ଜାତୀୟ

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ…

କମଳ ନାଥଙ୍କ ଫୋନ୍‌ ହ୍ୟାକ୍‌

ଭୋପାଳ,୧୩।୭:: କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ ସଭାପତି କମଲ ନାଥଙ୍କ ମୋବାଇଲ ଫୋନ ହ୍ୟାକ ହୋଇଯାଇଛି। ଦୁଇ ଜଣ ଠକ ତାଙ୍କ ଫୋନ୍‌ ହ୍ୟାକ୍‌ କରି ଦଳର ୪ ନେତାଙ୍କୁ ଲକ୍ଷ ଟଙ୍କା ମାଗିଥିଲେ। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର…

‘ଗ୍ଲୋବାଲ ସାଉଥ-ନର୍ଥ ମଧ୍ୟରେ ସେତୁ ହୋଇଛି ଭାରତ’, ଫ୍ରାନ୍ସିସି ଖବର କାଗଜକୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୩।୭: ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କୁ ସାକ୍ଷାତ୍‌ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ସହ ଡିନର ଫଲିଟିକ୍ସ ବି କରିବାର ଅଛି। ଇତିମଧ୍ୟରେ ମୋଦି ଫ୍ରାନ୍ସର ଏକ ଖବର କାଗଜ ଲେସ ଇକୋସକୁ…

୫୦ ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୧୩।୭ : ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ବୈଠକରେ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଉଚ୍ଚମାନର ଫାର୍ମା…

ଏନସିପି ନେତା ନଓ୍ବାଜ ମଲିକଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା, ଜାମିନ ଆବେଦନ ଖାରଜ

ମୁମ୍ବାଇ,୧୩।୭: ବମ୍ବେ ହାଇକୋର୍ଟ ଏନସିପି ନେତା ନଓ୍ବାଜ ମଲିକଙ୍କ ଜାମିନ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି। ମେଡିକାଲ ଗ୍ରାଉଣ୍ଡରେ ସେ ଜାମିନ ଆବେଦନ କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାଜ ମଲିକ ମନି ଲଣ୍ଡରିଂ ମାମଲାରେ ଜେଲରେ…

ନିର୍ବାଚନୀ ହିଂସା ପାଇଁ ଦାୟୀ ରାମ-ଶ୍ୟାମ-ବାମ: ମମତା…

କୋଲକାତା,୧୩।୭ : ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ହିଂସା ଏବଂ ରକ୍ତପାତ ପାଇଁ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ’ରାମ, ଶ୍ୟାମ ଏବଂ ବାମ’ କୁ ଦାୟୀ କରିଛନ୍ତି। ସେ ’ରାମ, ଶ୍ୟାମ ଏବଂ ବାମପନ୍ଥୀ’ ମାଧ୍ୟମରେ ଭାଜପା,…

ଫ୍ରାନ୍ସରେ ମୋଦିଙ୍କ ଉପସ୍ଥିତିରେ ଲଞ୍ଚ ହୋଇପାରେ ୟୂପିଆଇ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଗୁରୁବାର ସକାଳୁ ବାହାରି ଯାଇଛନ୍ତି। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ଓ କିଛି ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେବ। ଫ୍ରାନ୍ସ…

ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ମାମଲା: ମନୀଷ ଦୁବେ ଚାକିରିରୁ ନିଲମ୍ବିତ

ଲକ୍ଷ୍ନୌ,୧୩।୭: ଉତ୍ତରପ୍ରଦେଶର ମହିଳା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ଏବଂ ତାଙ୍କ ସ୍ବାମୀଙ୍କୁ ଧମକ ଦେବା ମାମଲାରେ ମହୋବା ଜିଲା ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ ଶେଷରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅନୁସନ୍ଧାନ ରିପୋର୍ଟ ପରେ…

ମୋଦିଙ୍କ ଫ୍ରାନ୍ସ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଯିବା ପୂର୍ବରୁ ନିଜେ କହିଲେ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୩ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨ ଦିନ ଫ୍ରାନ୍ସ ଓ ଗୋଟିଏ ଦିନ ସଂଯୁକ୍ତ ଅରବ ଏମିରେଟ୍ସ ଗସ୍ତ କରିବେ। ଫ୍ୟାନ୍ସ ବାହାରିବା ପୂର୍ବରୁ ମୋଦି ଏକ ବୟାନ…

ଲୋକାଳ ଟ୍ରେନ୍‌ରେ ମୁଥ ମରାମରି ହେଲେ ମହିଳା ଯାତ୍ରୀ: ଭିଡ଼ିଓ ଭାଇରାଲ…

କୋଲକାତା,୧୩।୭ : ସମ୍ପ୍ରତି ସୋସିଆଲ ମିଡିଆରେ ଝଗଡା ଭିଡିଓ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ବିମାନରେ ଲଢ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବାବେଳେ ବର୍ତ୍ତମାନ ଟ୍ରେନରେ ଝଗଡା କରିବାର ଘଟଣା ସାମ୍ନାକୁ ଆସିଛି। କୋଲକାତାର ଏକ ଲୋକାଲ ଟ୍ରେନରେ ମହିଳାମାନେ…

ଅଜିତଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ମୁମ୍ବାଇ,୧୩।୭: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଅଜିତ ପାଓ୍ବାରଙ୍କ ସହ ତାଙ୍କର ୮ ବିଧାୟକଙ୍କୁ ମନ୍ତ୍ରିପଦର ଶପଥ ଦିଆସରିଛି। ହେଲେ ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନାହିଁ। ଏହାକୁ ନେଇ କିଛିଦିନ ହେବ ମନ୍ଥନ ଜାରି ରହିଛି। ଏବେ ବିଶେଷ…

ଚନ୍ଦ୍ରାୟନ-୩ ମିଶନର ସଫଳତା ପାଇଁ ପୂଜାପାଠ କଲେ ବୈଜ୍ଞାନିକ…

ଶ୍ରୀହରିକୋଟା,୧୩।୭ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଇସ୍ରୋ) ଖୁବ ଶୀଘ୍ର ଚନ୍ଦ୍ରାୟଣ -୩ ଲଞ୍ଚ କରିବାକୁ ଯାଉଛି। ଏହାର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ତିରୁପତି ଭେଙ୍କଟାଚାଲାପତି ମନ୍ଦିରରେ ଚନ୍ଦ୍ରୟାନ -୩ ର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?