ଜାତୀୟ

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ…

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୧: ନୂତନ ବର୍ଷ (୨୦୨୪) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ‘ସମସ୍ତଙ୍କୁ ଏକ…

ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗରରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୩୧ା୧୨: ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି। ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ ୨୦୦…

୩୩ ମହଲାରୁ ଖସିପଡ଼ିଲେ ସଫ୍ଟଓ୍ବେର ଇଞ୍ଜିନିୟର

ବେଙ୍ଗାଲୁରୁ,୩୧ା୧୨: ବେଙ୍ଗାଲୁରୁର କେଆର୍‌ ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଖସିପଡ଼ି ପ୍ରାଣ ହରାଇଛନ୍ତି। ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ଦିବ୍ୟାଂଶୁ ଶର୍ମା ସିଗାରେଟ୍‌ ପାଉଁଶ ତଳକୁ ପକାଇବାକୁ ଉଦ୍ୟମ…

ବିସ୍ଫୋରଣ ଧମକ ପରେ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ,୩୧ା୧୨: ନୂଆବର୍ଷ ପାଳନ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯିବ। ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏଭଳି ଧମକ ଦେଇଛନ୍ତି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସହରରେ ହାଇଆଲର୍ଟରେ ଜାରି କରାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏଭଳି…

୨୦୨୪ରେ ରାମଙ୍କ ସହ ହେବ ବିରୋଧୀଙ୍କ ମୁକାବିଲା: ଭାଜପା

ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ କରିବାକୁ ଆରଏସଏସ-ଭାଜପା-ଭିଏଚପି ସମସ୍ତ ଶକ୍ତି ଲଗାଇଛି। ପ୍ରତ୍ୟେକ ଜିଲାଠାରୁ ପ୍ରତ୍ୟେକ ରାଜ୍ୟରେ ମଣ୍ଡାଲ ଏବଂ ବୁଥ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରି ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର…

ଭଗବାନ ରାମ ଉଭୟ ହୀନ୍ଦୁ-ମୁସଲମାନଙ୍କ ପୂର୍ବଜ: ବାବା ରାମଦେବ

ନୂଆଦିଲ୍ଲୀ,୩୧।୧୨: ଆମରୋହାରେ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ରାମ ସମସ୍ତଙ୍କର। ରାମ ହେଉଛନ୍ତି ଆମର ଆତ୍ମ ସମ୍ମାନ, ଜାତିର ପରିଚୟ, ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ସେ ହେଉଛନ୍ତି ପରମେଶ୍ୱର। ରାମ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ପୂର୍ବଜ। ମହାରାଣୀ…

ପାକିସ୍ତାନୀମାନେ ମଧ୍ୟ ରାମଙ୍କୁ ଘୃଣା କରନ୍ତି ନାହିଁ: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବିରୋଧୀ ଦଳର ନେତାମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା ଉଚିତ କିନ୍ତୁ ତାଙ୍କୁ ଘୃଣା କରିବା ଉଚିତ ନୁହେଁ। ମୁଁ…

ରାହୁଲ ଗାନ୍ଧୀ ଜଣେ ସାଧାରଣ ଏମ୍‌ପି, ତାଙ୍କୁ ଏତେ ଗୁରୁତ୍ୱ ଦେବା ଉଚିତ୍‌ ନୁହେଁ: ଲକ୍ଷ୍ମଣ ସିଂ

ଭୋପାଳ,୩୧।୧୨: ରାହୁଲ ଗାନ୍ଧୀ ଜଣେ ସାଧାରଣ କର୍ମୀ ତଥା ଏମ୍‌ପି। ତେଣୁ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ କଂଗ୍ରେସର ପୂର୍ବତନ ଏମ୍‌ପି ଲକ୍ଷ୍ମଣ ସିଂ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ ମଧ୍ୟପ୍ରଦେଶର…

ପଶ୍ଚିମବଙ୍ଗ କଂଗ୍ରେସ ଭାଜପାର ଦଲାଲ: କୁନାଲ ଘୋଷ

କୋଲକାତା,୩୧।୧୨: ଆସନ୍ତା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ଆଲାଇନ୍ସ ଦଳ ମଧ୍ୟରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହାପୂର୍ବରୁ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ରବିବାର କଂଗ୍ରେସ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି।…

ଆମେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିନାହୁଁ: ସିଦ୍ଦରମୈୟା

ବେଙ୍ଗାଲୁରୁ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମନ୍ଦିର ନିର୍ମାଣକୁ ସମର୍ଥନ କରିଛନ୍ତି। ସେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ନିର୍ମାଣ ବିରୋଧୀ ନୁହଁନ୍ତି ବୋଲି କହିଛନ୍ତି। କନ୍ନଡ ଭାଷା ବିରୋଧରେ ହୋଇଥିବା ବିରୋଧ…

ବଢୁଥିବା କରୋନା ସଂକ୍ରମଣ ଆଣିପାରେ ହାର୍ଟ ଫେଲ୍ୟୁୟର ମହାମାରୀ, ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୩୧।୧୨: ସାରା ବିଶ୍ୱରେ କରୋନାଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଏହି ବିସ୍ଫୋରଣର ମୁଖ୍ୟ କାରଣ ଭାବରେ ଓମିକ୍ରନର ଜେଏନ.୧ ଭାରିଏଣ୍ଟକୁ ବିବେଚନା କରାଯାଉଛି, ଯେଉଁ କାରଣରୁ ଚାଇନା, ସିଙ୍ଗାପୁର, ଆମେରିକା ଏବଂ ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?