ବଢୁଥିବା କରୋନା ସଂକ୍ରମଣ ଆଣିପାରେ ହାର୍ଟ ଫେଲ୍ୟୁୟର ମହାମାରୀ, ସତର୍କ କରାଇଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୩୧।୧୨: ସାରା ବିଶ୍ୱରେ କରୋନାଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଏହି ବିସ୍ଫୋରଣର ମୁଖ୍ୟ କାରଣ ଭାବରେ ଓମିକ୍ରନର ଜେଏନ.୧ ଭାରିଏଣ୍ଟକୁ ବିବେଚନା କରାଯାଉଛି, ଯେଉଁ କାରଣରୁ ଚାଇନା, ସିଙ୍ଗାପୁର, ଆମେରିକା ଏବଂ ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ଦ୍ରୁତ…
ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥ, ଏସଟିଏଫ ମୁଖ୍ୟଙ୍କୁ ବୋମାରେ ଉଡାଇ ଦେବାକୁ ଧମକ
ଲକ୍ଷ୍ନୌ,୩୧।୧୨: ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟଙ୍କୁ ବୋମାମାଡ଼ କରାଯିବ ବୋଲି ଧମକ ଦିଆଯାଇଥିଲା। ଭାରତ କୃଷକ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଛି। ଦେବେନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରାଯିବ…
ରାମ ମନ୍ଦିର ନାଁରେ ହେଉଛି ଲୁଟ! କ୍ୟୁଆର କୋଡ ସ୍କାନର ପୋଲ ଖୋଲିଲେ ଭିଏଚପି ନେତା ବିନୋଦ ବଂଶଲ
ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ମନ୍ଦିରରେ ହେବାକୁ ଯାଉଛି, ଯେଉଁଥିରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ରାମ ମନ୍ଦିର…
୧୬ ତମ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର, ଅରବିନ୍ଦ ପାନାଗରିଆ ହେବେ ଅଧ୍ୟକ୍ଷ
ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ୧୬ ତମ ଅର୍ଥ ଆୟୋଗ ଗଠନ କରିଛନ୍ତି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଆୟୋଗ ଅରବିନ୍ଦ ପାନାଗରିଆଙ୍କୁ ଅର୍ଥ ଆୟୋଗର ଅଧ୍ୟକ୍ଷ କରାଯାଇଛି। ଏହା ବ୍ୟତୀତ ରିତଭିକ୍ ରଂଜନମ୍ ପାଣ୍ଡେଙ୍କୁ ଆୟୋଗର ସଚିବ କରାଯାଇଛି। ପରେ ଆୟୋଗର…
ଘରେ ଜାମ ତିଆରି କଲେ ରାହୁଲ, କହିଲେ ଭାଜପାବାଲାଙ୍କୁ ବି ମିଳିବ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୧୨: ବର୍ଷ ୨୦୨୩ଶେଷ ହେବାକୁ ଯାଉଛି । ବର୍ଷର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ ହୋଇଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିବ। ଭିଡିଓରେ ରାହୁଲ ପ୍ରିୟଙ୍କା ଗାନ୍ଧୀଙ୍କ…
୨୦୨୪ରେ ସୁନା ଦାମ୍ ୭୦,୦୦୦ ଟଙ୍କା ଛୁଇଁବା ସମ୍ଭାବନା, ଆକଳନ କଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୩୧।୧୨: ବଢିଚାଲିଥିବା ସୁନା ଦାମ୍ ବର୍ଷ ୨୦୨୪ରେ ୧୦ ଗ୍ରାମ ପ୍ରତି ୭୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଲାଗି ରହିଥିବା ଅସ୍ଥିରତା ଏବଂ ଧିମା ଅର୍ଥନୀତି ମଧ୍ୟରେ ଭାରତୀୟ ଟଙ୍କା ସ୍ଥିର ଥିବା…
ନୂଆବର୍ଷ ରେଭ ପାର୍ଟିରେ ପୋଲିସ ଚଢ଼ାଉ, ୫ ଯୁବତୀଙ୍କ ସମେତ ୧୦୦ ଅଟକ…
ମୁମ୍ବାଇ,୩୧।୧୨ : ନୂଆ ବର୍ଷ ଅବସରରେ ମୁମ୍ବାଇର ଠାଣେରେ ଆୟୋଜିତ ହୋଇଥିବା ରେଭ ପାର୍ଟିକୁ ପୋଲିସ ନଷ୍ଟ କରି ଦେଇଛି। ଠାଣେ କ୍ରାଇମ ବ୍ରାଞ୍ଚ ନୂଆ ବର୍ଷ ଅବସରରେ ଏକ ରେଭ ପାର୍ଟି ପାଇଁ ଏକାଠି ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ…
ଛାଡପତ୍ର ମାମଲାକୁ ଏକତରଫା ପ୍ରତ୍ୟାହାର କରିପାରିବେନି ସ୍ତ୍ରୀ ଅବା ସ୍ବାମୀ: ହାଇକୋର୍ଟ…
ନୂଆଦିଲ୍ଲୀ,୩୧।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପରସ୍ପର ସହମତ ହୋଇଥିବା ଛାଡପତ୍ର ସମାଧାନ ଚୁକ୍ତିରୁ ସ୍ତ୍ରୀ ଅବା ସ୍ବାମୀ ଏକପାଖିଆ ପ୍ରତ୍ୟାହାର କରିବା ଅନ୍ୟ ପକ୍ଷଙ୍କ ପାଇଁ ମାନସିକ ନିର୍ଯାତନା ପାଲଟି ଥାଏ। ଜଷ୍ଟିସ ସୁରେଶ କୁମାର କୈତ ଏବଂ…
ରାମମନ୍ଦିର ଉଦଘାଟନ ପୁଲଓ୍ବାମା ଭଳି ଯୋଜନାବଦ୍ଧ କାର୍ଯ୍ୟକ୍ରମ, ଭୋଟରଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ: କର୍ନାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…
ବେଙ୍ଗାଲୁରୁ,୩୧।୧୨ : କର୍ନାଟକ ମନ୍ତ୍ରୀ ଡି ସୁଧାକର ତାଙ୍କ ବିବୃତ୍ତି ନେଇ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପୁଲୱାମା ଆକ୍ରମଣ ପରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାମ ମନ୍ଦିର ନିର୍ମାଣ କେବଳ…
ଝିଅମାନଙ୍କ ଲୁହଠାରୁ ବଡ଼ ନୁହେଁ ରାଜନୈତିକ ଫାଇଦା: ମୋଦିଙ୍କୁ କହିଲେ ରାହୁଲ…
ନୂଆଦିଲ୍ଲୀ,୩୧।୧୨ : ବିଶ୍ୱ ପଦକ ବିଜେତା କୁସ୍ତି ଖେଳାଳି ଭିନେଶ ଫୋଗାଟ ଶନିବାର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଭିନେଶ ଏହି ଉଭୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ବାହାରେ ରଖିବାକୁ ଚାହୁଁଥିଲେ କିନ୍ତୁ ପୋଲିସ…
ତେହରିକ୍-ଏ-ହୁରିୟତ ବ୍ୟାନ୍
ନୂଆଦିଲ୍ଲୀ,୩୧ା୧୨: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଭାରତ ସରକାର ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ…
ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର
ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ ପ୍ରତିବନ୍ଧକ…

