କଳଙ୍କ’ କହିବାକୁ ନେଇ ମହାରାଷ୍ଟ୍ରର ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ଦଳର କର୍ମୀମାନେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ…
ରାଷ୍ଟ୍ରୀୟ ମହାସଚିବ ହେବେ ସଚିନ ପାଇଲଟ
ଜୟପୁର,୧୧।୭: ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିବାଦ ଉପରେ ବିରାମ ଲଗାଇବା ପାଇଁ କଂଗ୍ରେସ ପ୍ରସ୍ତୁତ କରୁଛି। ଦଳ ହାଇକମାଣ୍ଡ ଏବେ ସଚିନ ପାଇଲଟଙ୍କୁ ନ୍ୟାଶନାଲ ଲିଡରସିପ୍ରେ ସକ୍ରିୟ…
ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ: କେନ୍ଦ୍ରକୁ ଝଟକା ଦେଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୧।୭ : ତୃତୀୟ ଥର ପାଇଁ ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ। ସୁପ୍ରିମ୍କୋର୍ଟ ଏଭଳି ରାୟ ଦେଇଛନ୍ତି। ଫଳରେ କେନ୍ଦ୍ରକୁ ବଡ଼ ଝଟକା ଲାଗିଛି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଏହି ପଦବୀରେ…
ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ: ଏମ୍ପିର ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଡେରାଡୁନ,୧୧।୭: ଉତ୍ତରଖଣ୍ଡର ଉତ୍ତରକାଶୀ ଜିଲାର ଭଟଓ୍ବାଡି ଅଞ୍ଚଳର ଗଙ୍ଗୋତ୍ରୀରେ ପ୍ରବଳ ବର୍ଷା ମଧ୍ୟରେ ଘଟିଥିବା ଭୂସ୍ଖଳନରେ ୩ଟି ଯାନ ପୋତି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ମଧ୍ୟପ୍ରଦେଶର ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଭଟୱାଡିର ସବ-କଲେକ୍ଟର ଚତର ସିଂ…
ପାଗକୁ ଦେଖି ଯାତ୍ରା କର, ଚାରିଧାମ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ଧାମି କଲେ ଅପିଲ
ଡେରାଡୁନ,୧୧।୭: ଉତ୍ତରାଖଣ୍ଡରେ ପ୍ରବଳ ମୌସୁମୀ ବର୍ଷା ହେତୁ ବନ୍ୟା ଆଶଙ୍କା କରାଯାଉଛି। ନଦୀରେ ଜଳ ନିଷ୍କାସନ ଚାଲିଛି, ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ସମେତ ୧୧ ଟି ଜିଲାରେ ବର୍ଷା ସତର୍କ ସୂଚନା ଜାରି…
ଟମାଟର-ଲଙ୍କା ମାଳ ପିନ୍ଧି ବିଧାନସଭାରେ ପହଞ୍ଚିରେ କଂଗ୍ରେସ ବିଧାୟିକା
ଭୋପାଳ,୧୧।୭: ଦେଶରେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପନିପରିବା ଦର ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟିକା ଏକ ଅଜବ ପନ୍ଥା ଆପଣାଇଛନ୍ତି। ସେ ବେକରେ ଟମାଟର-ଲଙ୍କା ମାଳ…
ପୁଣି ମହାରାଷ୍ଟ୍ରରେ ରାଜନୀତି ସରଗରମ: ଉଦ୍ଧବ ଠାକରେଙ୍କ ଯୋଗାଯୋଗରେ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ
ପୁନେ,୧୧।୭: ମହାରାଷ୍ଟ୍ର ରାଜନୀତି ସରଗରମ ପରେ ଏବେ ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କ୍ୟାବିନେଟ ବିସ୍ତାର ହୋଇପାରେ ବୋଲି…
ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବେ ତାମିଲନାଡୁ ସରକାର
ଚେନ୍ନାଇ,୧୧।୭: ତାମିଲନାଡୁର ଷ୍ଟାଲିନ ସରକାର ମହିଳାମାନଙ୍କ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ସମସ୍ତ ପ୍ରକାରର ସୂଚନା ଶେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଏହି ଯୋଜନା ଅଧୀନରେ କିଏ ଲାଭ ଉଠାଇ ପାରିବେ ଏବଂ ପରିବାରର…
୧୦ ଆସନ ହାତେଇଲା ଟିଏମସି
କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତ୍ରୁଣ ମୂଳ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଦଳ ୬୦୧ ଆସନରେ ଆଗରେ ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ୧୩୦ ଆସନରେ ଆଗରେ ରହିଛି। ସେହିପରି ସିପିଆଇ…

