ଜାତୀୟ

ମାଟି ଘରେ ରହୁଥିବା ବାବୁଲାଲ ହେଲେ କ୍ୟାବିନେଟ ମନ୍ତ୍ରୀ, ୩ ବର୍ଷ ତଳେ ତାଙ୍କ ମୃତ୍ୟୁ ଖବର ହୋଇଥିଲା ପ୍ରଚାର…

ଜୟପୁର,୩୦।୧୨ : ରାଜସ୍ଥାନରେ ନବ ଗଠିତ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ଶନିବାର ହୋଇଛି। ଏଥିରେ ୧୨ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ଏଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ବାବୁଲାଲ ଖରାଡି ଯିଏ ଝାଡୋଲର ବିଧାୟକ। ମନ୍ତ୍ରିମଣ୍ଡଳରେ ବାବୁଲାଲଙ୍କୁ…

ଅଯୋଧ୍ୟାରୁ ପ୍ରଥମ ବିମାନ ଉଡ଼ାଣ: ଜୟ ଶ୍ରୀରାମ କହି ଯାତ୍ରୀଙ୍କୁ ସ୍ବାଗତ କଲେ ପାଇଲଟ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ନୂଆଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଇଣ୍ଡିଗୋ ବିମାନର ପ୍ରଥମ ଉଡ଼ାଣରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ…

ପ୍ରଧାନମନ୍ତ୍ରୀ ଫେରିବା ପରେ ଫୁଲକୁଣ୍ଡ ବୋହି ନେଲେ ଲୋକେ, ପୋଲିସ ସାଜିଲେ ନୀରବ ଦ୍ରଷ୍ଟା, ଭିଡିଓ ଭାଇରାଲ…

ଅଯୋଧ୍ୟା,୩୦।୧୨ : ଶନିବାର ରାମ ନଗରୀ ଅଯୋଧ୍ୟା ପାଇଁ ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାସ୍ତାରେ ଏକ ରୋଡ ଶୋ କରିଥିଲେ। ଏହି ସମୟରେ ସେ ଅଯୋଧ୍ୟା ଠାରୁ ହନୁମାନଗରୀ ଦେଇ ଲକ୍ଷ୍ନୌ- ଗୋରଖପୁର ରାଜପଥ ଦେଇ…

୨୨ ଜାନୁୟାରୀରେ ଅଯୋଧ୍ୟା ନ ଆସିବାକୁ ମୋଦିଙ୍କ ନିବେଦନ, କାରଣ ଜାଣିଲେ…

ଅଯୋଧ୍ୟା,୩୦ା୧୨: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଯାଇ ଏଠାରେ ଜନସାଧାରଣଙ୍କ ପାଇଁ ଉପହାରର ଏକ ବାକ୍ସ ଖୋଲିଥିଲେ। ମୋଦି ଏଠାରେ ଏକ ରୋଡ୍‌ ଶୋ’ ଆୟୋଜନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନେକ ବଡ଼ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।…

ଯେତେବେଳେ ବ୍ରେକଫାଷ୍ଟରେ ଅମୃତଭଣ୍ଡା ମାଗିଥିଲେ ଇନ୍ଦିରା ଗାନ୍ଧୀ, ପୋଲିସ ଗାଡିରେ ଆଣିବାକୁ ଯାଇଥିଲେ ସେଫ୍‌, ମଜାଦାର ଘଟଣା ବଖାଣିଲେ ଇନ୍ଦିରାଙ୍କ ସେଫ୍‌

ନୂଆଦିଲ୍ଲୀ,୩୦।୧୨: ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରିଟ୍ରିଟ ପାଇଁ ୪୦ରୁ ଅଧିକ ଦେଶର ପ୍ରମୁଖ ନେତାଙ୍କ ସହ ବୈଠକ କରୁଥିଲେ। ଗୋଆର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବା ପାଇଁ ଗୋଆରେ ଏହି ବୈଠକ ଆୟୋଜିତ ହୋଇଥିଲା। ତେବେ ଏହି…

ମୋଦି ଖେଳିଲେ ଦଳିତ କାର୍ଡ: ମୀରାଙ୍କ ଘରେ ପିଇଲେ ଚା‘, ଭାଇରାଲ ହେଲା ଭିଡିଓ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟା ଗସ୍ତରେ ଅଛନ୍ତି। ଏଠାରେ ସେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ଧାମ ରେଳ ଜଙ୍କସନର ଉଦଘାଟନ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କ ଘରେ ଅଟକି ରହି ଚା…

ଫଟୋରେ ମୋ ମୁହଁ କ୍ରୋଧିତ ଦେଖା ଯାଉଛି, ଚା ପିଇବାକୁ ଦିଅ, କିଛି ଖାଇବାକୁ ଆଣିଛ : ଛାତ୍ରଙ୍କୁ କହିଲେ ମୋଦି,ଭିଡିଓ ଭାଇରାଲ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଲୋକଙ୍କୁ ଉପହାର ଦେଇଛନ୍ତି। ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୨ଟି ଅମୃତ ଭାରତ ଏବଂ ୬ ଟି ବନ୍ଦେ ଭାରତ…

କେବଳ ହିନ୍ଦୁଙ୍କର ନୁହନ୍ତି, ସାରା ପୃଥିବୀର ଭଗବାନ ହେଉଛନ୍ତି ଶ୍ରୀରାମ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୩୦।୧୨ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସମର୍ପଣ ପୂର୍ବରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଭଗବାନ ଶ୍ରୀରାମ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଶ୍ୱର ସମସ୍ତ ଲୋକଙ୍କର ଅଟନ୍ତି। ଅବଦୁଲ୍ଲା କହିଛନ୍ତି ଭଗବାନ ରାମ…

ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…

କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ ଏଭଳି…

୬ ବନ୍ଦେ ଭାରତ ସମେତ ୮ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ…

ଡରାଉଛି କରୋନା, ୭ ମାସର ରେକର୍ଡ ଭାଙ୍ଗିଲା ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୩୦।୧୨: କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ-୧୯, ଜେଏନ.୧ ର ନୂତନ ପ୍ରକାର ୯ଟି ରାଜ୍ୟରେ ବ୍ୟାପିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…

ବେଙ୍ଗାଲୁରୁ,୩୦।୧୨: ରୁମମେଟ୍‌ କିମ୍ବା ଫ୍ଲାଟମେଟ୍‌ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍‌ ସହ ରୁମ୍‌ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?