ଜାତୀୟ

ବିଧାୟକଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଦୌଡିଲେ ଯୁବକ:ଆଉ ତା’ପରେ

ନୂଆଦିଲ୍ଲୀ,୨୮।୧୧: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବା ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କ ମୋବାଇଲ୍‌ ଜଣେ ଯୁବକ ଛଡ଼ାଇ ନେବାକୁ ଚେଷ୍ଟା କରିଛନ୍ତି। ଅଭିଯୁକ୍ତ ଭାରତୀଙ୍କ ପକେଟରୁ ମୋବାଇଲ ଫୋନ…

ସୁଡ଼ଙ୍ଗରେ ମାନୁଆଲ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି। ସେମାନେ ସମାନ୍ତରାଳ ଦିଗରେ ଖନନ କରୁଥିବାବେଳେ ମେଶିନ୍‌ ସହାୟତାରେ ଭୂଲମ୍ବ ଦିଗରେ ମଧ୍ୟ ଖନନ…

୪ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା କରାଯିବ।…

ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କଲେ ଉପରାଷ୍ଟ୍ରପତି, କଂଗ୍ରେସ କହିଲା-‘ଲଜ୍ଜାଜନକ’

ନୂଆଦିଲ୍ଲୀ,୨୭ା୧୧: ସୋମବାର ଏକ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନା କରିଛନ୍ତି। ସେ ଦୁହିଁଙ୍କୁ କହିଥିଲେ କି ସମାନ୍ତରାଳ ଭାବେ ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ପୂର୍ବତନ “ମହାପୁରୁଷ” ଏବଂ ମୋଦିଙ୍କୁ…

ମତଦାନ କେନ୍ଦ୍ରକୁ ଭୋଟରମାନଙ୍କୁ ମାଗଣା ରାପିଡୋ ରାଇଡ୍

କଟକ,୨୭ା୧୧: ତେଲେଙ୍ଗାନାରେ ଚଳିତ ମାସ ୩୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ବାଇକ ଟ୍ୟାକ୍ସି ସେବା ଯୋଗାଉଥିବା ରାପିଡୋ ବଡ଼ ଘୋଷଣା କରିଛି। ମତଦାନ ଦିନ ହାଇଦ୍ରାବାଦ ସହରରେ ୨୬୦୦ ମତଦାନ କେନ୍ଦ୍ରକୁ ଭୋଟର ମାନଙ୍କୁ ମାଗଣାରେ ଟ୍ୟାକ୍ସି ସେବା…

ଦେବ ଦୀପାବଳି: ପୃଥିବୀରେ ସ୍ୱର୍ଗ ପରି ଦୃଶ୍ୟ, ୨୨ ଲକ୍ଷ ଦୀପ ସହିତ ଚମକିଲା କାଶୀ ଘାଟ

ନୂଆଦିଲ୍ଲୀ,୨୭ା୧୧: ବାରାଣାସୀରେ ଖୁବ ଧୁମଧାମରେ ପାଳନ ହୋଇଛି ଦେବ ଦୀପାବଳି। ସନ୍ଧ୍ୟା ଆସିବା ପରେ ଦୀପାଲୋକରେ ସହର ସ୍ୱର୍ଗ ପରି ଚମକିଛି। ଅପରାହ୍ନରୁ ଲୋକମାନେ ଘାଟରେ ଏକାଠି ହୋଇ ଏହି ଦିବ୍ୟ ଦୃଶ୍ୟକୁ ଦେଖିବାକୁ ଭିଡ଼ ଜମାଇଥିଲେ। ଉତ୍ତରପ୍ରଦେଶ ଗଙ୍ଗା କୂଳରେ…

ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର ଯୋଗ୍ୟତା…

ସହପାଠୀକୁ କମ୍ପାସରେ ୧୦୮ ଥର ଆକ୍ରମଣ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ମଧ୍ୟପ୍ରଦେଶ, ୨୭।୧୧: ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ସ୍କୁଲ ପିଲା ମାନଙ୍କର ଝଗଡ଼ାରୁ ଏକ ବଡ଼ ଘଟଣା ଘଟିଯାଇଛି। ତିନି ଚତୁର୍ଥ ଶ୍ରେଣୀର ଛାତ୍ର ମିଶି ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଆକ୍ରମଣ କରିଛନ୍ତି। ଏଥିରେ ସେମାନଙ୍କ ମନ ନଭରିବାରୁ…

ଓଡ଼ିଶାର ଗୌରବମୟ ଇତିହାସକୁ ମନେପକାଇଲେ ବିଏଚୟୁ ଛାତ୍ରୀଛାତ୍ର

ବାରାଣସୀ,୨୭।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ)ରେ ପାଳନ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରୀଛାତ୍ର ଏବଂ…

ମୋଦିଙ୍କୁ ନେଇ ଟିଏମ୍‌ସି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, କ୍ରାଶ୍‌ ନ ହୋଇଯାଉ ତେଜସ୍‌ ବିମାନ

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଜସ୍‌ ବିମାନ ଚଳାଇବାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାନ୍ତନୁ ସେନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶାନ୍ତନୁ କହିଛନ୍ତି, ମୁଁ ଟିକେ ଭୟଭୀତ ଅନୁଭବ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ…

ଆସୁଛି ଆଉ ଏକ ବଡ଼ ପ୍ରତିବନ୍ଧକ: ଉତ୍ତରକାଶୀରେ ବର୍ଷା ସାଙ୍ଗକୁ ତୁଷାରପାତ ସମ୍ଭାବନା, ୟେଲୋ ୱାର୍ନିଂ ଜାରି

ଉତ୍ତରକାଶୀ,୨୭ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୬ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ସମ୍ଭବ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ରବିବାରଠାରୁ ପାହାଡ଼ ଉପରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।…

ଭାଜପା ସହ ମେଣ୍ଟ କରିବାକୁ ଚାହୁଁଥିଲେ କେସିଆର୍‌: ମୋଦି

ହାଇଦ୍ରାବାଦ୍‌,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଭାଜପା ସହ ମେଣ୍ଟ କରିବାକୁ ଚାହୁଁଥିଲେ, କିନ୍ତୁ ଆମେ ଏହା କରିବାକୁ ଦେଇ ନାହୁଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଲଙ୍ଗାନାର ମହାବୁବାଦ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?