ଜାତୀୟ

କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ? ମୁଖ୍ୟମନ୍ତ୍ରୀ ଶିନ୍ଦେ ଦେଲେ ସୂଚନା

ମୁମ୍ବାଇ,୧୨।୭: ମହାରାଷ୍ଟ୍ର ସରକାରରେ ଏନସିପି ବିଧାୟକଙ୍କୁ ସାମିଲ କରାଯିବା ପରେ ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାରଙ୍କ ସହ ବିଳମ୍ବିତ ରାତିରେ ସାକ୍ଷାତ କରିଥିଲେ ଏବଂ ଏହା ପରେ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୩୦,୦୦୦ ଆସନରେ ଟିଏମ୍‌ସିର ବିଜୟ; ୧,୭୬୭ରେ ଆଗୁଆ

କୋଲକାତା,୧୨।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଛି। ରାଜ୍ୟରେ ଜିଲା ପରିଷଦର ୯୨୮ ଆସନ, ପଞ୍ଚାୟତ ସମିତିର ୯୭୩୦ ଆସନ ଏବଂ ଗ୍ରାମ ପଞ୍ଚାୟତର ୬୩,୨୨୯ ଆସନରେ ଭୋଟ ଗଣତି ଚାଲିଛି। ଏଥିରେ ଟିଏମ୍‌ସି ବହୁ ଆଗରେ ଚାଲିଥିବା…

କେଏନ୍‌ପିରେ ଆଖି ବୁଜିଲା ତେଜସ୍‌

ଭୋପାଳ,୧୨।୭: ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ମଙ୍ଗଳବାରା ତେଜସର ମୃତ୍ୟୁ ଘଟିଛି। ସକାଳ ୧୧ଟାବେଳେ ମନିଟରିଂ ଟିମ୍‌ ତେଜସର ଗଳାରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ପାଲପୁର ହେଡ୍‌କ୍ୱାର୍ଟର୍ସରେ ଥିବା ଭେଟେରିନାରି…

ଅନ୍‌ଲାଇନ୍‌ ଗେମିଂରେ ଲାଗିବ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୧୨ା୭: ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସିଂରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ପାଇଁ ମଙ୍ଗଳବାର ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସିନେପ୍ଲେକ୍ସ ଭିତରେ ଥିବା ରେଷ୍ଟୁରାଣ୍ଟରେ ଜିଏସ୍‌ଟି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍‌ସି ୧୬,୩୩୦ ଆସନରେ…

୧୦ ବର୍ଷ ପରେ ପ୍ରକୃତି ଦୋହରାଇଲା ସମାନ ଘଟଣା: ଜଳ ପ୍ରଳୟ ମଧ୍ୟରେ ମହାଦେବ ସୁରକ୍ଷିତ…

ଡେରାଡୁନ,୧୧।୭ : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି। ୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ ନଦୀ…

ଅଭିଯୋଗ ସମାଧାନରେ ୟୁପି ଶୀର୍ଷରେ, ଉତ୍ତର ପୂର୍ବରେ ସିକ୍କିମ ଆଗୁଆ…

ନୂଆଦିଲ୍ଲୀ,୧୧।୭ : ଜନସାଧାରଣଙ୍କ ଅଭିଯୋଗର ସମାଧାନ ସମ୍ପର୍କରେ କେନ୍ଦ୍ର ସରକାର ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରିଛନ୍ତି ଯେଉଁଥିରେ ସିକ୍କିମ ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଶୀର୍ଷରେ ଥିବାବେଳେ ଉତ୍ତରପ୍ରଦେଶ ବୃହତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ସିକ୍କିମ ଜାନୁୟାରୀରୁ…

ଗାନ୍ଧୀ ପରିବାର ଆୟକର ମାମଲା: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ ସୋନିଆ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୧।୭ : ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ…

ପୁଣି ଗୋଟିଏ ମଞ୍ଚରେ ଦେଖାଦେବେ ଶରଦ ପାଓ୍ବାର-ଅଜିତ…

ମୁମ୍ବାଇ,୧୧।୭ : ଏନସିପିରେ ବିଭାଜନ ପରେ ପରସ୍ପର ବିରୋଧରେ ଫ୍ରଣ୍ଟ ଖୋଲିଥିବା ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ପୁଣି ଥରେ ସମାନ ମଞ୍ଚରେ ଦେଖିବାକୁ ମିଳିବ। ଅଗଷ୍ଟ ୧ ରେ ପୁଣେରେ ଲୋକମାନ୍ୟ ତିଲକ ମେମୋରିଆଲ ମନ୍ଦିର ଟ୍ରଷ୍ଟ ଦ୍ୱାରା…

ବିହାରରେ ନୀତିଶଙ୍କୁ ଘେରିବାକୁ ଭାଜପାର ରଣନୀତି, ଏହି ନେତାଙ୍କୁ ଭେଟିଲେ ଅମିତ ଶାହା

ପାଟନା,୧୧।୭: ୨୪ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଦେଶର ବିଭିନ୍ନ ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ସହ ଘନଘନ ବୈଠକ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେପଟେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ମହାରାଷ୍ଟ୍ର…

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ସମସ୍ତ ଦାନର ଅଧାରୁ ଅଧିକ ନିର୍ବାଚନ ବଣ୍ଡ ମାଧ୍ୟମରେ ହୋଇଥିଲା ଏବଂ…

ସିମ୍ବଲ ଲୋଣ୍ଡିଂ ପ୍ରକ୍ରିୟାରେ ନୂଆ ବୈଶିଷ୍ଟ୍ୟ ଆଣିବେ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ,୧୧।୭ : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ନିର୍ବାଚନ ଆୟୋଗ କାଗଜ ଟ୍ରେଲ ମେସିନର ସିମ୍ବଲ ଲୋଡିଂ ପ୍ରକ୍ରିୟାରେ ଏକ ନୂତନ ବୈଶିଷ୍ଟ୍ୟ ଆଣିଛନ୍ତି। ଆଇନ ମନ୍ତ୍ରଣାଳୟର ଦଲିଲ ଅନୁଯାୟୀ, ନୂତନ ବୈଶିଷ୍ଟ୍ୟରେ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?