ଜାତୀୟ

ମୁମ୍ବାଇରେ ପହଞ୍ଚିଲେ ରାହୁଲ, କିଛି ସମୟ ପରେ କରିବେ ଖବରଦାତା ସମ୍ମିଳନୀ

ମୁମ୍ବାଇ,୩୧।୮: କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ସମର୍ଥକମାନେ ମୁମ୍ବାଇ ବିମାନବନ୍ଦର ବାହାରେ ଏକାଠି ହୋଇଥିଲେ। ରାହୁଲ କିଛି…

ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୩୧।୮: ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ (ରେଳ ବୋର୍ଡ)…

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଖୁବ ବର୍ଷିଛି। କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏକ ଘରୋଇ ଚ୍ୟାନେଲକୁ କହିଛନ୍ତି ଯେ ଆମକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ…

‘ଇଣ୍ଡିଆ’ ବୈଠକରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଲେ ଅଖିଳେଶ

ମୁମ୍ବାଇ,୩୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଚାଲିବ। ‘ଇଣ୍ଡିଆ’ର ବୈଠକରେ ସାମିଲଦେବା ପାଇଁ ଏସପି ମୁଖ୍ୟ ଅଖିଳେଶ…

ଚନ୍ଦ୍ରମାରେ ଖେଳିଲା ରୋଭର ପ୍ରଜ୍ଞାନ, ଲ୍ୟାଣ୍ଡର ବିକ୍ରମ ଏମିତି ରେକର୍ଡ କଲା ଭିଡିଓ

ବେଙ୍ଗାଲୁରୁ,୩୧।୮: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବା ପରଠାରୁ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରତିଦିନ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଳିଆ ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ଇସ୍ରୋକୁ…

‘ଇଣ୍ଡିଆ’ ମେଣ୍ଟର ପ୍ରସ୍ତାବିତ ଏଜେଣ୍ଡାରେ ସାମିଲ ନାହିଁ ସଂଯୋଜକ ପ୍ରସଙ୍ଗ

ନୂଆଦିଲ୍ଲୀ,୩୧।୮: ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକର ପ୍ରସ୍ତାବିତ ଏଜେଣ୍ଡାରେ ସଂଯୋଜକ ପ୍ରସଙ୍ଗ ସାମିଲ କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ, ଏହାକୁ ପ୍ରାରମ୍ଭିକ ଏଜେଣ୍ଡାରେ ରଖାଯାଇ ନାହିଁ। ତଥାପି, ଏକ ସମ୍ଭାବନାରୁ ପ୍ରକାଶ ପାଇଛି ଯେ…

୫ ଦିନ ପାଇଁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ, ୧୦ ବିଲ ହୋଇପାରେ ଆଗତ

ନୂଆଦିଲ୍ଲୀ,୩୧।୮: ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ୫ ଦିନ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଉଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ…

ଭାଜପାକୁ ଝଟକା, ଦଳ ଛାଡିଲେ ଏହି ନେତା

ନୂଆଦିଲ୍ଲୀ,୩୧।୮: ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥକ ମନ୍ତ୍ରୀ ପ୍ରଦ୍ୟୁମନ…

ଇସ୍ରୋର ସୌର ମିଶନ: ୪ମାସ ପର୍ଯ୍ୟନ୍ତ ଯାତ୍ରା କରିବ ‘ଆଦିତ୍ୟ ଏଲ୍‌-୧’

ବେଙ୍ଗାଲୁରୁ,୩୧ା୮: ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍‌-୧ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂର ଉଲ୍ଲେଖନୀୟ ସଫଳତା ପରେ ମହାକାଶଯାନ ‘ଆଦିତ୍ୟ’ ୨ ତାରିଖ…

‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି ଯେ, ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ…

ଜି-୨୦ ବୈଠକରେ ଯୋଗଦେବେ ନାହିଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ!

ନୂଆଦିଲ୍ଲୀ/ବେଜିଂ,୩୧।୮: ସେପ୍ଟେମ୍ବର ୮ ରୁ ୧୦ ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ। ଜିନପିଙ୍ଗ ଜି-୨୦ ବୈଠକରେ ଯୋଗଦେବେ ନାହିଁ ବୋଲି ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟ…

ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ

ମୁମ୍ବାଇ,୩୧ା୮: ଆଜିଠାରୁ ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ବୈଠକ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?