ଜାତୀୟ

ଫସିଗଲେ ଅଖିଳେଶ

ଲକ୍ଷ୍ନୌ,୨।୩: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଡୁଆରେ ପଡିଯାଇଛନ୍ତି। ତାଙ୍କ ରଣନୀତି ଓବିସି, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବ୍ୟାକଫାୟାର ହୋଇଛି ଏବଂ ଉଚ୍ଚ ଜାତି ଏବଂ ପିଡିଏ ସମ୍ପ୍ରଦାୟ ତାଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ସମ୍ପ୍ରତି…

ରାଜୀବ ଗାନ୍ଧୀଙ୍କ ଭଳି ରାହୁଲଙ୍କୁ ବୋମାରେ ଉଡାଇଦେବାକୁ ମିଳିଲା ସୂଚନା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଲା ବଢାଯାଉ ସୁରକ୍ଷା

ନୂଆଦିଲ୍ଲୀ,୨।୩: ମହାରାଷ୍ଟ୍ରର ନାଶିକ ପୋଲିସ ଇନପୁଟ ଗ୍ରହଣ କରିଛି ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପରି ବୋମା ବିସ୍ଫୋରଣ କରାଯିବ ବା ବୋମାରେ ଉଡାଇ ଦିଆଯିବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ତାଙ୍କ ଭାରତ…

ରାଓ୍ବା ଇଡଲି ଅର୍ଡର କରି କାଫେରେ ଛାଡି ଦେଇଗଲେ ଆଇଇଡି ଭର୍ତ୍ତି ବ୍ୟାଗ, ଚିହ୍ନଟ ହେଲେ ବେଙ୍ଗାଲୁରୁ କାଫେ ବ୍ଲାଷ୍ଟର ଅଭିଯୁକ୍ତ

ବେଙ୍ଗାଲୁରୁ,୨।୩: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ରମେଶ୍ୱରମ କାଫେରେ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ସିସିଟିଭି ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କ ବୟସ ୨୮ ରୁ ୩୦ବର୍ଷ ମଧ୍ୟରେ। ସେ…

‘ବଳାତ୍କାରୀଙ୍କୁ ନପୁଂସକ କରିବାକୁ ଆଗତ ହେଉ ଆଇନ’, ସରକାରଙ୍କ ପାଖରେ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୨।୩: ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ଅଲ ଇଣ୍ଡିଆ ମହିଲା କଂଗ୍ରେସ ମୁଖ୍ୟ ଅଳକା ଲାମ୍ବା ଉଦବେଗ ପ୍ରକାଶ କରିଛନ୍ତି। ବଳାତ୍କାର ମାମଲାକୁ ଦେଖି ସେ ଏପରିକି ବଳାତ୍କାର କରୁଥିବା ଅପରାଧୀଙ୍କୁ ଅପରାଧ କରିବା ପାଇଁ ଏକ ଆଇନ…

ଅନନ୍ତ ଅମ୍ବାନୀଙ୍କ ବାହାଘରରେ ୧,୨୦୦ ଅତିଥି

ଜାମନଗର,୨।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି।…

ଆମେ କ’ଣ ସବୁ ଏମ୍‌ପିଙ୍କ ଦେହରେ ଚିପ୍‌ ଲଗାଇବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୩: ଦେଶର ସମସ୍ତ ଏମ୍‌ପି ଏବଂ ବିଧାୟକମାନଙ୍କ ଉପରେ ଡିଜିଟାଲି ନଜର ରଖିବା ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରତିନିଧିମାନେ ନିର୍ବାଚିତ ହେବା ପରେ ଲୋକଙ୍କ ସେବକ ଭାବେ…

ଭାରତ ପାଇଁ ୨ ବ୍ୟାଧି ବୋଝ

ନୂୂଆଦିଲ୍ଲୀ,୨।୩: ଭାରତ ୨ଟି ବିପରୀତଧର୍ମୀ ବ୍ୟାଧିର ବୋଝ ତଳେ ଚାପିହୋଇଯାଇଛି। ଗୋଟିଏ କୁପୋଷଣ ଓ ଅନ୍ୟଟି ମେଦବହୁଳତା। ଗୁଣାତ୍ମକ ଖାଦ୍ୟର ଅଭାବ, ଶସ୍ତା ତଥା ଅସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଯୋଗୁ ବହୁ ଲୋକ କୁପୋଷଣର ଶିକାର ହେଉଛନ୍ତି। ୨୦୨୨ରେ ଦେଶର…

କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌

ନୂୂଆଦିଲ୍ଲୀ,୨।୩(ପି.ଟି.) : ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ, ରାଡାର, ଓ୍ବିପନ୍‌ ସିଷ୍ଟମ, ମିଗ୍‌-୨୯ ଜେଟ୍‌ ବିମାନ ପାଇଁ ଏରୋ-ଇଞ୍ଜିନ୍‌ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର…

ପ୍ରାର୍ଥୀ ସଂଖ୍ୟା ୪ ଗୁଣ ବଢ଼ିଛି

ନୂୂଆଦିଲ୍ଲୀ,୨।୩(ପି.ଟି.): ଭାରତରେ ୧୯୫୨ରେ ଲଢ଼ାଯାଇଥିବା ପ୍ରଥମ ଲୋକ ସଭା ନିର୍ବାଚନରୁ ୨୦୧୯ ନିର୍ବାଚନ ମଧ୍ୟରେ ପ୍ରାର୍ଥୀ ସଂଖ୍ୟା ୪ ଗୁଣରୁ ଅଧିକ ବଢ଼ିଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୫୨ରେ ୧,୮୭୪ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ୨୦୧୯ରେ ପ୍ରତିଯୋଗୀଙ୍କ ସଂଖ୍ୟା ୮,୦୩୯ ରହିଥିଲା।…

ଅସହ୍ୟ ହେବ ତାତି

ନୂଆଦିଲ୍ଲୀ / ଭୁବନେଶ୍ୱର,୨।୩(ଅନିଲ ଦାସ): ଚଳିତ ବର୍ଷ ତାତି କଲବଲ କରିବ। ପାରଦ ଉପରମୁହଁା ହେବ। ଗ୍ରୀଷ୍ମଲହର (ହିଟ୍‌ଓ୍ବେଭ) ଅଧିକାଂଶ ସମୟରେ ଜାରି ରହିବ। ଉପାନ୍ତରୁ ଉପକୂଳ ସବୁଠି ତାତି ଆଚ୍ଛନ୍ନକରି ରଖିବ। ଫେବୃୟାରୀ ଶେଷ ସପ୍ତାହରୁ ଏହା ଜଳ ଜଳ…

ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍‌ରେ ଯିବାକୁ ଭଲ ପାଆନ୍ତି ଖାସ୍‌ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି ତେବେ ଆପଣଙ୍କୁ ଜେଲ୍‌ ହୋଇପାରେ। ଏହି ନିୟମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍‌ସିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?