ଲୋକ ସଭାରୁ ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ସଂସଦୀୟ ବୈଠକ ଡାକିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୧।୮: ଲୋକ ସଭାରୁ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗରେ କଂଗ୍ରେସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହୋଉଥିବା ଜଣାପଡିଛି। କଂଗ୍ରେସ ସଂସଦୀୟ କମିଟିର ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ସକାଳେ ଦଳର ଏମ୍ପିମାନଙ୍କର…
ଖାଦ୍ୟପେୟ,ପ୍ୟାକେଜିଂ ଉଦ୍ୟୋଗକୁ ଗୋଟିଏ ପ୍ଲାଟ୍ଫର୍ମ ତଳେ ଆଣିବା ପାଇଁ ଇଣ୍ଡିଆ ଏକ୍ସପୋର ଆୟୋଜନ
ନୂଆଦିଲ୍ଲୀ,୧୧ା୮: ଗୋଟିଏ ପ୍ଲାଟଫର୍ମରେ ଖାଦ୍ୟ, ସ୍ବାସ୍ଥ୍ୟ, ପ୍ୟାକେଜିଂ ଏବଂ ପ୍ରକ୍ରିୟାକରଣ ଶିଳ୍ପ ଆଣିବା ପାଇଁ ୧୭ରୁ ୧୯ଅଗଷ୍ଟ ମଧ୍ୟରେ ଏଫ୍ଆଇ ଇଣ୍ଡିଆ ଏକ୍ସପୋ ଆୟୋଜିତ ହେବ। ବାଣିଜ୍ୟ ଶୋ ଏଫ୍ ଇଣ୍ଡିଆ ଗ୍ରାହକ ଏବଂ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ…
ଆଜିଠୁ ନୁହରେ ଖୋଲିବ ସ୍କୁଲ
ଚଣ୍ଡିଗଡ,୧୧।୮: ଜୁଲାଇ ୩୧ରେ ହରିୟାଣାର ନୁହରେ ହିଂସା ପରେ କର୍ଫ୍ୟୁ ଲାଗୁ କରାଯିବା ସହ ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା। କିନ୍ତୁ ଆଜିଠାରୁ ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହା ସହିତ ବସ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବ।…
ଏହି ପ୍ରସିଦ୍ଧ କଲେଜର ନାଁ ବଦଳିଲା, ଏବେ ଆଇଆଇଏମ୍ ଭାବରେ ହେବ ପରିଚିତ
ମୁମ୍ବାଇ,୧୧ା୮: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍ ୨୦୨୩ ଲୋକ ସଭା ଏବଂ ରାଜ୍ୟ ସଭାରୁ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (NITIE) ଆନୁଷ୍ଠାନିକ ଭାବରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍…
‘ପ୍ରଧାନମନ୍ତ୍ରୀଙ୍କ ଇତିହାସ ବିଷୟରେ ସମସ୍ତେ ଜାଣନ୍ତି’
ନୂଆଦିଲ୍ଲୀ,୧୧।୮: ସଂସଦରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଅସନ୍ତୁଷ୍ଟ ବିରୋଧୀ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ସମାଜବାଦୀ ପାର୍ଟି ଏମ୍ପି ଏସଟି ହାସନ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି କେବଳ ବିରୋଧୀଙ୍କୁ ସମାଲୋଚନା…
ଅଧୀର ରଞ୍ଜନଙ୍କ ଭାଷଣରୁ ହଟାଗଲା ବିବାଦୀୟ ଅଂଶ: ବିରୋଧ ପାଇଁ ପ୍ରସ୍ତୁତ କଂଗ୍ରେସ
ନୂଆଦିଲ୍ଲୀ,୧୦ା୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୁରୁବାର ଗୃହରୁ ନିଲମ୍ବିତ କରାଯାଇଛି। ପ୍ରଥମ ଥର ପାଇଁ ଲୋକ ସଭାର କଂଗ୍ରେସ ନେତାଙ୍କୁ ନିଲମ୍ବନ ଆଦେଶ…
ମୌସୁମୀ ଅଧିବେଶନର ଆଜି ଶେଷ ଦିନ
ନୂଆଦିଲ୍ଲୀ,୧୧।୮: ଲୋକ ସଭାର ମୌସୁମୀ ଅଧିବେଶନର ଶୁକ୍ରବାର ଅର୍ଥାତ୍ ଆଜି ଶେଷ ଦିନ। ମଣିପୁର ଉପରେ ଆଲୋଚନା ପ୍ରସଙ୍ଗରେ ଏଥର ପୁରା ଅଧିବେଶନ ଅଶାନ୍ତ ହୋଇପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅସାମ୍ବିଧାନିକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଅଧୀର ରଂଜନ…
ଏଲ୍ଓସିରେ ଭାରତର ପ୍ରଥମ ଡାକଘର
କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍ କୋଡ୍ ୧୯୩୨୨୪। ପାକ୍ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍ ଦୂରରେ ରହିଛି। ସୀମା…
ଆସିଲା ନୂଆ ନିୟମ: ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର
ନୂଆଦିଲ୍ଲୀ,୧୧।୮: ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଡାକ୍ତରଙ୍କ ପାଇଁ କିଛି ନୂତନ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି। ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ । ଯଦି ଏପରି ମାମଲା ସାମ୍ନାକୁ ଆସେ,…
ମୋଦିଙ୍କ ଭାଷଣକୁ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀଙ୍କ ସମର୍ଥନ
ନୂଆଦିଲ୍ଲୀ,୧୧।୮: ମଣିପୁର ପ୍ରସଙ୍ଗରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିବୃତି ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ସେ ମଣିପୁର ସ୍ଥିତି ଉପରେ କହିଥିଲେ, ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ…
ଥରିଲା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ
ପୋର୍ଟ ବ୍ଲେୟାର, ୧୧।୮: ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ୪.୩ ତୀବ୍ରତାର ଭୂକମ୍ପ ଘଟିଛି। ଏହାପୂର୍ବରୁ ଜୁଲାଇ ୨୮ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୫.୮…
‘ନେପାଳରୁ ଆମଦାନୀ କରାଯିବ ଟମାଟୋ’
ନୂଆଦିଲ୍ଲୀ,୧୦ା୮: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଶୁକ୍ରବାର ବାରାଣସୀ, ଲକ୍ଷ୍ନୌ,…
Archives


