ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଏତିକି ଅତିଥି: ଅତିଥିମାନଙ୍କ ତାଲିକାରେ ରହିଛି…
ଜାମନଗର,୧।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି।…
ଜାତି-ଧର୍ମକୁ ନେଇ ମାଗନ୍ତୁ ନାହିଁ ଭୋଟ୍: ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ଇସି କହିଛନ୍ତି, ପ୍ରଚାର ସମୟରେ ଜାତି, ଧର୍ମ ଏବଂ ଭାଷା ଆଧାରରେ ଭୋଟ ମାଗନ୍ତୁ ନାହିଁ କିମ୍ବା…
ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା
କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍ ପୂର୍ବରୁ ଟିଏମ୍ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ…
ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା
ନୂଆଦିଲ୍ଲୀ,୧।୩: ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ। ଏହାକୁ…
ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…
ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ ଲଗାତାର ଦେଶ କ୍ଷମତାର କମାଣ ସମ୍ଭାଳିଥିବା ମୋଦି ଏବେ ଚଳିତ ନିର୍ବାନଚରେ ସେହି ବିଜୟୀ…
କାଫେରେ ଆଇଇଡି ବିସ୍ଫୋରଣ: ୯ ଗୁରୁତର
ବେଙ୍ଗାଲୁରୁ,୧।୩: ବେଙ୍ଗାଲୁରୁର କୁଣ୍ଡାଲାହାଲି ଅଞ୍ଚଳରେ ଥିବା ଲୋକପ୍ରିୟ ରାମେଶ୍ୱରମ୍ କାଫେରେ ଶୁକ୍ରବାର ଆଇଇଡି ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ଜଣ ଗୁରୁତର ହୋଇଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ…
Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…
ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ। ଯାତ୍ରୀ ଯେପରି ସୁବିଧାରେ ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ ସେଥିପାଇଁ ଇଣ୍ଡିଆନ ରେଲଓ୍ବେ ଅନେକ…
ପରିବାର ଲୋକଙ୍କ ସହ ମିଶି ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କ ସହ ମା’ଙ୍କୁ ଗିରଫ କଲା ପୋଲିସ
ମଥୁରା,୧।୩: ଉତ୍ତରପ୍ରଦେଶର ମଥୁରାର ଏକ ରାସ୍ତା କଡ଼ରୁ ଜଳନ୍ତା କାର୍ ସହ ପୋଡି ଯାଇଥିବା ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ କରିଛି।…
ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…
ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଯାଏଁ ଛୁଟି…
ରାଜସ୍ଥାନର ସମସ୍ତ ୨୫ଟି ଆସନରେ ଭାଜପାର ଟିକେଟ ଚୂଡ଼ାନ୍ତ, ୧୦ ସିଟ୍ରେ ନୂଆ ମୁହଁ
ଜୟପୁର,୧ା୩: ଭାଜପା ଆସନ୍ତା ଲୋକ ସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ଦଳ ସୂତ୍ରରୁ ପ୍ରକାଶ ଯେ, ସମସ୍ତ ୨୫ଟି ଆସନରେ ନାମ ଚୂଡାନ୍ତ ହୋଇଛି, ସେଥିମଧ୍ୟରୁ ୧୦ଟି ସିଟ୍ରେ ନୂଆ ମୁହଁ ଆସିବ। ସମସ୍ତଙ୍କ ନାମ ଖୁବ୍ଶୀଘ୍ର…
ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ…
ସ୍ତ୍ରୀ ପିନ୍ଧୁ ନ ଥିଲେ ସ୍ବାମୀଙ୍କ ପସନ୍ଦର ଶାଢୀ, ହୋଇଗଲା ଛାଡପତ୍ର!
ଆଗ୍ରା,୧।୩: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମନଲାଖି ଶାଢୀ ନ ପିନ୍ଧିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ଦେଖାଯାଇଛି। କଥା ଯାଇ ପହଞ୍ଚିଛି ଥାନାରେ। ଥାନାରେ ବ୍ୟକ୍ତିଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଦାବି କରିଛନ୍ତି।…

