ଜାତୀୟ

ବିରୋଧୀ ମଞ୍ଚ ପ୍ରସ୍ତୁତ

ପାଟନା/ନୂଆଦିଲ୍ଲୀ,୨୩ା୬ (ପ୍ରସ୍ତୁତିି: ଦୁର୍ଯ୍ୟୋଧନ ମିଶ୍ର): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ଲଗାତର ଦୁଇଥର ଭାଜପା ପାଇଁ ଅଭୂତପୂର୍ବ ସଫଳତା ଆଣିଦେଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି। ମୋଦିଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ଅଧିକାଂଶ…

ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମମତା

ପାଟନା,୨୨।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ବିରୋଧୀ ଦଳର ଏକ ବୈଠକ ହେବାକୁ ଯାଉଛି। ଅନେକ ଦଳର ନେତା ଏହି ବୈଠକରେ ସାମିଲ ହେବେ। ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀ…

ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅମିତ ଶାହା ଯଥେଷ୍ଟ, ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ…

ମୁମ୍ବାଇ,୨୨।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର କହିଛନ୍ତି, ଜାତି ହିଂସା ପ୍ରଭାବିତ ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯଥେଷ୍ଟ। ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଆବଶ୍ୟକତା ନାହିଁ।…

ମହିଳାଙ୍କୁ ଗେହଲୋଟଙ୍କ ଉପହାର

ଜୟପୁର,୨୨।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏବେ ରାଜସ୍ଥାନ ରୋଡଓ୍ବେଜର ସମସ୍ତ ଶ୍ରେଣୀର ବସରେ ମହିଳା ଯାତ୍ରୀ ଅଧା ଦାମରେ ଯାତ୍ରା କରିବେ। ରାଜ୍ୟ ସରକାର ସେମାନଙ୍କୁ ରୋଡଓ୍ବେଜର ସମସ୍ତ ବସରେ ଭଡା ୫୦…

ବିଶ୍ୱରେ ବଢୁଛି ମୋଦିଙ୍କ ଲୋକପ୍ରିୟତା, କାରଣ ଜାଣିଲେ…

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ରେ ୮୯.୫ ମିଲିୟନ ଫଲୋଅର୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା। କିନ୍ତୁ ଆପଣ ଲୋକପ୍ରିୟତାର ରହସ୍ୟ ଜାଣନ୍ତି…

ଭାଜପା ବିଧାୟକ ବିଦ୍ୟାରତନ ଭସିନ ଅସୁସ୍ଥ

ରାୟପୁର,୨୨।୬: ଛତିଶଗଡ଼ର ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ବିଧାୟକ ବିଦ୍ୟାରତନ ଭସିନ ଗୁରୁତର ହୋଇପଡିଛନ୍ତି। ରାୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବିଧାୟକଙ୍କ ଅସୁସ୍ଥତାକୁ ନେଇ ଛତିଶଗଡ଼ ରାଜନୀତିରେ ହଲଚଲ…

ଶାହାଙ୍କ ବାଲାଘାଟ ଗସ୍ତ ବାତିଲ, ମୁଖ୍ୟମନ୍ତ୍ରୀ ଶିବରାଜ କହିଲେ ଏହାର କାରଣ

ଭୋପାଳ,୨୨।୬: ମଧ୍ୟପ୍ରଦେଶର ବାଲାଘାଟରେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ କହିବାନୁସାରେ, ଖରାପ ପାଗ ଯୋଗୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ…

‘ଅମୁଲ ଗର୍ଲ’ର ରଚନାକାର ସିଲଭେଷ୍ଟରଙ୍କ ପରଲୋକ

ସୁରଟ,୨୨।୬: ବିଜ୍ଞାପନ ଜଗତରେ ଅମୁଲ ଗର୍ଲକୁ ସାରା ବିଶ୍ୱରେ ଉପସ୍ଥାପନ କରିଥିବା ସିଲଭେଷ୍ଟର ଦା କୁନ୍ହା(୮୦)ଙ୍କର ପରଲୋକ ହୋଇଛି। ଏହି ସମୟରେ ଇଣ୍ଡିଆନ ଡେରି ଆସୋସିଏଶନର ଆର ଏସ ସୋଡି ଅମୁଲ ଗର୍ଲର ଏକ ଦୁଃଖ ଭରା ବା କାନ୍ଦୁଥିବାର ଫଟୋ…

ବିରୋଧୀଙ୍କ ବୈଠକ ପୂର୍ବରୁ କଂଗ୍ରେସକୁ ଚରମବାଣୀ ଶୁଣାଇଲା ଏଏପି

ନୂଆଦିଲ୍ଲୀ,୨୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ପାଟନାରେ ବିରୋଧୀ ଦଳ ବୈଠକ ଡାକିଛନ୍ତି। ତେବେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବେ ବୋଲି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ କରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆମେରିକାର କମ୍ପାନୀ ଜିଇ ଏରୋସ୍ପେସ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ((ହଲ) ଲିମିଟେଡ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହାପୂର୍ବରୁ ହ୍ବାଇଟ ହାଉସ କହିଥିଲା, ଏଠାରେ…

ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଉପରେ ଭାଜପାର ନଜର, ହାଇକମାଣ୍ଡ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୬: ନୂଆଦିଲ୍ଲୀରେ ଭାଜପାର କୋର ଗ୍ରୁପ ବୈଠକରେ ହରିୟାଣାର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଛି। ଏହି ସମୟ ମଧ୍ୟରେ ଦଳ ଆଗାମୀ ଲୋକ ସଭା ନିର୍ବାଚନ ୨୦୨୪ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। କୁହାଯାଉଛି ହରିୟାଣାରେ ଭାଜପା ରାଜ୍ୟର…

ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା କରାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri