ଜାତୀୟ

ପରିବା ଦରରେ କେନ୍ଦ୍ରର ଲଗାମ ନାହିଁ

ନୂଆଦିଲ୍ଲୀ,୧୩ା୭: ଦେଶରେ ଲଗାଣ ବର୍ଷା ଯୋଗୁ ଟମାଟୋର ଯୋଗାଣ ବାଧାପ୍ରାପ୍ତ ହେବାରୁ ଅନେକ ଭାଗରେ ଏହାର ମୂଲ୍ୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୋଷେଇ ଘରର ମୁଖ୍ୟ ପରିବା ଦର ଆକାଶଛୁଅଁା ହେବା ଫଳରେ ଲୋକେ ନାହିଁ ନ ଥିବା…

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୩ା୭: ଦୁଇଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବୁଧବାର ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନବନିଯୁକ୍ତ ବିଚାରପତି ଦ୍ୱୟ ହେଲେ ଜଷ୍ଟିସ୍‌ ଉଜ୍ଜଲ ଭୂୟଁା ଏବଂ ଏସ୍‌.…

ଉଛୁଳୁଛି ଯମୁନା, ଦିଲ୍ଲୀରେ ବନ୍ୟା

ନୂଆଦିଲ୍ଲୀ/କୁଲୁ/ଚଣ୍ଡିଗଡ଼,୧୩।୭: ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ନେଇ ଯମୁନା ନଦୀ ୪୫ ବର୍ଷର…

ସୋନିଆ ଦେବେ ଡିନର ପାର୍ଟି

ନୂଆଦିଲ୍ଲୀ,୧୨ା୭: ଆସନ୍ତା ସପ୍ତାହରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ କଂଗ୍ରେସ ସହ ଆଉ କେତେକ ଦଳ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୁଲାଇ ୧୭ ଓ ୧୮ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି…

ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୨।୭: ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯମୁନା ଜଳ ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ କେଜ୍‌ରିୱାଲ ଜରୁରୀ ବୈଠକ ଡକାଇ ପରିସ୍ଥିତି…

ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ

ନୂଆଦିଲ୍ଲୀ,୧୨।୭: ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ବୁଧବାର ଗ୍ରେଟର ନୋଏଡା ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଏକାଠି ହୋଇଥିବା ଭକ୍ତଙ୍କ ଭିଡ ଅନିୟନ୍ତ୍ରିତ ହୋଇଯାଇଥିଲା। ଦଳଚକଟାରେ ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ। କିଛି ଲୋକ…

ଗୁଜରାଟ, ପଶ୍ଚିମବଙ୍ଗରୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି ବୁଧବାର ଗୁଜରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜରାଟର ବାବୁଭାଇ ଜେସଙ୍ଗବାଇ ଦେଶାଇ ଏବଂ କେସରିଦେବ ସିଂ ଝାଲା ଏବଂ ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜଙ୍କୁ ପ୍ରାର୍ଥୀ କରିଛି।…

୩ ଆତଙ୍କବାଦୀ ଗିରଫ: ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ରଚିଥିଲେ ଯୋଜନା

ଶ୍ରୀନଗର,୧୨।୭: ଜମ୍ମୁ କଶ୍ମୀର ପୋଲିସ ବଡଗାମରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସୂଚନାନୁସାରେ, ସମସ୍ତ ପାଞ୍ଚଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ। ଗିରଫ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଚାହୁଁଥିଲେ। ପୋଲିସ…

ଜୁଲାଇ ୧୩ରୁ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ରୁ ତିନି ଦିନିଆ ଗସ୍ତର ଅଂଶ ଭାବରେ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତ ପାଇଁ ଯିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୁଲାଇ…

ମହାରାଷ୍ଟ୍ରରେ ପୋର୍ଟଫୋଲିଓ ଆବଣ୍ଟନ ଅଙ୍କ କଷା ଛିଣ୍ଡୁନି: ବରିଷ୍ଠ ମନ୍ତ୍ରୀଙ୍କୁ ହଟାଇପାରେ ଭାଜପା, ଅଜିତଙ୍କ ୪ ସମର୍ଥକଙ୍କୁ ପଦବୀ ମିଳିବା ନେଇ ଚର୍ଚ୍ଚା…

ମୁମ୍ବାଇ,୧୨।୭ : ଅଜିତ ପାୱାର ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରରେ ଯୋଗଦେବାର ୧୦ ଦିନ ପରେ ମଧ୍ୟ ସେ ଏବଂ ତାଙ୍କ ସମର୍ଥକମାନେ ପୋର୍ଟଫୋଲିଓ ପାଇପାରି ନାହାଁନ୍ତି। ପୋର୍ଟଫୋଲିଓ ଆବଣ୍ଟନ ପ୍ରସଙ୍ଗରେ ଭାଜପା, ଶିବସେନା ଶିନ୍ଦେ ଦଳ ଏବଂ ଏନସିପି ଅଜିତ…

ମୁଣ୍ଡରେ ପଗଡ଼ି କାହିଁକି ବାନ୍ଧିଛ ନୀତୀଶଙ୍କ ପ୍ରଶ୍ନ ନେଇ ସମ୍ରାଟ ଚୌଧୁରୀ ଦେଲେ ମଜାଦାର ଉତ୍ତର…

ପାଟନା,୧୨।୭ : ବିହାର ବିଧାନସଭାର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଛି। ଦୁର୍ନୀତି ଅଭିଯୋଗରେ ଭାଜପା ନେତା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ସିଏମ ନୀତୀଶ କୁମାରଙ୍କ ଆପୋଷ ବୁଝାମଣା କରୁଥିବା ଭାଜପା ନେତା ଅଭିଯୋଗ କରିଛନ୍ତି।…

ରାହୁଲଙ୍କ ସମର୍ଥନରେ ଦେଶବ୍ୟାପୀ କଂଗ୍ରେସର ମୌନ ସତ୍ୟାଗ୍ରହ…

ରାୟପୁର,୧୨।୭ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। ଏହା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ନିରନ୍ତର ପ୍ରଦର୍ଶନ କରୁଛି। ଏହି ପର୍ଯ୍ୟାୟରେ ବୁଧବାର କଂଗ୍ରେସ ସମଗ୍ର ଦେଶରେ ମୌନ ସତ୍ୟାଗ୍ରହ କରୁଛି। ରାହୁଲ ଗାନ୍ଧୀଙ୍କ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?