ଜାତୀୟ

ନେପାଳରୁ ଆସିଲା ଟମାଟୋ, ଏହି ରାଜ୍ୟରେ କିଲୋ ପିଛା ୫୦ଟଙ୍କାରେ ବିକ୍ରି…

ନୂଆଦିଲ୍ଲୀ,୧୬।୮: ଟମାଟୋ ଦରରେ ଲାଗିବ ଲଗାମ। ପଡୋଶୀ ଦେଶ ନେପାଳରୁ ଟମାଟୋ ଆମଦାନୀ କରୁଛନ୍ତି ଭାରତ ସରକାର। ପ୍ରାୟ ପାଞ୍ଚ ଟନ ଟମାଟୋ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ଗୁରୁବାର ଠାରୁ ଉତ୍ତରପ୍ରଦେଶରେ ଶସ୍ତାରେ ବିକ୍ରି ହେବ ଟମାଟୋ। କିଲୋ ପିଛା…

ଆପଟେକ୍‌ ଏମଡି ଅନିଲ ପନ୍ତଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬।୮: କମ୍ପ୍ୟୁଟର କମ୍ପାନୀ ଆପ୍‌ଟେକ୍‌ର ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ। ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏନେଇ ସୂଚନା ଦେଇଛି। ଆପଟେକ୍‌ ନିଜର ବିବୃତ୍ତି ଜାରି କରି କହିଛି, ଡ.ପନ୍ତଙ୍କ ଅବଦାନକୁ କମ୍ପାନୀ ସବୁବେଳେ ମନେ ରଖିବ। କମ୍ପାନୀର ସମସ୍ତ…

ଦେଶରେ ୧୦୦ ସହରରେ ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ: କେନ୍ଦ୍ରର ଘୋଷଣା…

ନୂଆଦିଲ୍ଲୀ,୧୬।୮ : ବୁଧବାର କେନ୍ଦ୍ର ସରକାର ପିଏମଇ-ବସ ସେବା ଅନ୍ତର୍ଗତ ଦେଶର ୧୦୦ଟି ସହରରେ ୧୦ ହଜାର ନୂତନ ବୈଦ୍ୟୁତିକ ବସ ଚାଲିବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଇ-ବସ ସେବାଙ୍କୁ ଅନୁମୋଦନ ଦିଆଯାଇଛି। ଏଥିପାଇଁ, ୬୭୭,୬୧୩ କୋଟି ଟଙ୍କା ଖର୍ଚ୍ଚ…

ହିନ୍ଦୁ ନାବାଳିକାଙ୍କ ସହ ବୁଲିବାରୁ ମୁସଲମାନ ଯୁବକଙ୍କୁ ପିଟିଲେ ଲୋକ, ଭିଡିଓ ଭାଇରାଲ

ମୁମ୍ବାଇ,୧୬।୮: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ନାବାଳିକା ସହ ବୁଲୁଥିଲେ। ତେବେ କିଛି ଲୋକ ମୁସଲମାନ ଯୁବକଙ୍କୁ ଧରି ଷ୍ଟେସନରେ ମାରପିଟ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ…

ବାଦଲ ଫଟା ବର୍ଷାରେ ବୁଡ଼ିଗଲା ୧୦ ହଜାର କୋଟିରୁ ଅଧିକ: ରାଜ୍ୟ ବର୍ଷେ ପଛୁଆ…

ଶିମଲା,୧୬।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟର ୧୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟ…

ହିମାଚଳରେ ବର୍ଷା ବିତ୍ପାତ: ମାଟିରେ ମିଶିଯିବ ଶିମଲା,କୁଲୁ, ସୋଲନ ସହର!

ଶିମଲା,୧୬।୮: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏକ ବଡ ବିପଦକୁ ଡାକି ଆଣିଛି। ଲ୍ୟାଣ୍ଡ ସ୍ଲାଇଡ୍‌ ହୋଇ ରାଜ୍ୟରେ ପର୍ବତ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଷି ଯାଉଛନ୍ତି। ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ…

ଚିକେନ ଥାଳିରୁ ବାହାରିଲା ମଲା ମୂଷା: ରେଷ୍ଟୁରାଣ୍ଟ ମ୍ୟାନେଜର-କୁକ୍‌ ଗିରଫ…

ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି।…

ଜେଇଇ-ନିଟ୍‌ରେ ଅସଫଳ: କୋଟାରେ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର କଲେଣି ଆତ୍ମହତ୍ୟା…

କୋଟା,୧୬।୮ : ଶିକ୍ଷା ସହର ଭାବେ ପରିଚିତ ରାଜସ୍ଥାନର କୋଟା ସହରରେ କୋଚିଂ ନେଉଥିବା ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ଶୃଙ୍ଖଳା ଜାରି ରହିଛି। ଜିଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଗତ ଆଠ ବର୍ଷ ମଧ୍ୟରେ ଚଳିତ…

ନେହେରୁ ସଂଗ୍ରହାଳୟର ନାମ ବିବାଦ: ମୋଦିଙ୍କୁ ପ୍ରଶଂସା କଲେ ଥରୁର୍‌

ନୂଆଦିଲ୍ଲୀ,୧୬।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଥରୁର୍‌ କହିଛନ୍ତି, ପୂର୍ବ ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ନିର୍ଦଶନ ଦେବା…

‘ଏଏପି ଭାଜପାର ଲାଞ୍ଜ’

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ ମଧ୍ୟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏଏପି ଭାରତୀୟ ଜନତା ପାର୍ଟି (ଭାଜପା)ର ଲାଞ୍ଜ ବୋଲି ସନ୍ଦୀପ…

ବଜରଙ୍ଗ ଦଳ ଉପରେ ଲାଗିବନି କୌଣସି କଟକଣା

ଭୋପାଳ,୧୬।୮: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ବିଷୟରେ ବିତର୍କ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ବୁଧବାର ବଜରଙ୍ଗ ଦଳ ସମ୍ପର୍କରେ କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ବଜରଙ୍ଗ ଦଳକୁ…

ରାଘବ ଚଢା, ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସମୟରେ ଆମ ଆଦମୀ ପାର୍ଟିର ରାଜେନ୍ଦ୍ର ନାଗରରୁ ବିଧାୟକ ଦୁର୍ଗେଶ ପାଠକ ଏହି ବିତର୍କରେ ସାମିଲ ହୋଇ ଦଳର ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଏବଂ ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri