ପ୍ରାଣଘାତି ସାଜିଛି ହିଟ ଓ୍ବେଭ! ତିନି ରାଜ୍ୟରେ ୧୦୦ରୁ ଅଧିକ ମୃତ୍ୟୁ, ଡରାଉଛି ୟୁପିର ସଂଖ୍ୟା
ନୂଆଦିଲ୍ଲୀ,୧୯।୬: ଜଳୁଛି ଉତ୍ତର ଭାରତ। ଦେଶର ଅଧିକାଂଶ ସ୍ଥାନରେ ଏବେ ହିଟ ଓ୍ବେଭ ପ୍ରାଣଘାତି ହୋଇଯାଇଛି। ସକାଳ ୭ଟା ପରଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି। ଏବେ କିଛିଦିନ ହେବ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାର ଗ୍ରୀଷ୍ମ ପ୍ରବାହ…
ବସୁନ୍ଧରାଙ୍କୁ ଭଉଣୀ କରିଛନ୍ତି ଗେହଲଟ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ବନ୍ଦ: କେଜରିଓ୍ବାଲ…
ଜୟପୁର,୧୯।୬ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି ମିଶନ ରାଜସ୍ଥାନ ଅନ୍ତର୍ଗତ ନିର୍ବାଚନ ପ୍ରଚାର ଆରମ୍ଭ କରିଛି।…
ସଞ୍ଜୟ ଭାବୁଥିଲେ ଏମଭିଏ ମେଣ୍ଟ ୨୫ ବର୍ଷ ଚାଲିଥାନ୍ତା: ଅଜିତ ପାଓ୍ବାର…
ମୁମ୍ବାଇ,୧୯।୬ : ମହା ବିକାଶ ଆଗାଡି (ଏମଭିଏ) ରେ ସବୁକିଛି ଠିକ ଚାଲିନାହିଁ। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଫଳରେ ମେଣ୍ଟର…
ଉଦ୍ଧବ ଖାଆନ୍ତୁ ମାଛ: ନାରାୟଣ ରାଣେଙ୍କ ପରାମର୍ଶ…
ମୁମ୍ବାଇ,୧୯।୬ : ମାଛ ଖାଇବାକୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ରାଣେ କହିଛନ୍ତି। ମରାଠୀ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଏକ…
ରାହୁଲଙ୍କୁ ୫୩ ବର୍ଷ…
ନୂଆଦିଲ୍ଲୀ,୧୯।୬ : ସୋମବାର କଂଗ୍ରେସ ଦଳର ଏକ ବଡ ଚେହେରା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ। ତାଙ୍କୁ ୫୩ ବର୍ଷ ପୂରଣ ହୋଇଛି। ରାହୁଲ ଗାନ୍ଧୀ ୧୯୭୦ ମସିହାରେ ଜୁନ୍ ୧୯ରେ ଜନ୍ମ ହୋଇଥିଲେ। ୪ ଥର ଏମପି ହେବା ପରେ ଏବେ…
କ୍ଷମତା ନିଶାରେ ଗୁରୁଦ୍ୱାରା ସହ ଲଢ଼େଇ କରୁଛନ୍ତି ମାନ୍: ପରମଜିତ ସିଂ ସରନା…
ଚଣ୍ଡିଗଡ଼,୧୯।୬ : ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ସଂଶୋଧନ କରିବେ। ଶିଖ ଗୁରୁଦ୍ୱାର ଅଧିନିୟମ ୧୯୨୫ରେ ଏକ ନୂତନ ଧାରା ଯୋଡିବେ ପଞ୍ଜାବ ସରକାର । ତେବେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ଙ୍କ ଘୋଷଣା ପରେ ଏହାକୁ ବିରୋଧ କରିବା…
ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ସଂଶୋଧନ କରିବେ, ବିଧାନସଭାରେ ଆଣିବେ ପ୍ରସ୍ତାବ…
ଚଣ୍ଡିଗଡ଼,୧୯।୬ : ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ରେ ଏକ ନୂତନ ଧାରା ଯୋଡିବେ। ଶ୍ରୀ ହରମିନ୍ଦର ସାହିବରୁ ଗୁରୁବାଣୀର ପ୍ରସାରଣ ସମସ୍ତଙ୍କ ପାଇଁ ମାଗଣା ହେବ। ଏଥିପାଇଁ କୌଣସି ଟେଣ୍ଡର ଆବଶ୍ୟକ ହେବ ନାହିଁ। ସୋମବାର ଏହି…
ବିଭାଜନ ପରେ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିବେ ଶିନ୍ଦେ-ଉଦ୍ଧବ, ପ୍ରତିଷ୍ଠା ଦିବସରେ ଇତ୍ତରାଧିକାରୀ ଲାଗି ଲଢ଼େଇ…
ମୁମ୍ବାଇ,୧୯।୬ : ଶିବସେନା ବିଭାଜନ ହେବାର ଏକ ବର୍ଷ ବିତିଗଲାଣି। ଉଭୟ ଦଳ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଦାବି କରୁଛନ୍ତି। ଶିବସେନାର ପ୍ରତିଷ୍ଠା ଦିବସ ଜୁନ ୧୯ ରେ ଏବଂ ଶିନ୍ଦେ ଶିବସେନା ଏବଂ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଏହି…
ଭାରତରେ କୌଣସି ମୁସଲମାନ ଔରଙ୍ଗଜେବଙ୍କ ନୁହଁନ୍ତି ବଂଶଧର, ଜାତୀୟତାବାଦୀ ମୁସଲମାନ ମୋଗଲ ସମ୍ରାଟଙ୍କୁ କରନ୍ତି ନାହିଁ ପସନ୍ଦ: ଫଡନାଭିସ…
ମୁମ୍ବାଇ,୧୯।୬ : ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ବିଷୟରେ ଏକ ବିତର୍କ ଆରମ୍ଭ ହୋଇଛି। ଅନେକ ଦଳ ଏବଂ ସେମାନଙ୍କର ନେତାମାନେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ…
ଇତିହାସର ଅନ୍ଧକାର ସମୟ ଏମର୍ଜେନ୍ସି
ନୂଆଦିଲ୍ଲୀ, ୧୯ା୬(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଏମର୍ଜେନ୍ସିକୁ ଭାରତ ଇତିହାସର ଅନ୍ଧକାର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେତେବେଳେ ଯେଉଁମାନେ ଗଣତନ୍ତ୍ରକୁ ସମର୍ଥନ କରୁଥିଲେ,…
୨ ଲକ୍ଷ ପିଏସ୍ୟୁ ନିଯୁକ୍ତି ରଦ୍ଦ ହୋଇଛି: ରାହୁଲ
ନୂଆଦିଲ୍ଲୀ, ୧୯ା୬: ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ)ଗୁଡ଼ିକର ୨ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତିକୁ ହଟାଇ ଦିଆଯାଇଛିି। କେନ୍ଦ୍ର ସରକାର ଅଳ୍ପ କେତେଜଣ ପୁଞ୍ଜିପତି ବନ୍ଧୁଙ୍କ ଫାଇଦା ପାଇଁ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ସ୍ବପ୍ନକୁ ଚୂରମାର କରିଦେଇଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
ପାଣିଘେରରେ ୧୪୬ ଗାଁ
ଗୁଆହାଟୀ,୧୯ା୬: ଦକ୍ଷିଣ ପୂର୍ବାଞ୍ଚଳ ରାଜ୍ୟ ଆସାମରେ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀରେ ପ୍ରଳଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ଫଳରେ ୧୩ ଜିଲାର ୧୪୬ ଗ୍ରାମ ଜଳମଗ୍ନ ହୋଇଯାଇଛି। ବିଶ୍ୱନାଥ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ଼, ହୋଜାଇ, ଲଖିମ୍ପୁର, ନଗାଓଁ,…
Archives


