ଜାତୀୟ

ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ ପ୍ରତିବନ୍ଧକ…

ନୂଆବର୍ଷରେ ଖୁସି ଖବର : ୨୦୨୪ ବର୍ଷରେ ସୁନା ପାଲଟିବ ନିବେଶର ଉପଯୁକ୍ତ ବିକଳ୍ପ…

ନୂୂଆଦିଲ୍ଲୀ,୩୧।୧୨ : ନୂଆବର୍ଷରେ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। ରିପୋର୍ଟ ଅନୁସାରେ ସୁନାରେ ନିବେଶ ପାଇଁ ନୂତନ ବର୍ଷ ୨୦୨୪ ଆଶା ଜନକ ରହିବ ବୋଲି କୁହାଯାଉଛି। ପ୍ରକାଶିତ ରିପୋର୍ଟ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୨୦୨୪…

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କ…

୯ମାସରେ ପିଇଛନ୍ତି ୧୩୦୮କୋଟି ଟଙ୍କାର ମଦ, ନୂଆବର୍ଷରେ ରେକର୍ଡ ଭାଙ୍ଗିବେ ନୋଏଡାବାସୀ

ନୋଏଡା,୩୧।୧୨: ପୁରୁଣା ବର୍ଷ ୨୦୨୩ ସରବାକୁ ଆଉ କେଇ ଘଣ୍ଟା ବାକି ଅଛି। ଏହାପରେ ପଦାର୍ପଣ କରିବ ୨୦୨୪। ତେବେ ଚଳିତ ବର୍ଷ ୯ମାସରେ ନୋଏଡାବାସୀ କୋଟି କୋଟି ଟଙ୍କାର ମଦ ପିଇଛନ୍ତି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ନୋଏଡାବାସୀ ୯ମାସ…

ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି ଏବଂ…

ପୁଣି ନୂଆ ଲହର ଆଶଙ୍କା ଘନେଇଲା: ୨୨୭ ଦିନ ପରେ ଭାରତରେ ସର୍ବାଧିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୧ ନୂଆ ମାମଲା ରିପୋର୍ଟ…

ନୂଆଦିଲ୍ଲୀ,୩୧।୧୨ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢ଼ିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତିତ ଅଛନ୍ତି॥ ଗତ ୧୦ ଦିନର ତଥ୍ୟରୁ ଜଣାପଡ଼ିଛି ପ୍ରତିଦିନ ହାରାହାରି ୫୦୦-୬୦୦ ନୂଆ ମାମଲା ରିପୋର୍ଟ କରାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରବିବାର…

ଭଗବାନ ଶ୍ରୀରାମଙ୍କ ମାଲିକ ପାଲଟିବାକୁ ଚାହୁଁଛି ଭାଜପା: ସଞ୍ଜୟ ରାଉତଙ୍କ ମନ୍ତବ୍ୟ…

ମୁମ୍ବାଇ,୩୧।୧୨ : ଉଦ୍ଧବ ଠକୁରେଙ୍କ ନେତୃତ୍ୱାଧୀନ ଶିବସେନା ଏମପି ସଞ୍ଜୟ ରାଉତ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭଗବାନ ରାମଙ୍କର ଉତ୍ସବ ପାଳନ କରିବା ପାଇଁ କାହାକୁ ଭାଜପାର ନେତୃତ୍ୱର ଦରକାର ନାହିଁ। ଲାଗୁଛି ଅଯୋଧ୍ୟାରୁ ପ୍ରଧାନମନ୍ତ୍ରୀ…

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ ଆମରୋହା,୩୧।୧୨: ଉତ୍ତରପ୍ରଦେଶର ଆମରୋହାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳୁଥିବା ସମୟରେ ଜଣେ ୧୦ମଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଖେଳିବା ସମୟରେ ସେ ଥଣ୍ଡାପାଣି ପିଇ…

ଭାରତ ଇନୋଭେଶନର ହବ୍‌ ପାଲଟିଛି: ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ୧୦୮ ତମ ତଥା ୨୦୨୩ ବର୍ଷର ଶେଷ ସଂସ୍କରଣ ରବିବାର ପ୍ରସାରିତ ହୋଇଛି। ଏହି ଅବସରରେ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୧୦୮…

ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସର ସର୍ବୋଚ୍ଚ ସ୍ତରରେ: ଗୋଟିଏ ବର୍ଷରେ ୫୮ ବିଲିୟନ ଡଲାର ବୃଦ୍ଧି…

ନୂଆଦିଲ୍ଲୀ,୩୧।୧୨ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୧୫.୯୭…

ମଣିପୁରରେ ପୁଣି ହିଂସା: ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ, ଜଣେ ମୃତ

ଇମ୍ଫାଲ,୩୧।୧୨: ମଣିପୁରରେ ପୁଣି ହିଂସା । ଶନିବାର ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି।…

କାନାଡା ଗ୍ୟାଙ୍ଗ୍‌ଷ୍ଟର ଲଖ୍‌ବୀରଙ୍କୁ ଆତଙ୍କବାଦୀ ଘୋଷଣାକଲା କେନ୍ଦ୍ର

ନୂଆଦିଲ୍ଲୀ,୩୧ା୧୨: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ନୂଆଦିଲ୍ଲୀ ଏବଂ ଓଟାଓ୍ବା ମଧ୍ୟରେ କୂଟନୈତିକ ସ୍ତରରେ ଉତ୍ତେଜନା ଲାଗିରହିଥିବାବେଳେ କାନାଡ଼ାରେ ଥାଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଗ୍ୟାଙ୍ଗ୍‌ଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ କେନ୍ଦ୍ର ସରକାର ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?