ଜାତୀୟ

ଆସିବ ଭାରତ ଚାଉଳ: ଦାମ କିଲୋପିଛା ୨୫ ଟଙ୍କା…

ନୂଆଦିଲ୍ଲୀ,୨୭।୧୨ : ଭରତ ଅଟା ଏବଂ ଭାରତ ଡାଲି ପରେ ବର୍ତ୍ତମାନ ଭାରତ ଚାଉଳ ବାଜାରକୁ ଆସିବାକୁ ଯାଉଛି। ମୁଦ୍ରାସ୍ଫୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ନ ପଡ଼ିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ବଜାରରେ ଯେତେ ମୁଦ୍ରାସ୍ଫୀତି ବିସ୍ତାର…

ରାପିଡୋ ଡ୍ରାଇଭର ବାହାରିଲେ ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର, ମହିଳା କହିଲେ ଆଶ୍ଚର୍ଯ୍ୟକର କାହାଣୀ…

ବେଙ୍ଗାଲୁରୁ,୨୭।୧୨: ‘ୟେ ବେଙ୍ଗାଲୁରୁ ହେ ଭୟା, ୟହାଁ କୁଛ ଭି ସମ୍ଭବ ହେ’… ସୋସିଆଲ ମିଡିଆ ଏକ୍ସରେ ଏପରି ପୋଷ୍ଟ କରି କିଛି ଆଶ୍ଚର୍ଯ୍ୟକର କାହାଣୀର ଖୁଲାସା କରିଛନ୍ତି ଶ୍ରୁତି ବସବା ନାମକ ମହିଳା। ମହିଳା ଜଣକ ପୋଷ୍ଟରେ କହିଛନ୍ତି, ନିକଟରେ…

ଚିନ୍ତା ବଢାଇଲାଣି କରୋନା: ୨୪ ଘଣ୍ଟାରେ ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ, ୭ ରାଜ୍ୟରେ କାୟା ବିସ୍ତାର କରିସାରିଲାଣି ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ,୨୭।୧୨: ପୁଣିଥରେ ଭାରତରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ଭାରତରେ ୫୨୯ ଟି ନୂଆ କରୋନା ମାମଲା ରେକର୍ଡ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୪୦୯୩ରେ ପହଞ୍ଚିଛି। ଏଥିସହିତ ତିନି…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିବା ଏକ ଅପରାଧ: ସ୍ବାମୀଙ୍କୁ ୧୦ ହଜାର ଡଲାର ଜରିମାନା ଲାଗୁ କଲେ କୋର୍ଟ…

ବେଙ୍ଗାଲୁରୁ,୨୭।୧୨ : ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦…

ଘନ କୁହୁଡି ଯୋଗୁ ୧୧୦ରୁ ଅଧିକ ବିମାନ, ୨୫ ଟ୍ରେନ ପ୍ରଭାବିତ

ନୂଆଦିଲ୍ଲୀ,୨୭।୧୨: ବଢୁଥିବା ଥଣ୍ଡା ମଧ୍ୟରେ ଦିଲ୍ଲୀ ସମେତ ପୂରା ଏନ୍‌ସିଆରରେ ଘନ କୁହୁଡି ଯାତାୟାତ ଉପରେ ପ୍ରଭାବ ପକାଉଛି। ଯାନବାହାନରେ ଯାତ୍ରା କରୁଥିବା ଲୋକମାନେ ଏହି ସମୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ-ନୋଏଡା ରାସ୍ତାରେ ବୁଧବାର ସକାଳେ ଘନ କୁହୁଡି…

ପିଏଫ ଆକାଉଣ୍ଟରୁ କରୋନା ଆଡଭାନ୍ସ ସୁବିଧା ଏବେ ବନ୍ଦ: ଇପିଏଫଓ ନେଲା ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୧୨ : ଇପିଏଫଓର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇପିଏଫଓ ଏବେ କରୋନା ଆଡଭାନ୍ସ ସୁବିଧା ବନ୍ଦ କରି ଦେଇଛି। କରୋନା ମହାମାରୀ ସମୟରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏହାର ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ପିଏପ ଆକାଉଣ୍ଟରୁ…

‘ଭାରତ ନ୍ୟାୟ ଯାତ୍ରା’ କରିବେ ରାହୁଲ ଗାନ୍ଧୀ, ଜାନୁୟାରୀ ୧୪ରୁ ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବେ। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ…

ଘନ କୁହୁଡ଼ି ଯୋଗୁ ଦେଖା ଗଲାନି ରାସ୍ତା: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ୩ ବସ-୨ କାର-୧ ଟ୍ରକ ଧକ୍କା…

ଲକ୍ଷ୍ନୌ,୨୭।୧୨: ଘନ କୁହୁଡ଼ି ଯୋଗୁ ଲକ୍ଷ୍ନୌରେ ବଡ଼ ସମସ୍ୟା ଦେଖା ଦେଇଛି। ଘନ କୁହୁଡ଼ି ଯୋଗୁ ବିଭିନ୍ନ ଜିଲାରୁ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ବୁଧବାର ସକାଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ୨୪୦ରେ ଦୁର୍ଘଟଣା ଘଟିଛି। ୬ଟି ଗାଡି ପରସ୍ପର ସହ…

ନାବାଳକଙ୍କୁ ଜୀବିତ କରିବା ପାଇଁ ଲୁଣ ବସ୍ତାରେ ଭର୍ତ୍ତି କଲେ ମୃତଦେହ, ସୋସିଆଲ ମିଡିଆରୁ ମିଳିଲା ଆଇଡିଆ, ତା’ ପରେ…

ବେଙ୍ଗାଲୁରୁ,୨୭।୧୨: ବିଂଶ ଶତାଦ୍ଦୀର ଆଧୁନିକ ଯୁଗରେ ପହଞ୍ଚିଲେ ବି ମଣିଷ ଆଜି ବି ଅନ୍ଧବିଶ୍ୱାସକୁ ମାନିଥାଏ। ଅନ୍ଧବିଶ୍ୱାସର ମିଛ ମାୟାରେ ଫସି ରହି ଧନ୍ଦି ହେବା ସହ ମିଛ ପ୍ରଳାପ କରେ। ଅନ୍ଧ ବିଶ୍ୱାସରୁ ଆହୁରି କ୍ଷତିକାରକ ହ୍ବାଟସଆପ ୟୁନିଭରସିଟିରୁ ଆସୁଥିବା…

ମାସ୍କ, ଭ୍ୟାକ୍ସିନ, ଆଇସୋଲେଶନ … ଜେଏନ୍‌.୧ ଭାରିଆଣ୍ଟର ବିପଦ ମଧ୍ୟରେ ନିର୍ଦ୍ଦେଶାବଳୀ ଜାରି କଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୭।୧୨:କର୍ନାଟକରେ କୋଭିଡ -୧୯ର ସବ-ଭାରିଆଣ୍ଟ ଜେଏନ୍‌.୧ର ବୃଦ୍ଧି ମାମଲା ମଧ୍ୟରେ ସରକାର ସତର୍କ ମୋଡରେ ଅଛନ୍ତି। କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗଠନ କରିଥିବା ଉପ-କମିଟି ମଙ୍ଗଳବାର କୋଭିଡ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା,…

ଡବ୍ଲୁଏଫଆଇ ବିବାଦ ମଧ୍ୟରେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨୭।୧୨: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ନେଇ ବିବାଦ ଦେଖାଦେଇଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସକାଳେ ହରିୟାଣାର ଝାଜ୍ଜର ଜିଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ବିରେନ୍ଦ୍ର ଆର୍ଯ୍ୟ ଆଖଡା ଯାଇ ବଜରଙ୍ଗ ପୁନିଆ…

ନିଲମ୍ବନକୁ ଅସ୍ତ୍ର କରିଥିଲା ଶାସକ ଦଳ

ନୂଆଦିଲ୍ଲୀ,୨୭ା୧୨(ପି.ଟି.): ଗଣତନ୍ତ୍ରକୁ ଦୁର୍ବଳ କରିବା, ପାର୍ଲାମେଣ୍ଟ ବ୍ୟବସ୍ଥାକୁ ନଷ୍ଟ କରିବା ଏବଂ ସମ୍ବିଧାନର ତଣ୍ଟି ଚିପିଦେବା ପାଇଁ ଏମ୍‌ପିମାନଙ୍କ ନିଲମ୍ବନକୁ ଶାସକ ଦଳ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?