ରାଜନୀତି ଛାଡ଼ିଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡ଼ା
ବେଙ୍ଗାଲୁରୁ,୯ା୧୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଭାଜପା କେନ୍ଦ୍ରୀୟ ନେତୃତ୍ୱ କହିଥିଲେ। ପରେ ସେ ନିର୍ବାଚନୀରୁ ଓହରିଯାଇଛନ୍ତି। ବରିଷ୍ଠ ନେତା ତଥା ଭାଜପା ସଂସଦୀୟ ବୋର୍ଡ ସଦସ୍ୟ ବି.ଏସ୍.…
ସିଜେଆଇ ଭାବେ ୧ ବର୍ଷ ପୂରଣ କଲେ ଜଷ୍ଟିସ୍ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ,୯ା୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଗୁରୁବାର ବର୍ଷେ ପୂରଣ କରିଛନ୍ତି। ଦେଶର ନାଗରିକମାନଙ୍କ ପାଇଁ ନ୍ୟାୟପାଳିକା ରହିଛି ଓ ସବୁବେଳେ ରହିବ ବୋଲି ଏହି ଅବସରରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ସେମାନଙ୍କ…
ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା
ନୂଆଦିଲ୍ଲୀ,୯।୧୧: ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ଲ୍ୟୋଡ ଅଷ୍ଟିନ ଗୁରୁବାର ଦିନ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହାରି ଖବର ସାମ୍ନାକୁ ଆସିଛି ଯେ ଆମେରିକା ଇସ୍ରାଏଲକୁ ସ୍ପାଇସ ବୋମା ଭଳି ମାରାତ୍ମକ…
ପାର୍ବଣ ଋତୁରେ ଚାହିଦା ବୃଦ୍ଧି ଏବଂ ଜିଏସଟି ସଂଗ୍ରହରେ ବୃଦ୍ଧି ହେତୁ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ: ମୁଡିସ୍
ନୂଆଦିଲ୍ଲୀ,୯।୧୧: ଚଳିତ ବର୍ଷ ୨୦୨୩ ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ବୋଲି ଆକଳନ କରାଯାଇଛି। ୨୦୨୪ ମସିହାରେ ମଧ୍ୟ ଅଭିବୃଦ୍ଧି ହାର ୬.୧ ପ୍ରତିଶତରେ ରହିପାରେ। ରେଟିଂ ଏଜେନ୍ସି ମୁଡିସ୍ ଭାରତ ପାଇଁ ଏହାର ଅର୍ଥନୈତିକ ଅଭିବୃଦ୍ଧି…
ନୀତୀଶଙ୍କ ବୟାନକୁ ନେଇ ପଛଘୁଞ୍ଚା ଦେଉଛି ବିରୋଧୀ ମେଣ୍ଟ, କଂଗ୍ରେସ ଚୁପ
ନୂଆଦିଲ୍ଲୀ,୯।୧୧: ବିହାର ବିଧାନସଭାରେ ପ୍ରଜନନ ହାର ସମ୍ପର୍କରେ ବୟାନ ଦେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଉଛି। ଭାଜପା ଏବଂ ଏହାର ସହଯୋଗୀମାନେ ତାଙ୍କୁ ଟାର୍ଗେଟ କରିଥିବାବେଳେ ବିରୋଧୀ ଦଳକୁ ସମର୍ଥନ କରୁଥିବା ଦଳ ଲୋକ ସଭା…
କାର୍ଯ୍ୟସ୍ଥଳରେ ଖରାପ ବୈଷୟିକ ସୁବିଧା କାରଣରୁ ୪୦% ଭାରତୀୟ ଛାଡ଼ିବେ ଚାକିରି: ରିପୋର୍ଟ
ନୂଆଦିଲ୍ଲୀ,୯/୧୧: ଗୁରୁବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତ ୬ ମାସରେ ୪୦ ପ୍ରତିଶତ ଭାରତୀୟ ସେମାନଙ୍କର ଚାକିରି ଛାଡିପାରନ୍ତି। ଏହାର କାରଣ ହେଉଛି କାର୍ଯ୍ୟସ୍ଥଳରେ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସୁବିଧା ଉପଲବ୍ଧ କରାଯାଉନାହିଁ। ସଫ୍ଟୱେୟର କମ୍ପାନୀ ଅନୁଯାୟୀ, ୯୩%…
ଏହି ତାରିଖରେ କୃଷକଙ୍କ ଖାତାକୁ ଆସିବ ୧୫ ତମ କିସ୍ତି, ଏତିକି କୋଟି କୃଷକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୯।୧୧: ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଣିଛନ୍ତି। ଯେଉଁଥିରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ। ଏହି ଟଙ୍କା ତିନିଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ଆସେ। ଏହି…
ଏଥିକ୍ସ କମିଟିର ନିଷ୍ପତ୍ତି ପରେ ଆସିଲା ମହୁଆଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୯।୧୧: କ୍ୟାଶ ଫର କ୍ୱେରି ମାମଲାରେ ଲୋକ ସଭାର ନୈତିକ କମିଟି ବା ଏଥିକ୍ସ କମିଟି ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି। ଗୁରୁବାର କମିଟି ଦ୍ୱାରା ମୋଇତ୍ରଙ୍କ ବିରୋଧରେ ଏକ ରିପୋର୍ଟ ଗ୍ରହଣ…
ଦିଲ୍ଲୀରେ କୃତ୍ରିମ ବର୍ଷାକୁ ନେଇ କେଜ୍ରିଓ୍ବାଲ ସରକାରଙ୍କ ନିଷ୍ପତ୍ତି, ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ,୯।୧୧: ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିଓ୍ବାଲ ସରକାର କୃତ୍ରିମ ବର୍ଷା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଶୁକ୍ରବାର ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ପକ୍ଷ ରଖିବାକୁ କୁହାଯାଇଛି। ଏଥିସହ ଦିଲ୍ଲୀ ସରକାର ସମସ୍ତ ଖର୍ଚ୍ଚ…
ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ,…
ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ,୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି…
୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାସ୍
ପାଟନା,୯।୧୧: ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ସଂଶୋଧନଗୁଡ଼ିକ ରାଜ୍ୟ ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ନୂତନ ବ୍ୟବସ୍ଥା ପାଇଁ ରହିଛି। ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର…
Archives


