ଅଭିନେତା ବିଜୟକାନ୍ତଙ୍କ ପରଲୋକ: କରୋନା ଯୋଗୁ ଭେଣ୍ଟିଲେଟରରେ ଥିଲେ
ଚେନ୍ନାଇ,୨୮।୧୨: ଅଭିନେତାରୁ ରାଜନେତା ପାଲଟିଥିବା ବିଜୟକାନ୍ତଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କୁ କରୋନା ହୋଇଥିଲା। ଏହା ପରେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧…
ପାର୍ଲେ-ଜି ପ୍ୟାକେଟରୁ ହଟିଲା ପାର୍ଲେ-ଗାର୍ଲର ଫଟୋ!
ନୂଆଦିଲ୍ଲୀ,୨୮।୧୨: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ ଅଧିକାଂଶ…
କଂଗ୍ରେସ ଉପରେ ଚଡ଼କ: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଯୋଡିଲା ଇଡି…
ଲକ୍ଷ୍ନୌ,୨୮।୧୨ : ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି। ଇଡି ଚାର୍ଜସିଟରେ ରୋବର୍ଟ…
ନାଗପୁରରେ ଆଜି ୨୦୨୪ ନିର୍ବାଚନର ବିଗୁଲ ବଜାଇବ କଂଗ୍ରେସ: ଖାର୍ଗେ-ସୋନିଆ-ରାହୁଲ ହେବେ ସାମିଲ
ନାଗପୁର,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ଲାଗି ମହାରାଷ୍ଟ୍ରର ନାଗପୁର ସହରରୁ ଗୁରୁବାର ଏକ ବିଶାଳ ରାଲି ଜରିଆରେ ନିର୍ବାଚନ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ଦଳର ୧୩୯ତମ ପ୍ରତିଷ୍ଠା ଦିବସ ଅବସରରେ ‘ହେ ତୟାର ହମ୍’…
ଶାଶୁଘରେ ବୋହୂଙ୍କ ପ୍ରତି ଖରାପ ବ୍ୟବହାର ଯୌତୁକ ନିର୍ଯାତନା ନୁହେଁ: ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୮।୧୨ : କର୍ନାଟକର ଏକ ଯୌତୁକ ଉତ୍ପୀଡନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଣ୍ଶାଶୁ ଘରେ ଜଣେ ବୋହୂଙ୍କୁ…
ଅବସର ନେବେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ୪ବିଚାରପତି, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ସିଜେଆଇ
ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ଦେଶରେ ଅନେକ କିଛି ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିବ। ୫ବର୍ଷ ପରେ ପୁଣି ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି କୋର୍ଟ-କଚେରୀ ମାମଲାରେ କେଇଜଣ ବିଚାରପତି ଅବସର ନେବାକୁ…
ଡମ୍ପରକୁ ଧକ୍କା ଦେବା ପରେ ବସ୍ରେ ଲାଗିଗଲା ନିଆଁ: ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ,୧୫ ଗୁରୁତର
ଗୁନା,୨୮।୧୨: ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବେ ପ୍ରାୟ…
ବଡ଼ ଚାକିରି ପାଇଲେ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର
ପାଟନା,୨୮।୧୨: କୁଇଜ୍ ଶୋ’ କୌନ୍ ବନେଗା କରୋଡପତି(କେବିସି) କଥା ଯେତେବେଳେ ବି ମନକୁ ଆସେ, ବିହାରର ସୁଶୀଲ କୁମାର ନାଁ ନିଶ୍ଚିତ ଭାବରେ ମନକୁ ଆସେ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ
ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ…
ଡିସେମ୍ବର ୩୦ରେ ଭାରତ ବନ୍ଦ ଡାକରା
ଜାମସେଦପୁର,୨୭ା୧୨: ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍ଏ ସେମାନଙ୍କ ସମର୍ଥନରେ…
ରାମ ମନ୍ଦିର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଦାନ କଲେ ଭିକାରି
ଅଯୋଧ୍ୟା,୨୭।୧୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶ ତଥା ବିଶ୍ୱରୁ ସହାୟତା ଗ୍ରହଣ କରାଯାଉଛି। ଲୋକମାନେ ପବିତ୍ର କାର୍ଯ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଟଙ୍କା ପଠାଉଛନ୍ତି। ଏହି ପର୍ଯ୍ୟାୟରେ କାଶୀ ଏବଂ ପ୍ରୟାଗରାଜରୁ ଶହ ଶହ ଭିକାରୀ ମଧ୍ୟ…
ଅଯୋଧ୍ୟା ରେଳ ଷ୍ଟେଶନ ନାଁ ହେଲା ପରିବର୍ତ୍ତନ
ଅଯୋଧ୍ୟା,୨୭।୧୨: ଅଯୋଧ୍ୟା ରେଳ ଷ୍ଟେଶନର ନାମ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାର ଭାଜପା ଏମ୍ପି ଲାଲୁ ସିଂଙ୍କ ବୁଧବାର ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ…

