ଜାତୀୟ

ଦିଲ୍ଲୀରେ ଲଜ୍ୟା: ୯ବର୍ଷ ଶିଶୁକୁ ବଳାତ୍କାର ପରେ ହତ୍ୟାକଲେ ଘର ମାଲିକ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ବର୍ଷର ବାଳିକା ସହ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଝିଅଟି ତାଙ୍କ ପରିବାର ସହିତ ଉତ୍ତର ଦିଲ୍ଲୀର ସ୍ବରୂପ ନଗରରେ ଏକ ଭଡା ଘରେ ରହୁଥିଲେ। ଏଠାରେ ଝିଅର ୫୨ବର୍ଷିୟ ଘର ମାଲିକ ତାଙ୍କୁ…

ଜଗଦୀପ ଧନଖଡଙ୍କ ମିମିକ୍ରିକୁ ନେଇ ବଢିଲା ବିବାଦ, ସରକାର କହିଲେ ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୨୦।୧୨: ଲୋକ ସଭା ଓ ରାଜ୍ୟ ସଭାରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି। ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ କରୁଥିବା ବିରୋଧୀ ପ୍ରଦର୍ଶନ ସମୟରେ କରାଯାଇଥିବା ଅନୁକରଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭାଜପା…

ରାମ ମନ୍ଦିରର ଭବ୍ୟ ଉଦଘାଟନ ସମାରୋହରେ ବିଶେଷ ଅତିଥି ହେବେ ଭଜନ ସମ୍ରାଟ ଅନୁପ ଜଲୋଟା

ମୁମ୍ବାଇ,୨୦।୧୨: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଅର୍ଥାତ୍‌ ୨୨ ଜାନୁୟାରୀ ୨୦୨୪ରେ ହେବ। ରାମ ମନ୍ଦିରର ଉଦଘାଟନକୁ ନେଇ ସମସ୍ତେ ବହୁତ ଉତ୍ସାହିତ…

ଜାନୁୟାରୀରୁ ହୋଇପାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ୨.୦

ନୂଆଦିଲ୍ଲୀ,୨୦ା୧୨: ଲୋକ ସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ଲାଗି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହ ପରେ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ…

ଦିଲ୍ଲୀର ଅନଧିକୃତ କୋଠା ସମ୍ପର୍କିତ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୦ା୧୨: ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍‌ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ଏଏପି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣା

ଜୟପୁର,୨୦।୧୨: ରାଜସ୍ଥାନର ନବ ନିର୍ବାଚତ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ମଙ୍ଗଳବାର ଭରତପୁର ଆସିଥିଲେ। ଭରତପୁରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବାସଭବନକୁ ଯାଇ ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଭରତପୁରର ସର୍କିଟ ହାଉସରେ ପହଞ୍ଚିଥିଲେ। ଭାରତପୁରର…

ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି…

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍‌

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ ମାମଲାରେ ତାଙ୍କୁ ଏହି ନୋଟିସ୍‌ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ…

୧୪୧ ଏମପିଙ୍କୁ ନିଲମ୍ବନ: ଅପ୍ରତ୍ୟାଶିତ ନା ଯୋଜନାବଦ୍ଧ, ଦେଶର ରାଜନୈତିକ ମହଲ ଉଷ୍ଣ…

ନୂଆଦିଲ୍ଲୀ,୧୯।୧୨ : ଗୋଟିଏ ପଟେ ବିରୋଧୀ ଏମପିଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନକୁ ଜୋରଦାର କରୁଥିବାବେଳେ ଏକ ସମୟରେ ପ୍ରଶ୍ନ ଉଠିଛି କି ବିରୋଧୀ ନିଜେ ଏହି ନିଲମ୍ବନ କରିଛନ୍ତି କି? ଯଦି ହଁ ତେବେ କାହିଁକି? ବାସ୍ତବରେ, ବିରୋଧୀ ଏମପିମାନେ…

କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଇଣ୍ଡିଆର ଚିନ୍ତା ବଢ଼ିଲା, ବୈଠକ ଶେଷ…

ନୂଆଦିଲ୍ଲୀ,୧୯।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ ଦଳ ମଙ୍ଗଳବାର ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି ସମ୍ଭାବ୍ୟ ମିଳିତ ମଞ୍ଚରେ ଆଲୋଚନା କରିଛି।…

Video: ଗର୍ଭବତୀ ମହିଳା ଏବଂ ଦେଢ଼ ବର୍ଷର ଶିଶୁକୁ ହେଲିକପ୍ଟରରେ ଉଦ୍ଧାର କଲା ବାୟୁସେନା

ଚେନ୍ନାଇ,୧୯।୧୨: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ଚାରି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ ବାୟୁସେନା ଜଣେ ଗର୍ଭବତୀ ମହିଳା ଏବଂ ଜଣେ ଦେଢ଼…

ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୧୯।୧୨ : ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?