ଜାତୀୟ

ଦିଲ୍ଲୀ ସଡ଼କରେ ସଂଗ୍ରାମ! କେଜରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଏଏପି ଘେରିବ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ମଙ୍ଗଳବାର ଶାସକ ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସ୍ତାରେ ସଂଗ୍ରାମ ହୋଇପାରେ। ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ କରି ମଙ୍ଗଳବାର ଏଏପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା

ନୂଆଦିଲ୍ଲୀ,୨୬।୩: ୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ…

ମନ କିଣିନେବ ଭୁଟାନ ରାଜାଙ୍କ ପିଲାମାନଙ୍କ ସହ ମୋଦିଙ୍କ ଫଟୋ

ଥିମ୍ପୁ/ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଏବଂ ୨୩ ମାର୍ଚ୍ଚରେ ଭୁଟାନ ଗସ୍ତରେ ଯାଇଥିଲେ। ଭୁଟାନ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି। କିନ୍ତୁ ମୋଦିଙ୍କ ଏହି ଗସ୍ତର ଅର୍ଥ ଏହି ସମ୍ମାନଠାରୁ ଅଧିକ ଥିଲା। ଭାରତ ଏବଂ ଭୁଟାନ…

ବିଗିଡିଲା ବାହୁବଳୀ ମୁଖତାର ଅନ୍‌ସାରୀଙ୍କ ସ୍ବାସ୍ଥାବସ୍ଥା, ଆଇସିୟୁରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ବୃନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଏବେ ମେଡିକାଲ କଲେଜର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ନେଇ ମେଡିକାଲ କଲେଜରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି…

‘ଅନ୍ଧାରରେ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ’

ଗୁଆହାଟୀ,୨୬।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି । ଆସାମରେ ଭୋଟ ପୂର୍ବରୁ ନିର୍ବାଚନ ପ୍ରଚାରରେ ନିୟୋଜିତ ରାଜନୈତିକ ଦଳ ସେମାନଙ୍କ ପ୍ରତିପକ୍ଷଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି…

ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ବିଷ ପିଇଲେ ଏମ୍‌ପି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍‌ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ…

ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସୋମବାର କଂଗ୍ରେସ ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ପାଞ୍ଚଟି ନାମ ଅଛି। ସେଥିମଧ୍ୟରୁ ଚାରିଟି ରାଜସ୍ଥାନର ହୋଇଥିବା ବେଳେ ଗୋଟିଏ ତାମିଲନାଡୁର ରହିଛି। ରାମଚନ୍ଦ୍ର ଚୌଧୁରୀ ଅଜମେର(ରାଜସ୍ଥାନ),ସୁଦର୍ଶନ…

ଜୟପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଜୟପୁର,୨୫।୩: ରାଜସ୍ଥାନର ଜୟପୁର ସହରୀ ଲୋକ ସଭା ଆସନରେ କଂଗ୍ରେସ ପାଇଁ ଅସୁବିଧା ଉପୁଜିଛି। ତେବେ ପାର୍ଟି ହାଇକମାଣ୍ଡ ଶୀଘ୍ର ଟିକେଟ ବଣ୍ଟନ ନିଷ୍ପତ୍ତି ବଦଳାଇ ପ୍ରତାପ ଖାଚରିଆୱାସଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଥିଲେ। ବାସ୍ତବରେ କଂଗ୍ରେସ ପାର୍ଟି ଗତ ସପ୍ତାହରେ…

ଭାଜପାର ମାଷ୍ଟର ଷ୍ଟ୍ରୋକ୍‌, ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

କୋଲାକାତା,୨୫।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର (୨୪ ମାର୍ଚ୍ଚ) ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ପଶ୍ଚିମବଙ୍ଗର କୃଷ୍ଣନଗର…

ହୋଇଗଲା ଘର ବାହୁଡା…, ଭାଜପାରେ ସାମିଲ ହେଲେ ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡୀ

ବେଙ୍ଗାଲୁରୁ,୨୫।୩: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ ସୋମବାର ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ରେଡ୍ଡୀ ଭାଜପା ସହିତ ତାଙ୍କର ଦୁଇ…

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ ଅରବିନ୍ଦ…

ଭାଜପା ମୁଖ୍ୟ ଜେପି ନଡ୍ଡା ସ୍ତ୍ରୀଙ୍କ କାର ଚୋରି, ଥାନାରେ ମାମଲା

ନୂଆଦିଲ୍ଲୀ, ୨୫।୩: ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳର ଏକ ସେବା କେନ୍ଦ୍ରରୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସ୍ତ୍ରୀ ମଲ୍ଲିକା ନଡ୍ଡାଙ୍କ କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ମଲ୍ଲିକା ନଡ୍ଡାଙ୍କ ଫର୍ଚୁନର କାରକୁ ଗୋବିନ୍ଦପୁରୀର ଏକ ସେବା କେନ୍ଦ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?