ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ଶରଦ ପାଓ୍ବାର,ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୨୭।୧୧ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାୱାର ବର୍ଷା ମଧ୍ୟରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ, ଯାହା ଅକ୍ଟୋବର ୨୦୧୯ ରେ ଦେଇଥିବା ଏକ ନିର୍ଣ୍ଣାୟକ ଭାଷଣର ସ୍ମୃତିକୁ ଫେରାଇ ଆଣିଥିଲା। ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନ…
ଶାମି ଛାଡିବେ କ୍ରିକେଟ, ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା, ଶାହାଙ୍କୁ ଭେଟିଲେ…
ମୁମ୍ବାଇ,୨୭।୧୧ : ବିଶ୍ୱକପ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଖବରରେ ଅଛନ୍ତି। ଦିଲ୍ଲୀର ଏକ ଉତ୍ସବରେ ବୋଲର ମହମ୍ମଦ ଶାମି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଭେଟେରାନ ଫାଷ୍ଟ…
ନିର୍ବାଚନ ଯୋଗୁ ରାଜ୍ୟ ହରାଇପାରନ୍ତି ପୁଞ୍ଜିଗତ ଖର୍ଚ୍ଚ , ୩୫ ପ୍ରତିଶତ ବୃଦ୍ଧି…
ନୂଆଦିଲ୍ଲୀ,୨୭।୧୧ : ଆସନ୍ତା ବର୍ଷ ରାଜ୍ୟ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ରାଜସ୍ବ ହ୍ରାସ ପାଇ ଅନେକ ରାଜ୍ୟ ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ଖର୍ଚ୍ଚ ଲକ୍ଷ୍ୟକୁ ହରାଇ ପାରନ୍ତି। ଆଇସିଆରଏ ରିପୋର୍ଟ ଅନୁଯାୟୀ, ବର୍ଷର ପ୍ରଥମାର୍ଦ୍ଧରେ ରାଜ୍ୟଗୁଡିକର ପୁଞ୍ଜି ବ୍ୟୟ…
ବିଦେଶରେ ବିବାହ ଆୟୋଜନ ନ କରିବାକୁ ପରାମର୍ଶ
ନୂଆଦିଲ୍ଲୀ,୨୭ା୧୧: ବିଦେଶରେ ବିବାହ ଆୟୋଜନ କରିବା କେତେକ ଧନୀ ପରିବାର ପାଇଁ ଏକ ପ୍ରବୃତ୍ତିରେ ପରିଣତ ହୋଇଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି। ବିଦେଶରେ ବିବାହ ଆୟୋଜନ କରିବା କ’ଣ ଜରୁରୀ କି ବୋଲି ସେ…
ସୁଡ଼ଙ୍ଗ ଉପରୁ ଖନନ ଆରମ୍ଭ
ନୂଆଦିଲ୍ଲୀ,୨୭ା୧୧: ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସିଲ୍କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସିରହିଥିବାବେଳେ ସେମାନଙ୍କୁ ବାହାର କରିବା ପାଇଁ ଏତେଦିନ ହେଲା ଚାଲିଥିବା ସମାନ୍ତରାଳ ଖନନ ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ…
ଚଣ୍ଡିଗଡ଼ ଅଭିମୁଖେ ବିଶାଳ ଚାଷୀ ରାଲି
ଚଣ୍ଡିଗଡ଼,୨୭ା୧୧: କୃଷି ଆଇନ ବିରୋଧରେ ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନର ତୃତୀୟ ବାର୍ଷିକୀ ଅବସରରେ ଚଣ୍ଡିଗଡ଼ରେ ବିଶାଳ ବିକ୍ଷୋଭ ହେବାକୁ ଯାଉଛି। ପଞ୍ଜାବ ଓ ହରିୟାଣାରୁ ବହୁସଂଖ୍ୟାରେ ଚାଷୀ ଏହି ୩ ଦିନିଆ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦିଲ୍ଲୀ ଆନ୍ଦୋଳନ ସମୟରେ କୃଷକ…
ସୁଡ଼ଙ୍ଗ ଉପରୁ ଆରମ୍ଭ ହେଲା ଖନନ କାର୍ଯ୍ୟ
ନୂଆଦିଲ୍ଲୀ,୨୬ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ ହୋଇଛି। ଉପରୁ ଖନନ…
କେବଳ ହେଲମେଟ ଲଗାଇ ନ ଥିଲେ ନୁହେଁ ଏଇ ଛୋଟିଆ ଭୁଲ ପାଇଁ ବି କଟିପାରେ ଚାଲାଣ!
ନୂଆଦିଲ୍ଲୀ,୨୬।୧୧: ଅନେକ ଥର, ସଠିକ ସୂଚନାର ଅଭାବ ହେତୁ, ଲୋକଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ ଏବଂ ସେମାନଙ୍କ ପକେଟକୁ ଏହା ଖୁବ ଧକ୍କା ଦିଏ ଠିକ ଯେପରି ଅନେକ ବାଇକ ଆରୋହୀ ହେଲମେଟ ପିନ୍ଧିବା ପରେ ଭାବନ୍ତି ଯେ ବର୍ତ୍ତମାନ…
ମଲ୍ଲିକାର୍ଜ୍ଜୁନ ରବର ଷ୍ଟାମ୍ପ ପାର୍ଟି ଅଧ୍ୟକ୍ଷ: ଅମିତ ମାଲବିୟ
ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ବିଭାଗର ଦାୟିତ୍ୱରେ ଥିବା ଅମିତ ମାଲବିୟ ଅଭିଯୋଗ କରିଛନ୍ତି ଯେ ମଲ୍ଲିକାର୍ଜୁନ ଖାର୍ଗେ ଜଣେ ଦଲିତ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ତାଙ୍କର ଏକ ଭିଡିଓ…
ଦେଶର ନାଗରିକ କୋର୍ଟ ଆସିବାକୁ ଭୟ କରିବାର ଆବଶ୍ୟକତା ନାହିଁ: ସିଜେଆଇ
ନୂଆଦିଲ୍ଲୀ,୨୬।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ରବିବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ‘ଲୋକ ଅଦାଲତ’ ଭାବରେ କାର୍ଯ୍ୟ କରିଛନ୍ତି। ଦେଶର ନାଗରିକମାନେ କୋର୍ଟକୁ ଯିବାକୁ ଭୟ କରିବା ଉଚିତ ନୁହେଁ କିମ୍ବା ଏହାକୁ ଶେଷ ବିକଳ୍ପ…
ମୋଦିଙ୍କ ରାଲିରେ ଅସମ୍ଭାଳ ଭିଡ଼: ଖମ୍ବ ଉପରେ ଚଢ଼ିଗଲେ ଲୋକେ, ପ୍ରଧାନମନ୍ତ୍ରୀ କହିଲେ…
ହାଇଦ୍ରାବାଦ୍,୨୬।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରୁଛନ୍ତି। ରବିବାର ତେଲଙ୍ଗାନାର ନିର୍ମଲ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ରାଲିରେ କିଛି ଲୋକ ଖମ୍ବ ଉପରକୁ ଚଢ଼ିଯାଇଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ…
ଆମ ଯବାନ ଶହୀଦ ହେଉଛନ୍ତି, ସେପଟେ ପ୍ରଧାନମନ୍ତ୍ରୀ କରୁଛନ୍ତି ଜେଟ୍ ବିମାନ ଟ୍ରାଏଲ: ଓଓ୍ବାଇସି
ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍ ବିମାନ ଟ୍ରାଏଲ୍ କରିବାକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଓଓ୍ବାଇସି ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ ଆମ ଯବାନ ଶହୀଦ ହେଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜେଟ୍ ବିମାନ ଟ୍ରାଏଲ କରୁଛନ୍ତି।

