ଜାତୀୟ

ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ ଏସପି ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ…

ଉଦ୍ଧବଙ୍କୁ ଝଟକା ଦେଲା କଂଗ୍ରେସ

ମୁମ୍ବାଇ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ୨୩ ଟି ଆସନ ଲାଗି ସହଯୋଗୀ ଶିବସେନା (ୟୁବିଟି) ର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଇଣ୍ଡିଆ ଆଲାଇନ୍ସର ବୈଠକରେ ଶିବସେନା ୨୩ଟି ଆସନ ଦାବି କରିଛି।…

ଚା’ ମାଗିବାରୁ ସ୍ବାମୀଙ୍କର ଏଭଳି ଅବସ୍ଥା କଲେ ସ୍ତ୍ରୀ, ଜାଣନ୍ତୁ ପୂରା ଘଟଣା…

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶର ବାଗପତ ଜିଲାରେ ଘଟିଥିବା ଏକି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଘଟଣାକୁ ସେମାନଙ୍କର ସୋସିଆଲ ଆକାଉଣ୍ଟ ଫେସବୁକ, ଏକ୍ସ ଏବଂ ଇନଷ୍ଟାଗ୍ରାମ ଇତ୍ୟାଦିରେ ବହୁଳ ମାତ୍ରାରେ ପୋଷ୍ଟ କରୁଛନ୍ତି । ବାସ୍ତବରେ…

ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ ଶକ୍ତିର…

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ହେଉ ସାର୍ବଜନିକ ଛୁଟି: ମୋଦିଙ୍କୁ ସାଧୁଙ୍କ ଚିଠି…

ଲକ୍ଷ୍ନୌ,୨୮।୧୨ : ୨୨ ଜାନୁୟାରୀ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଯେଉଁଥିପାଇଁ ପ୍ରଶାସନ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛି। ଏହି ସମୟ ମଧ୍ୟରେ ଅଯୋଧ୍ୟାଠାରୁ କାଶୀ ପର୍ଯ୍ୟନ୍ତ ସମସ୍ତ ସାଧୁମାନେ କେନ୍ଦ୍ର…

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ମନା କଲେ ସଞ୍ଜୟ ରାଉତ: କହିଲେ ଭାଜପା ରାଲିକୁ ମୁଁ କାହିଁକି ଯିବି…

ମୁମ୍ବାଇ,୨୮।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣକୁ ନେଇ ଏକ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କଠାରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ଶିବସେନା (ୟୁବିଟି) ର ରାଜ୍ୟସଭା ଏମପି ମଧ୍ୟ…

ଜନ ଧନ ଯୋଜନାରେ ୧୦ କୋଟି ଆକାଉଣ୍ଟ ଇନଆକ୍ଟିଭ, ଅଧାରୁ ଅଧିକ ରହିଛି ମହିଳାଙ୍କର…

ନୂଆଦିଲ୍ଲୀ,୨୮।୧୨ : କେନ୍ଦ୍ର ସରକାର ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଦ୍‌ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ହେଉଛି ଏହିପରି ଏକ ଯୋଜନା, ଯାହା ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା…

୨୪ ଘଣ୍ଟାରେ ୬ ଜୀବନ ନେଲା କରୋନା: ପ୍ରତି ଘଣ୍ଟାରେ ଚିହ୍ନଟ ହେଉଛନ୍ତି ଜଣେ ନୂଆ ରୋଗୀ

ନୂଆଦିଲ୍ଲୀ,୨୮।୧୨: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୯୨ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପ୍ରତି ଘଣ୍ଟାରେ ଦେଶରେ କୋଭିଡ୍‌ର ୨୮ଟି ନୂଆ ମାମଲା ଦେଖିବାକୁ ମିଳୁଛି। ଏହି ସମୟରେ ସକ୍ରିୟ ମାମଲା ୪୦୯୭କୁ ବୃଦ୍ଧି ପାଇଛି। ଗତ ୨୪…

ଗର୍ଭ ଗୃହରେ ପ୍ରତିଷ୍ଠା ହେବ ରାମଲଲାଙ୍କ ନୂଆ ମୂର୍ତ୍ତି, କେଉଁଠି ରହିବ ପୁରୁଣା ପ୍ରତିମା?

ଅଯୋଧ୍ୟା,୨୮।୧୨: ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ଲଲାଙ୍କ ପ୍ରତିମୂର୍ତ୍ତି। ୨୦୨୪ ଜାନୁଆରୀ ୨୨ରେ ହେବ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାମ ଲଲାଙ୍କର ଦୁଇଟି ମୂର୍ତ୍ତି ରହିଛି ।…

ଯୋଗୀ ସରକାରଙ୍କ ବଡ ଘୋଷଣା: ରାମନଗରୀ ଅଯୋଧ୍ୟାରେ ଆଉ ହେବ ନାହିଁ ମଦ ବିକ୍ରି…

ଲକ୍ଷ୍ନୌ,୨୮।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏହି ଅଞ୍ଚଳରେ ମଦ ବିକ୍ରିକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟା ର ୮୪ କୋସି…

ହାଫିଜଙ୍କୁ ଆମକୁ ପ୍ରତ୍ୟର୍ପଣ କର: ଭାରତର ଦାବି ନେଇ ଅଡୁଆରେ ପାକିସ୍ତାନ…

ନୂଆଦିଲ୍ଲୀ,୨୮।୧୨ : ଲଶ୍କରରୁ ଆରମ୍ଭ କରି ଜୈଶ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଶରଣ ଦେଇ ସହାୟତା କରୁଥିବା ପାକିସ୍ତାନ ନିକଟରେ ଭାରତ ଏକ ବଡ ଦାବି କରିଛି। ଭାରତ ସରକାର ପାକିସ୍ତାନକୁ ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ତଥା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ…

ମନ୍ତ୍ରିମଣ୍ଡଳ ଭଙ୍ଗ କରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ ନୀତୀଶ: ରାଜନୈତିକସ୍ତରରେ ଚର୍ଚ୍ଚା ଜୋର ଧରିଲା…

ପାଟନା,୨୭।୧୨ : ବିହାରରେ ଶାସକ ମିଳିତ ମେଣ୍ଟର ମୁଖ୍ୟ ଭାଗିଦାରୀ ଜନତା ଦଳ ୟୁନାଇଟେଡ (ଜେଡିୟୁ) ମଧ୍ୟରେ ବାଦବିବାଦ ଲାଗି ରହିଛି। ବର୍ତ୍ତମାନ ବଡ ଖବର ସୂତ୍ରରୁ ପ୍ରକାଶ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରୀ ପରିଷଦକୁ ବିଲୋପ କରିବାକୁ ଯୋଯନା କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?