ଜାତୀୟ

ଗେଲ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ,୬।୯: ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍‌ ଅଥରଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଜିଏଆଇଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍‌ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା ଲାଗି…

ଦେଶ ନାଁରେ ରାଜନୀତି

ନୂଆଦିଲ୍ଲୀ,୬ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଶାସକ ଓ ବିରୋଧୀଙ୍କ ରାଜନୀତିର ପଶାପାଲିରେ ଭୂଖଣ୍ଡ ଦୁଇଭାଗରେ ବିଭାଜିତ। ଦେଶ ଗୋଟିଏ କିନ୍ତୁ ଦୁଇଟି ନାମରେ ବିଭକ୍ତ। ଗୋଟିଏ ଭାରତ ଓ ଅନ୍ୟଟି ଇଣ୍ଡିଆ। ଦୁଇଟିଯାକ ସମାନ ହୋଇଥିଲେ ବି ବିରୋଧୀ ଦଳଗୁଡ଼ିକ ନିଜ ମଞ୍ଚର…

‘୩୭୦’ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୬ା୯: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। କ୍ରମାଗତ ୧୬ ଦିନର ଶୁଣାଣି ପରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ…

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଶିଷ୍ଟ ନାଗରିକ

ନୂଆଦିଲ୍ଲୀ,୬ା୯(ପି.ଟି.): ସନାତନ ଧର୍ମର ବିଲୋପ ଲାଗି ମନ୍ତବ୍ୟ ଦେଇଥିବା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ୨୬୨ ଜଣ ବିଶିଷ୍ଟ ନାଗରିକ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖିଛନ୍ତି।…

ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ମିନି-ଇଣ୍ଡିଆ

ନୂଆଦିଲ୍ଲୀ,୬ା୯(ପି.ଟି.): ଜି୨୦ ନେତାମାନଙ୍କ ସମ୍ମିଳନୀ ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସେଠାରେ ବିଶାଳ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ସ୍ଥାପନ ହେବ, ଯେଉଁଠି ମିନି-ଇଣ୍ଡିଆକୁ ଜୀବନ୍ତ ଦେଖିବାକୁ ମିଳିବ ବୋଲି…

୩ ବର୍ଷରୁ କମ ବୟସ୍କ ପିଲାଙ୍କୁ ପ୍ରି-ସ୍କୁଲ ପଠାଇବା ବେଆଇନ: ହାଇକୋର୍ଟ…

ଅହମଦାବାଦ,୫।୯ : ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ସୀମା ସ୍ଥିର କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେଉଁ ଅଭିଭାବକମାନେ ପିଲାମାନଙ୍କୁ ତିନି…

ନାବାଳିକା ବଳାତ୍କାର ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ, କହିଲେ ବିଚାରପତି ରୋବୋ ଭଳି କାମ ନ କରନ୍ତୁ…

ନୂଆଦିଲ୍ଲୀ,୫।୯ : ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ବିଚାରପତି ନିରପେକ୍ଷ ହେବା ଉଚିତ। ତଥାପି, ଏହାର ଅର୍ଥ ନୁହେଁ…

ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଲା…

ନୂଆଦିଲ୍ଲୀ,୫।୯ : ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ସୋସିଆଲ ମିଡିଆରେ କିଛି ଲୋକ ପ୍ରଶ୍ନ କରିଛନ୍ତି ଦେଶର ଅନୁଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ ହେବ କି? ଇଣ୍ଡିଆନ…

ବୁକ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ…

ସିରସା,୫।୯ : ପ୍ରାୟତଃ ଆମେ ଏପରି ଘଟଣା ସାମ୍ନାକୁ ଆସିଥାଉ, ଯେଉଁଠି ଦାରିଦ୍ର୍ୟତା କେତେକ ପ୍ରତିଭାବାନ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାକୁ ଦେଇ ନ ଥାଏ। ତେବେ ହରିୟାଣାରେ ବାବା ସରସାଇନାଥ ବୁକ ବ୍ୟାଙ୍କ ୱେଲଫେୟାର ଟ୍ରଷ୍ଟ ଏଭଳି ପିଲାମାନଙ୍କୁ…

ଜି-୨୦ ସଜବାଜ: ୭ରୁ ୧୧ ସେପ୍ଟେମ୍ବର ପାଇଁ ଏୟାର ଇଣ୍ଡିଆ ଘୋଷଣା କଲା ସ୍ବତନ୍ତ୍ର ସୁବିଧା

ନୂଆଦିଲ୍ଲୀ,୫।୯: ଜି-୨୦କୁ ଦୃଷ୍ଟିରେ ରଖି ରାଜଧାନୀ ନୂଆଦିଲ୍ଲୀରେ ସଜବାଜ ଆରମ୍ଭ ହୋଇ ଯାଇଛି। ଜି-୨୦ ବୈଠକ ଯୋଗୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସ(ପୂର୍ବ ଟ୍ବିଟର)ରେ ଟୁଇଟ କରି କହିଛି ଯେ,…

ଜି -୨୦ ଶିଖର ସମ୍ମିଳନୀ: ଭିକାରୀଙ୍କ ପାଇଁ ଦିଲ୍ଲୀରେ ୩ ଦିନିଆ ମହାଭୋଜ…

ନୂଆଦିଲ୍ଲୀ,୫।୯ : ଜି -୨୦ ଶିଖର ସମ୍ମିଳନୀରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ୮ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ଅଞ୍ଚଳରେ କିନ୍ନର ଏବଂ ଭିକାରୀଙ୍କ ଉପସ୍ଥିତି ମଧ୍ୟ ରହିବ ନାହିଁ। ଆଗାମୀ କିଛି ଦିନ ହେବ…

ଦେଶର ନାମ ‘ଭାରତ’ ସପକ୍ଷରେ ବାହାରିଲେ ଅମିତାଭ-ସେହ୍ବାଗ, କହିଲେ ଏଭଳି କିଛି

ନୂଆଦିଲ୍ଲୀ,୫।୯: ଦେଶର ନାମକୁ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରିବାକୁ ହେଉଥିବା ଚର୍ଚ୍ଚାକୁ ନେଇ ଗୋଟିଏପଟେ ରାଜନୀତି ସରଗରମ ରହିଥିବା ବେଳେ ବଲିଉଡ୍‌ ଏବଂ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହାର ସମର୍ଥନରେ ବାହାରୁଥିବା ଦେଖାଯାଇଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?