ଗର୍ଜିଲେ ମୋଦି, କେସିଆରଙ୍କୁ କହିଲେ ଫାର୍ମ ହାଉସ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୭।୧୧: ଏକ ନୂତନ ସରକାର ବାଛିବା ପାଇଁ ନଭେମ୍ବର ୩୦ରେ ଦେଶର ଦକ୍ଷିଣ ରାଜ୍ୟ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ୪୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ଏବଂ ରାଜନୈତିକ ଦଳମାନେ ମଧ୍ୟ ନିଜର ବିଜୟ ଦାବି…
ମାଟ୍ରିକ ସାର୍ଟିଫିକେଟରୁ ଜନ୍ମ ତାରିଖର ପ୍ରମାଣ ମିଳିଲେ ଆବଶ୍ୟକ ନାହିଁ ଡିଏନଏ ଟେଷ୍ଟ: ହାଇକୋର୍ଟ…
ମୁମ୍ବାଇ,୨୭।୧୧ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଏକ ବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ମାଟ୍ରିକ ସାର୍ଟିଫିକେଟ ଜନ୍ମ ତାରିଖ ନିର୍ଣ୍ଣୟ କରିବା ପାଇଁ ପର୍ଯ୍ୟାପ୍ତ ଆଇନଗତ ପ୍ରମାଣ ଭାବରେ ବିବେଚନା କରାଯାଏ। କୋର୍ଟ କହିଛନ୍ତି ଯେଉଁଠାରେ ଏଭଳି ପ୍ରମାଣପତ୍ର ମିଥ୍ୟା ପ୍ରମାଣିତ ହୋଇ…
ସିଗାରେଟ ଦାମ ବଢ଼ାଇ ଦିଅ, ବଜେଟ ପୂର୍ବରୁ ଡାକ୍ତର-ଅର୍ଥନୀତିଜ୍ଞ କେନ୍ଦ୍ର ସରକାରଙ୍କୁ କଲେ ନିବେଦନ…
ନୂଆଦିଲ୍ଲୀ,୨୭।୧୧ : ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ। ୟୁନିଅନ…
ଅପହୃତ ଛାତ୍ରଙ୍କୁ ମାଡ଼ ପରେ ପରିସ୍ରା କଲେ ଅପହରଣକାରୀ: ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ
ମିରଟ,୨୭ା୧୧: ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ କେତେକ ଯୁବକ ମାଡ଼ ମାରିଥିଲେ। ପରେ ଛାତ୍ରଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାର…
ଶେଷ ହେବ ଆଇପିସି-ସିଆରପିସି: ଶୀତ ଅଧିବେଶନରେ ହେବ ଆଗତ…
ନୂଆଦିଲ୍ଲୀ,୨୭।୧୧ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୂର୍ବରୁ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ…
ଖମ୍ବରେ ଚଢ଼ିଥିବା ଲୋକଙ୍କୁ ଦେଖି ଭାଷଣ ଅଧାରେ ବନ୍ଦ କଲେ ପ୍ରଧାନମନ୍ତ୍ରୀ, କହିଲେ ପଡିଗଲେ ମୁଁ ଦୁଃଖିତ ହେବି, ଭିଡିଓ ଭାଇରାଲ…
ହାଇଦ୍ରାବାଦ,୨୭।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଅଧାରୁ ତାଙ୍କ ଭାଷଣ ବନ୍ଦ କରିବାକୁ ପଡିଛି। ଏଥର ମଧ୍ୟ ଏହାର କାରଣ ହେଲା ଲୋକମାନେ ଖମ୍ବ ଉପରକୁ ଚଢ଼ିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ…
ଭାଜପାର ୨୦୨୪ ଲୋକସଭା ବିଜୟ ଯୋଜନା: ଘର ବାହୁଡିବେ ୫ ହଜାରରୁ ଅଧିକ ବହିଷ୍କୃତ…
ନୂଆଦିଲ୍ଲୀ,୨୭।୧୧ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି। ସୋମବାର…
ସମ୍ପତ୍ତି ଟାଇଟଲ ହସ୍ତାନ୍ତରରେ ସେଲ୍ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନି ନୁହେଁ ପ୍ରର୍ଯ୍ୟାପ୍ତ, ମିଳିବନି ମାଲିକାନା ଅଧିକାର: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୭।୧୧ : ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। କୋର୍ଟଙ୍କ ଅନୁଯାୟୀ, କେବଳ…
ତାମିଲ ଟାଇଗର ପ୍ରଭାକରନ ଜୀବିତ: ଏମଡିଏମକେ ନେତାଙ୍କ ଦାବି…
ଚେନ୍ନାଇ,୨୭।୧୧ : ଶ୍ରୀଲଙ୍କା ସରକାର ଆନୁଷ୍ଠାନିକ ଭାବେ ଆତଙ୍କବାଦୀ ସଂଗଠନ ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ମୃତ୍ୟୁ ଘୋଷଣା କରିବା ପରେ ମାରୁମାଲାର୍କି ଦ୍ରାବିଡା ମୁନ୍ନେଟ୍ରା କାଜାଗାମ (ଏମଡିଏମକେ) ମହାସଚିବ ଭାଇକୋ ଏକ ଆଶ୍ଚର୍ଯ୍ୟଜନକ…
୧୫ ଦିନରେ ଦୋକାନରୁ ହଲାଲ ଉତ୍ପାଦ ହଟାଇବାକୁ ଯୋଗୀଙ୍କ ନିର୍ଦ୍ଦେଶ…
ଲକ୍ଷ୍ନୌ,୨୭।୧୧ : ରପ୍ତାନି ପାଇଁ ମାଂସ ଏବଂ ଦ୍ରବ୍ୟ ବ୍ୟତୀତ ହଲାଲ ସାର୍ଟିଫିକେଟ ଥିବାଖାଦ୍ୟ ସାମଗ୍ରୀ ହଟାଇବା ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଖୁଚୁରା ବ୍ୟବସାୟୀ ତଥା ସୁପରଷ୍ଟୋର ଚେନକୁ ୧୫ ଦିନିଆ ଅଲ୍ଟିମେଟମ ପ୍ରଦାନ କରିଛି। ଏହି…
ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ଶରଦ ପାଓ୍ବାର,ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୨୭।୧୧ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାୱାର ବର୍ଷା ମଧ୍ୟରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ, ଯାହା ଅକ୍ଟୋବର ୨୦୧୯ ରେ ଦେଇଥିବା ଏକ ନିର୍ଣ୍ଣାୟକ ଭାଷଣର ସ୍ମୃତିକୁ ଫେରାଇ ଆଣିଥିଲା। ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନ…
ଶାମି ଛାଡିବେ କ୍ରିକେଟ, ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା, ଶାହାଙ୍କୁ ଭେଟିଲେ…
ମୁମ୍ବାଇ,୨୭।୧୧ : ବିଶ୍ୱକପ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଖବରରେ ଅଛନ୍ତି। ଦିଲ୍ଲୀର ଏକ ଉତ୍ସବରେ ବୋଲର ମହମ୍ମଦ ଶାମି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଭେଟେରାନ ଫାଷ୍ଟ…

