ଜାତୀୟ

୧୦ ଆସନ ହାତେଇଲା ଟିଏମସି

କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତ୍ରୁଣ ମୂଳ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଦଳ ୬୦୧ ଆସନରେ ଆଗରେ ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ୧୩୦ ଆସନରେ ଆଗରେ ରହିଛି। ସେହିପରି ସିପିଆଇ…

ପଶ୍ଚିମବଙ୍ଗ ହିଂସାକୁ ନେଇ କଡା ଚେତାବନୀ ଦେଲେ ରାଜ୍ୟପାଳ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ଏଠାରେ ଜୁଲାଇ ୮ରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା। ସେଥିରେ ପ୍ରାୟ ୫.୬୭ କୋଟି ଭୋଟର ୭୩,୮୮୭ ଟି ଆସନ ପାଇଁ ଭୋଟ ଦେଇଛନ୍ତି। ଏହି…

ଛଗନ ଭୁଜବଲଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ, ୧୧।୭: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଉତ୍ତେଜନା କମିଯିବା ମାତ୍ରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜ୍ୟର ନବନିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଲଙ୍କୁ ହତ୍ୟା ଧମକ ମିଳିଛି। କୁହାଯାଉଛି ଯେ ଛଗନ ଭୁଜବଲ ଏକ କାର୍ଯ୍ୟକ୍ରମରେ ଯୋଗଦେବା…

୫ ମିନିଟ୍‌ରେ ଏୟାର ମନିଟର ଚିହ୍ନଟ କରିବ କୋଭିଡ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୧ା୭: ଗବେଷକମାନେ ଏକ ରିଅଲ-ଟାଇମ୍‌ ଏୟାର ମନିଟର ବିକଶିତ କରିଛନ୍ତି। ଏହା ଗୃହ ମଧ୍ୟରେ ୫ ମିନିଟ୍‌ରେ କୋଭିଡ୍‌ ଭୂତାଣୁର କୌଣସି ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଆମେରିକା ସେଣ୍ଟ ଲୁଇସ୍‌ରେ ଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଗବେଶକମାନେ ବିକଶିତ ଏରୋସୋଲ୍‌ ସାମ୍ପଲିଂ ଟେକ୍‌ନୋଲୋଜି…

ଧାରା ୩୭୦ ଉଚ୍ଛେଦ ଉପରେ ୨ ଅଗଷ୍ଟରେ ହେବ ଶୁଣାଣି, ସବୁ ପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦର ୨୩ଟି ପିଟିଶନର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଗଷ୍ଟ ୨ରେ ଧାରା ୩୭୦ ଉଚ୍ଛେଦ ଉପରେ ଶୁଣାଣି ହେବ। ତେବେ ୨୭ ଜୁଲାଇ ସୁଦ୍ଧା ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ…

ଡାଇମଣ୍ଡ ହାର୍ବର ଭୋଟିଂ ସେଣ୍ଟର ସାମ୍ନାରେ ଫୁଟିଲା ବୋମା, ପ୍ରଥମ ପର୍ଯ୍ୟାୟ ଗଣତିରେ ସବୁଠି ଟିଏମସି ଆଗରେ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର କାଉଣ୍ଟିଂ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଏବେ ଏହା ଜାରି ରହିଥିବା ବେଳେ ଡାଇମଣ୍ଡ ହାର୍ବରରେ ଫକିରଚନ୍ଦ କଲେଜ ସାମ୍ନାରେ ବୋମା ପଡିଥିବା ଖବର ମିଳିଛି। ଏବେ ସେଠାରେ କାଉଣ୍ଟିଂ ଜାରି ରହିଛି। ଏପଟେ…

ହସ୍ପିଟାଲରେ ଭର୍ତ୍ତି ହେଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ,୧୧।୭: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସୋମବାର ବିଳମ୍ବିତ ରାତିରେ ବଠିଣ୍ଡା ଜେଲରୁ ଫରିଦକୋଟସ୍ଥିତ ଗୁରୁ ଗୋବିନ୍ଦ ସିଂ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଷ୍ଣୋଇଙ୍କ ପେଟରେ ଇନଫେକ୍ସନ ହୋଇଯାଇଥିବା ଜଣାପଡିଛି। ଲରେନ୍ସ ବିଷ୍ଣୋଇ ଓକିଲ ଦାବି କରିଛନ୍ତି ଯେ,ବିଷ୍ଣୋଇଙ୍କର ଦେହରେ…

ବିବାହ ସମାରୋହକୁ ଯାଉଥିବାବେଳେ ଅଘଟଣ: ଚାଲିଗଲା ୭ ଜୀବନ

ଅମରାବତୀ,୧୧।୭: ଆନ୍ଧ୍ରପ୍ରଦେଶର ପ୍ରକାଶ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବିବାହ ସମାରୋହକୁ ଯାଉଥିବା ଏକ ଭୋର ସମୟରେ ଏକ କେନାଲକୁ ଖସିପଡିଥିଲା। ଏହି ଘଟଣାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।…

ଭୋଟ ଗଣତି ସମୟରେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଭାଜପା-ଟିଏମସି କର୍ମୀ ମୁହାଁମୁହିଁ

କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଗଣତି ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି। ଦିନହାଟାରେ ଷ୍ଟ୍ରଙ୍ଗ ରୁମ ସାମ୍ନାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଲଦାରେ ବି ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ତେବେ ଉତ୍ତେଜନା…

ଚନ୍ଦ୍ରୟାନ-୩ ଲଞ୍ଚ ବେଳେ ପ୍ରଧାନମନ୍ତ୍ରୀ ହେବେ ସାମିଲ? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୧୧।୭: ଭାରତୀୟ ଅନୁସନ୍ଧାନ ମହାକାଶ ସଂଗଠନ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଜୁଲାଇ ୧୪ରେ ଚାରି ବର୍ଷ ପରେ ଇସ୍ରୋ ପୁନର୍ବାର ଏହାର ଯାନକୁ ମହାକାଶକୁ ପଠାଇବ। ଏହି ମିଶନର ଶୁଭାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…

ଫଡନଭିସଙ୍କୁ ‘କଳଙ୍କ’ କହିବାରୁ ଉଦ୍ଧବ ଠାକରେଙ୍କୁ ଉପଦେଶ ଦେଲେ ଗଡକରୀ

ନୂଆଦିଲ୍ଲୀ,୧୧।୭: ଶିବସେନା(ଉଦ୍ଧବ-ବାଲାସାହେବ)ର ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କରିଥିବା ଟିପ୍ପଣିକୁ ନେଇ ରାଗି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।ସୋମବାର ଉଦ୍ଦବ ଠାକରେ ଫଡନଭିସଙ୍କ ଉଦ୍ଦେଶ୍ୟରେ ଯେଉଁ ‘କଳଙ୍କ’ ଶବ୍ଦ ବ୍ୟବହାର କରିଥିଲେ ତାକୁ ନେଇ ଗଡକରୀ…

ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଅଜିତ ପାଓ୍ବାର, ଦେବେନ୍ଦ୍ର ଫଡନଭିସ

ମୁମ୍ବାଇ,୧୧।୭: ବର୍ଷା ନିବାସରେ ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ଉପସ୍ଥିତ ଥିଲେ। ତେବେ ଦେବେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?