ଜାତୀୟ

ତମାଖୁ ବ୍ୟବସାୟୀଙ୍କ ସମ୍ପତ୍ତି ଦେଖି ଲୋକେ ଆଶ୍ଚର୍ଯ୍ୟ, ୬୦ କୋଟିର ଗାଡି, ୩-୪ କୋଟିର ଘଡି

କାନପୁର,୨।୩: ଆୟକର ବିଭାଗ ଟିମ ଗୁରୁବାର (୨9୯ ଫେବୃଆରୀ) ସାରେ କାନପୁରରେ ଅବସ୍ଥିତ ବଂଶିଧର ତମାଖୁ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ କରିଥିଲେ। ମୋଟ ଉପରେ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟରେ କମ୍ପାନୀ ସହ ଜଡିତ ଲୋକଙ୍କ…

ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ…

ଦୋକାନରେ ବିଦେଶିନୀଙ୍କୁ ଗଣବଳାତ୍କାର, ୩ ଅଟକ

ରାଞ୍ଚି,୨।୩: ଝାଡ଼ଖଣ୍ଡର ଡୁମକା ସହରର ହାନସଡିହା ପୋଲିସ ଷ୍ଟେଶନରେ ଶୁକ୍ରବାର (ମାର୍ଚ୍ଚ ୧) ବିଳମ୍ବିତ ରାତିରେ ଜଣେ ସ୍ପେନୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ପ୍ରସଙ୍ଗରେ ଡୁମକା ଏସପି କହିଛନ୍ତି ଯେ ପୀଡିତା ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା…

ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌

ନୂଆଦିଲ୍ଲୀ,୨।୩: ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଛି। ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଏହି ନିଷ୍ପତ୍ତି…

ଅତ୍ୟାଚାରର ଦ୍ୱିତୀୟ ନାମ ଟିଏମସି, ମମତାଙ୍କ ଗଡ଼ରେ ଗର୍ଜିଲେ ମୋଦି

କୋଲକାତା,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। କୃଷ୍ଣନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଅତ୍ୟାଚାରର ଅନ୍ୟ…

ଶାହା, ରାଜନାଥଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ‘CAA’, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ ସିଏଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଜପା ନିର୍ବାଚନ କମିଟି ବୈଠକରେ ପହଞ୍ଚିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍‌ର ନମ୍ବର ପ୍ଲେଟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।…

‘୩ ଦିନ ଭିତରେ କ୍ଷମା ମାଗ’, ଖାର୍ଗେ, ଜୟରାମ ରମେଶଙ୍କୁ ନୋଟିସ ପଠାଇଲେ ଗଡକରୀ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମହାସଚିବ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ପଠାଇବା ଉପରେ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ତାଙ୍କ ବିଷୟରେ ଆପତ୍ତିଜନକ ବିଷୟବସ୍ତୁ…

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛନ୍ତି ରାଜସ୍ଥାନ ସରକାର, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ: ଗେହଲଟ୍‌

ଜୟପୁର,୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ ସରକାରଙ୍କୁ ରିମୋର୍ଟ କଣ୍ଟ୍ରୋଲ ସରକାର ବୋଲି କହିଛନ୍ତି। ଗେହଲଟ୍‌ କହିଛନ୍ତି, ଭାଜପାର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ…

ମୋଦିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଉଦୟନିଧି ଷ୍ଟାଲିନ, ଭାଜପା କହିଲା ଗୋଡର ନଖ ସହ ବି ସମାନ ନୁହେଁ

ନୂଆଦିଲ୍ଲୀ,୨।୩: ନିର୍ବାଚନ କମିଶନ ଚଳିତ ମାସ ଶେଷ ସୁଦ୍ଧା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ପ୍ରସ୍ତୁତି କରୁଛନ୍ତି ଏବଂ ବିରୋଧୀ ଦଳର ନେତାଙ୍କ ଉପରେ ଆକ୍ରମଣ…

ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା

ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌ ଶନିବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ । କାହା ନାଁରେ…

କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର

ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍‌ ଏଭି ଇଶାରା କରିଛି ଯେ, ଯାହାକୁ ନେଇ ର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କୁ ରାଜନୈତିକ ଦାୟିତ୍ୱରୁ…

ନିର୍ବାଚନ ଲଢିବେ ନାହିଁ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ ବହୁ ଆଲୋଚନା ଚାଲିଥିବା ବେଳେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ନିର୍ବାଚନ ଲଢିବେ ନାହିଁ ବୋଲି ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?