ଜାତୀୟ

ଚିଟ୍‌ଫଣ୍ଡ ମାମଲାରେ ଯେଉଁ ଆଇପିଏସ୍‌ଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ, ମମତା ତାଙ୍କୁ କଲେ ଡିଜିପି

କୋଲକାତା,୨୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ସମୟରେ ରାଜୀବ କୋଲକାତା ପୋଲିସ କମିଶନର ଭାବେ ନିଯୁକ୍ତ ଥିଲେ।…

ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମ ବନ୍ଦ, ୟୁଜିସି ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ,୨୭।୧୨: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। କଲେଜଗୁଡ଼ିକ ସହିତ ୟୁଜିସି…

ଭାରତୀୟ କୁସ୍ତି ସଂଘର କାର୍ଯ୍ୟ ପରିଚାଳନା ପାଇଁ ଆଡ ହକ୍ କମିଟି ଗଠନ କଲା ଭାରତୀୟ ଅଲମ୍ପିକ ଆସୋସିଏସନ

ନୂଆଦିଲ୍ଲୀ,୨୭।୧୨ : ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରିବାର କିଛି ଦିନ ପରେ ଆଡ ହକ୍ କୁସ୍ତି କମିଟି ଗଠନ କରିଛି କ୍ରୀଡା ମନ୍ତ୍ରଳାୟ। ବିରୋଧ ପ୍ରଦର୍ଶନ ମଧ୍ୟରେ କୁସ୍ତି ସଂଘକୁ ନିଲମ୍ବନ କରିଦିଆଯାଇଥିଲା। ଡବ୍ଲୁଏଫ୍ଆଇର ନବ ନିର୍ବାଚିତ ପ୍ରଶାସନକୁ ନିଲମ୍ବନ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍‌ଏସ୍‌ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍‌ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି…

ଜମ୍ମୁ-କଶ୍ମୀର ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର: ମୁସଲିମ ଲିଗ ବ୍ୟାନ…

ନୂଆଦିଲ୍ଲୀ,୨୭।୧୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ବାସ୍ତବରେ ଜମ୍ମୁ-କଶ୍ମୀରରେ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ଏହି ଘୋଷଣା…

ସଡକ ଦୁର୍ଘଟଣାରେ ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକ, ଭିଡିଓ ଭାଇରାଲ

ଆଗ୍ରା,୨୭।୧୨: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଛି। ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବାରୁ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଥିଲା।…

ଶିବରାଜ ଛାଡିଲେ ଶ୍ୟାମଳା ହିଲ୍ସ, ଏବେ ଏହା ହେବ ନୂଆ ଠିକଣା…

ଭୋପାଳ,୨୭।୧୨ : ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଶ୍ୟାମଳା ହିଲ୍ସ ଖାଲି କରିଛନ୍ତି। ସେ ବଙ୍ଗଳା ଖାଲି କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଗୋଶାଳାରେ ଗୋମାତାଙ୍କର ଦର୍ଶନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ସୁକ୍ଷ୍ମ ଅଭିଜିତ ଶୁଭ ମୁହୁର୍ତ୍ତ…

ଅଯୋଧ୍ୟା,୨୭।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଯେଉଁଥି ପାଇଁ ୨୨ ଜାନୁଆରୀ ୨୦୨୪ ତାରିଖ ସ୍ଥିର କରାଯାଇଛି। କିନ୍ତୁ ବିଶେଷ କଥା ହେଉଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୮୪ ସେକେଣ୍ଡର ସୁକ୍ଷ୍ମ ଶୁଭ…

ଖୁସି ଖବର: ସୁନା ହେବ ଶସ୍ତା, ସରକାର ନେଲେ ଏହି ବଡ ପଦକ୍ଷେପ…

ନୂଆଦିଲ୍ଲୀ,୨୭।୧୨ : ଲୋକଙ୍କ ପାଇଁ ଖୁସି ଖରବ ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ବାବଦରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ…

ସାର କାରଖାନାରୁ ଏମୋନିଆ ଗ୍ୟାସ ଲିକ: ଚେତା ହରାଇଲେ ବହୁ ଲୋକ, ହସ୍ପିଟାଲରେ ଭର୍ତ୍ତି…

ଚେନ୍ନାଇ,୨୭।୧୨ : ୨୬ ଡିସେମ୍ବର ୨୦୨୩ ମଙ୍ଗଳବାର ରାତିରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ଏନନୋରରେ ଆତଙ୍କ ଦେଖାଦେଇଥିଲା, ଯେତେବେଳେ ସମଗ୍ର ଅଞ୍ଚଳରୁ ଏକ ଅଜବ ଗନ୍ଧ ବାହାରିବାକୁ ଲାଗିଲା ଏବଂ ସେହି ଗନ୍ଧ ଯୋଗୁଁ ଅନେକ ଲୋକ ଚେତାଶୂନ୍ୟ ହୋଇଗଲେ। କିଛି…

ଆସିବ ଭାରତ ଚାଉଳ: ଦାମ କିଲୋପିଛା ୨୫ ଟଙ୍କା…

ନୂଆଦିଲ୍ଲୀ,୨୭।୧୨ : ଭରତ ଅଟା ଏବଂ ଭାରତ ଡାଲି ପରେ ବର୍ତ୍ତମାନ ଭାରତ ଚାଉଳ ବାଜାରକୁ ଆସିବାକୁ ଯାଉଛି। ମୁଦ୍ରାସ୍ଫୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ନ ପଡ଼ିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ବଜାରରେ ଯେତେ ମୁଦ୍ରାସ୍ଫୀତି ବିସ୍ତାର…

ରାପିଡୋ ଡ୍ରାଇଭର ବାହାରିଲେ ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର, ମହିଳା କହିଲେ ଆଶ୍ଚର୍ଯ୍ୟକର କାହାଣୀ…

ବେଙ୍ଗାଲୁରୁ,୨୭।୧୨: ‘ୟେ ବେଙ୍ଗାଲୁରୁ ହେ ଭୟା, ୟହାଁ କୁଛ ଭି ସମ୍ଭବ ହେ’… ସୋସିଆଲ ମିଡିଆ ଏକ୍ସରେ ଏପରି ପୋଷ୍ଟ କରି କିଛି ଆଶ୍ଚର୍ଯ୍ୟକର କାହାଣୀର ଖୁଲାସା କରିଛନ୍ତି ଶ୍ରୁତି ବସବା ନାମକ ମହିଳା। ମହିଳା ଜଣକ ପୋଷ୍ଟରେ କହିଛନ୍ତି, ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?