ଡାଭୋଲକର, ପାନ୍ସାରେ, ଲଙ୍କେଶ, କାଲବୁର୍ଗୀ ହତ୍ୟା ମଧ୍ୟରେ ସମ୍ପୃକ୍ତି ଅଛି କି
ନୂଆଦିଲ୍ଲୀ,୧୯ା୮(ପି.ଟି.): ହେତୁବାଦୀ ନରେନ୍ଦ୍ର ଡାଭୋଲକର, ସିପିଆଇ ନେତା ଗୋବିନ୍ଦ ପାନ୍ସାରେ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ବିଦ୍ୱାନ ଏମ୍.ଏମ୍. କାଲବୁର୍ଗୀ ହତ୍ୟାକାଣ୍ଡ ପଛରେ କୌଣସି ସମାନ ସୂତ୍ର ରହିଛି କି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ…
୧୨% ରାଜ୍ୟ ସଭା ସଦସ୍ୟ ବିଲିଅନେୟାର
ନୂଆଦିଲ୍ଲୀ,୧୯ା୮: ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୨ ପ୍ରତିଶତ ବିଲିଅନେୟାର (ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ)। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବିଲିଅନେୟାର ଏମ୍ପିଙ୍କ ହାର ଅଧିକ ବୋଲି ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ…
କୁକୁର ପାଇଁ ୮ ଜଣଙ୍କୁ ଗୁଳି: ୨ ମୃତ
ଭୋପାଳ,୧୯ା୮: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷା କୁକୁରକୁ ନେଇ ସେମାନଙ୍କ ମାଲିକଙ୍କ ମଧ୍ୟରେ ବଚସାରୁ ଝଗଡ଼ା ହୋଇ ୨ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତିରେ ବ୍ୟାଙ୍କ୍ ସୁରକ୍ଷା ଗାର୍ଡ ରାଜପାଲ ସିଂ ରାଜଓ୍ବତ୍ ତାଙ୍କ ବାଲ୍କୋନିରୁ ପଡୋଶୀମାନଙ୍କୁ ଗୁଳି ଚଳାଇଥିଲେ। ଏଥିରେ…
ଚୌରାସିଆଙ୍କୁ ଲିଜେଣ୍ଡ ଅଫ୍ ଇଣ୍ଡିଆ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ
ନୂଆଦିଲ୍ଲୀ,୧୯ା୮: ଖ୍ୟାତନାମା ବଂଶୀବାଦକ ହରିପ୍ରସାଦ ଚୌରାସିଆ, କଥକ ପ୍ରସାରକ କୁମୁଦିନୀ ଲାଖିଆ, ଚିତ୍ରକାର ଗୁଲାମ୍ ମହମ୍ମଦ ଶେଖ୍ ଏବଂ ଅଭିନେତା-ନିର୍ଦ୍ଦେଶକ ରୁଦ୍ରପ୍ରସାଦ ସେନଗୁପ୍ତ ୨୦୨୨ ବର୍ଷ ପାଇଁ ଲିଜେଣ୍ଡ ଅଫ୍ ଇଣ୍ଡିଆ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ଯୁବବର୍ଗଙ୍କ ମନରେ ଭାରତୀୟ…
ଅତ୍ୟଧିକ ସୁଧ ନେଇପାରିବେନି ବ୍ୟାଙ୍କ
ନୂଆଦିଲ୍ଲୀ,୧୯ା୮(ପି.ଟି.): ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ(ଏନ୍ବିଏଫ୍ସି)ଗୁଡ଼ିକ ରାଜସ୍ବ ବୃଦ୍ଧି ନିମନ୍ତେ ସୁଧହାର ବଢ଼ାଇ ଚାଲିଥିବାରୁ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଶୁକ୍ରବାର ଚିନ୍ତାବ୍ୟକ୍ତ କରିଛି। ଏଥିସହ ଋଣଦାତାମାନଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣିଛି। ଋଣରେ ଖିଲାପ ହେଲେ…
ଅତି ଧନୀ ତାଲିକାରୁ ବିଶ୍ୱର ୩.୫ ନିୟୁତ ବାଦ୍
ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି…
ଆସାମରେ ପରିସୀମାକୁ ନେଇ ବଢିଲା ବିବାଦ, ବରିଷ୍ଠ ଭାଜପା ନେତା ଦେଲେ ଇସ୍ତଫା
ଗୁଆହାଟୀ,୧୯।୮: ଆସାମରେ ପରିସୀମାର ଅନ୍ତିମ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି। ନଗାଓଁ ସଂସଦୀୟ ନିର୍ବାଚନମଣ୍ଡଳୀର ପରିସୀମାରେ ଅସନ୍ତୁଷ୍ଟ ହୋଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜେନ ଗୋହେନ ଶୁକ୍ରବାର ଆସାମ ଖାଦ୍ୟ ଏବଂ ନାଗରିକ…
୧୦୦ ବର୍ଷ ମଧ୍ୟରେ ଅଗଷ୍ଟରେ ସର୍ବନିମ୍ନ ବୃଷ୍ଟିପାତ ହୋଇଥିବା ଅନୁମାନ
ନୂଆଦିଲ୍ଲୀ,୧୯।୮: ଗତ ୧୦୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ଅଗଷ୍ଟ ୨୦୨୩ରେ ଦେଖିବାକୁ ମିଳିପାରେ। ଏଲ ନିନୋର ପ୍ରଭାବ ଯୋଗୁ ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷାରେ ବହୁତ ଅଭାବ ଦେଖାଦେଇଛି। ରଏଟର୍ସ ଏହାର ରିପୋର୍ଟରେ ଦୁଇ ପାଣିପାଗ ବିଭାଗର ଅଧିକାରୀଙ୍କ…
ହିଂସା ପରେ ମଣିପୁରରୁ ମ୍ୟାନ୍ମାରକୁ ଯାଇଥିବା ୨୧୨ ଲୋକ ଘରକୁ ଫେରିଲେ, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୧୯।୮: ସୀମାନ୍ତ ସହର ମଣିପୁରରୁ ମ୍ୟାନ୍ମାର ପଳାଇ ଯାଇଥିବା ୨୦୦ରୁ ଅଧିକ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟୁଇଟ୍ କରି କହିଛନ୍ତି, ମେ’୩ରେ ଜାତିଗତ ହିଂସା ଆରମ୍ଭ ହେବା ପରେ…
ଋଷରୁ କମ୍ ଦରରେ ଗହମ କିଣିବ ଭାରତ
ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର ସରକାର…
ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା
ନୂଆଦିଲ୍ଲୀ,୧୮।୮: ଦେଶରେ ୫୦କୋଟି ଜନଧନ ଅକାଉଣ୍ଟ ଖୋଲା ଯାଇଛି। ୨୦୨୩, ଅଗଷ୍ଟ ୯ ସୁଦ୍ଧା ଏହା ୫୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ଜନଧନ ଆକାଉଣ୍ଟରେ ୫୬ଶତକଡା…
୭୫ ରାଜ୍ୟସଭା ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଓ ବଳତ୍କାର ମାମଲା: ଏଡିଆର ରିପୋର୍ଟ
ନୂଆଦିଲ୍ଲୀ,୧୮।୮: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ କୋଟିପତି ଅଟନ୍ତି। ଏହି ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ୨୩୩…
Archives


