ଆଧାର ତଥ୍ୟ ବ୍ୟକ୍ତିଗତ, ସ୍ତ୍ରୀ ମଧ୍ୟ ହାସଲ କରିପାରିବେ ନାହିଁ: କର୍ନାଟକ ହାଇକୋର୍ଟ
ବେଙ୍ଗାଲୁରୁ,୨୮।୧୧: ଆଧାର ତଥ୍ୟ ବ୍ୟକ୍ତିଗତ। ଏହାକୁ କୌଣସି ସମ୍ପର୍କୀୟ ଲୋକ ଜାଣିପାରିବେ ନାହିଁ। ଏପରିକି ନିଜ ସ୍ତ୍ରୀ ମଧ୍ୟ ନୁହେଁ। କର୍ନାଟକ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କେବଳ ବିବାହ ଆଧାରରେ…
ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟକୁ କୋର୍ଟ ବିଚାର ପାଇଁ ଗ୍ରହଣ ପାରିବେ ନାହିଁ: ହାଇକୋର୍ଟଙ୍କ ନିର୍ଦ୍ଦେଶ…
ମୁମ୍ବାଇ,୨୮।୧୧ : ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ପିଟିଶନରେ ଦାବି କରାଯାଇଥିଲା ପ୍ରତିବର୍ଷ ମହାରାଷ୍ଟ୍ରରେ ଅସୁରକ୍ଷିତ…
ଟନେଲରେ କିପରି ଫସିଗଲେ ୪୧ ଶ୍ରମିକ? ୧୭ ଦିନ ପୂର୍ବରୁ କ’ଣ ହୋଇଥିଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୨୭ା୧୧: ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଚାଲିଥିବା ଖୋଲିବା କାର୍ଯ୍ୟ ଶେଷ ହୋଇଛି। ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପ୍ରକ୍ରିୟା କିଛି ସମୟ ମଧ୍ୟରେ ଆରମ୍ଭ ହେବ। ଏପରି ପରିସ୍ଥିତିରେ, ସେମାନେ କିପରି ଏଠାରେ ଅଟକି ଗଲେ…
ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜ ପ୍ରଚାର କାର୍ଯ୍ୟରେ ଲଗାଇ ପାରିବେ: ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୮।୧୧: ମଙ୍ଗଳବାର ସୁପ୍ରିମକୋର୍ଟ ଏକ କଣ୍ଟ୍ରୋଲ ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡିଓପିଟି)ର ଏକ କାର୍ଯ୍ୟାଳୟ ସ୍ମାରକପତ୍ରକୁ ଖାରଜ କରିବା ପାଇଁ ଦାଖଲ କରାଯାଇଥିବା ପିଆଇଏଲର ବିଚାର କରିବାକୁ ମନା କରିଦେଇଛନ୍ତି। ଏହି ଆବେଦନରେ…
ପ୍ରଥମ UPI ଟ୍ରାନ୍ସଫର ୨,୦୦୦ ରୁ ଅଧିକ ହେଲେ ୪ ଘଣ୍ଟା ବିଳମ୍ବ ସମ୍ଭାବନା, ଠକେଇକୁ ରୋକିବା ପାଇଁ ପଦକ୍ଷେପ
ନୂଆଦିଲ୍ଲୀ,୨୭ା୧୧: ଭାରତରେ ଏବେ ଅନଲାଇନ କାରବାର ବଢିଚାଲିଥିବା ବେଳେ ଠକାମୀ ମଧ୍ୟ ବୃଦ୍ଧି ପାଇଛି। ଅନଲାଇନ୍ ପେମେଣ୍ଟ ଠକେଇ ରୋକିବା ପାଇଁ ସରକାର ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ କାରବାର ପାଇଁ ସର୍ବନିମ୍ନ…
”ରାହୁଲଙ୍କୁ ହଇରାଣ କରୁଥିବ ଏକୁଟିଆପଣ, କିଛି ଅସୁବିଧା ହେଲେ କହିବେ”: ଅସଦୁଦ୍ଦିନ ଓୱାଇସି
ତେଲଙ୍ଗାନା,୨୮।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ ତାରିଖରେ ମତଦାନ ହେବ। ଏହା ପୂର୍ବରୁ ସମସ୍ତ ଦଳ ପ୍ରଚାରରେ ଜୋର ଦେଇ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ବିଆରଓ, ଭାଜପା ଏବଂ ଏଆଇଏମଆଇଏମ…
ଟଙ୍କା ଉଡାଇ ବରଯାତ୍ରୀ ପ୍ରୋସେଶନରେ ଯାଉଥିଲେ ସାବଧାନ, କଟିବ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ
ନୂଆଦିଲ୍ଲୀ,୨୮।୧୧: ରାସ୍ତାରେ ଷ୍ଟଣ୍ଟ କରୁଥିବା ବାଇକ ଏବଂ କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ରାତିରେ ଗୌତମ ବୁଦ୍ଧ ନଗର ପୋଲିସ ଏମିତି ପାଞ୍ଚଟି କାର ଜବତ କରିଛି। ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଟ୍ରାଫିକ ନିୟମ…
ଦୂର ହେଲା ବାଧା, ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଡ ବୟାନ ଦେଲେ ମୁଖ୍ୟମନ୍ତ୍ରୀ
ଉତ୍ତରକାଶୀ,୨୮।୧୧: ସିଲକ୍ୟାରା ଟନେଲରେ ୪୧ ଜଣ ଶ୍ରମିକଙ୍କ ଜୀବନ ବିପଦରେ ଅଛି । ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଆସୁଛି ଯାହା କ୍ରମାଗତ ଭାବରେ ହଟାଯାଉଛି। ମଙ୍ଗଳବାର ମାନୁଆଲ ଡ୍ରିଲିଂ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର…
ଚତୁର୍ଥ ଶ୍ରେଣୀ ଛାତ୍ରକୁ କମ୍ପାସ୍ରେ ୧୦୮ ଥର ଭୁସିଲେ ସହପାଠୀ
ଇନ୍ଦୋର,୨୮ା୧୧:ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ପିଲାକୁ ତାଙ୍କର ୩ ଜଣ ସହପାଠୀ ଜ୍ୟାମିତି କମ୍ପାସ୍ରେ ୧୦୮ ଥର ଆକ୍ରମଣ କରିଛନ୍ତି। ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଏହାକୁ ଅତି ଗୁରୁତର ସହ ନେଇ ପୋଲିସ୍କୁ ତଦନ୍ତ…
ମହଙ୍ଗା ପଡିଲା ଟିମ ଇଣ୍ଡିଆର ପରାଜୟକୁ ନେଇ ଉତ୍ସବ ପାଳନ କରିବା
ଶ୍ରୀନଗର,୨୮।୧୧: ଜାମ୍ମୁ କଶ୍ମୀରର ଗାନ୍ଦରବଲରେ ଥିବା ଶେର-ଇ-କଶ୍ମୀର ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (SKUAST) ର ୭ଜଣ କଶ୍ମୀରୀ ଛାତ୍ର ନଭେମ୍ବର ୧୯ରେ ବିଶ୍ୱକପ କ୍ରିକେଟରେ ଭାରତ ହାରିବା ପରେ ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିବା ଓ ଉତ୍ସବ ପାଳନ…
ସୁନା ମୁଦି ଉପହାର ଦେଇଥିବା ମହିଳାଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ଭୋପାଳ,୨୮।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ବୁଦ୍ଧନୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ ପରେ ପ୍ରଥମଥର ପାଇଁ ଶିବରାଜ ବୁଦ୍ଧନୀ ପରିଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଅନନ୍ୟ ଶୈଳୀ ଦେଖିବାକୁ ମିଳିଥିଲା।…
୯୦୦ ବେଆଇନ ଗର୍ଭପାତ କରାଇଥିବା ଡାକ୍ତର ଗିରଫ
ବେଙ୍ଗାଲୁରୁ,୨୮।୧୧: ତିନି ବର୍ଷ ମଧ୍ୟରେ ୯୦୦ ବେଆଇନ ଗର୍ଭପାତ କରାଇଥିବା ଜଣେ ଡାକ୍ତର ଏବଂ ତାଙ୍କ ଲ୍ୟାବ ଟେକ୍ନିସିଆନଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦନ ବଲାଲ ଏବଂ ଲ୍ୟାବ ଟେକ୍ନିସିଆନ ନିସର ବୋଲି ଜଣାପଡିଛି। ଉଭୟ ଗର୍ଭପାତ…

