ଜାତୀୟ

‘ତୁମେ ଶକ୍ତି ସ୍ବରୂପା’; ଜାଣନ୍ତୁ କାହିଁକି ଏହି ଭାଜପା ପ୍ରାର୍ଥୀଙ୍କୁ ଏଭଳି କହି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଶ୍ଚିମବଙ୍ଗ ବସିରହାଟରୁ ଭାଜପା ପ୍ରାର୍ଥୀ ତଥା ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ରଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ରେଖାଙ୍କୁ ଶକ୍ତି ସ୍ବରୂପା ବୋଲି କହିଛନ୍ତି। ଏଥିସହ ତାଙ୍କର ପ୍ରଚାର ପ୍ରସ୍ତୁତି,…

ବରୁଣ ଗାନ୍ଧୀଙ୍କୁ କଂଗ୍ରେସର ଖୋଲା ଅଫର୍‌: ଭାଜପା ଛାଡ଼ି ଆମ ଦଳରେ ସାମିଲ ହୋଇଯାଆନ୍ତୁ…

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଭାଜପା ନେତା ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ସବୁଠାରୁ ପୁରୁଣା ଦଳରେ ଯୋଗଦେବାକୁ ବରୁଣଙ୍କୁ ‘ବହୁତ ସ୍ବାଗତ’ ବୋଲି ସେ କହିଛନ୍ତି। ଏହାଛଡ଼ା ତାଙ୍କୁ ଭାଜପା ଟିକେଟ ନ ଦେବାର…

କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ

ଚଣ୍ଡିଗଡ଼,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍‌ ସିଂ ବିଟୁ ଭାଜପାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼ ଚେହେରା…

୨୧ ଦିନ ଧରି ଅନଶନରେ ବସିଛନ୍ତି ‘ସୋନମ୍‌ ଓ୍ବାଙ୍ଗଚୁକ୍‌’

ଲେହ,୨୬।୩: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଆମିର ଖାନ୍‌ଙ୍କ ଚରିତ୍ର ‘ଫୁନ୍‌ସୁକ୍‌ ୱାଙ୍ଗଡୁ’ ବହୁତ ଲୋକପ୍ରିୟ ହୋଇଥିଲା। ସେହି ଚରିତ୍ରଟି ଲଦାଖର ସୋନମ୍‌ ୱାଙ୍ଗଚୁକ୍‌ଙ୍କ ଉପରେ ଆଧାରିତ ଥିଲା। ମାର୍ଚ୍ଚ ୬ ରୁ ୱାଙ୍ଗଚୁକ୍‌ ଅନଶନରେ ବସିଛନ୍ତି।…

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ମୋଦି ସରକାରଙ୍କୁ ଏମିତି କ’ଣ କହିଲା ଆମେରିକା, ଯାହା ହେଉଛି ଭାଇରାଲ 

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୩: ବାଇଡେନ ପ୍ରଶାସନ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ନିକଟରେ ସିଏଏ ଉପରେ ମନ୍ତବ୍ୟ ଦେବା ପରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ଆମେରିକାରୁ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗ…

ରିମାଣ୍ଡ ପରେ ଜେଲ ଗଲେ କବିତା

ନୂଆଦିଲ୍ଲୀ,୨୬।୩: ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ଏପ୍ରିଲ ୧ ତାରିଖରେ ଶୁଣାଣି…

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ନୂଆଦିଲ୍ଲୀ,୨୬।୩: ଭାରତୀୟ ଜନତା ପାର୍ଟି ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହା ସହିତ ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସିକ୍କିମରେ ୯ ଜଣ ପ୍ରାର୍ଥୀଙ୍କ ନାମ ଦଳ…

କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ଭାଜପାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରି ରାଜଧାନୀରେ ବିରୋଧ ପ୍ରଦର୍ଶନ କରାଯାଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ଅରବିନ୍ଦ କେଜରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ଭାଜପା ନେତା ମନଜିନ୍ଦର ସିଂ ସିରସା କହିଛନ୍ତି…

ପଞ୍ଜାବରେ ଭାଜପା କରିବ ନାହିଁ ମେଣ୍ଟ

ଚଣ୍ଡିଗଡ଼,୨୬।୩: ପଞ୍ଜାବରେ ଭାଜପା ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଭାଜପା ଘୋଷଣା କରିଛି ଯେ ଦଳ ଏକାକି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଞ୍ଜାବ ଭାଜପା ସଭାପତି…

ନିର୍ବାଚନ ଲଢୁଥିବା ରାମାୟଣର ‘ରାମ’ ନା ରୁପେଲି ପରଦାର ‘ଲକ୍ଷ୍ମୀବାଇ’ କିଏ ଅଧିକ ଧନୀ

ନୂଆଦିଲ୍ଲୀ,୨୬।୩: ଚଳିତ ବର୍ଷର ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବହୁ ସିଟିଂ ଏମପିଙ୍କ ଟିକେଟ କଟାଯାଇଥିଲା ଏବଂ କିଛି ନାମ ମଧ୍ୟ ଦେଖାଯାଇଥିଲା ଯାହା…

ସେହି ନେତା ଯେ ସମ୍ବିଧାନ ବଦଳାଇବା କଥା କହୁଥିଲେ, ଭାଜପା ବଦଳାଇ ଦେଲା ତାଙ୍କୁ

ନୂଆଦିଲ୍ଲୀ,୨୬।୩: ସେ ଅନେକ ସମୟରେ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଥିଲେ। କିଛି ଦିନ ପୂର୍ବରୁ ସେ ମଧ୍ୟ ଏଭଳି କଥା କହିଥିଲେ କିନ୍ତୁ ଭାଜପା ଏଭଳି ନେତାଙ୍କ ବିରୋଧରେ କଠୋର ବାର୍ତ୍ତା ଦେଇ ଟିକେଟ ବାତିଲ କରିଛନ୍ତି। ହଁ, ଭାଜପା ଏଥର…

ପ୍ରଥମେ ନାନା ଏବେ ପ୍ରସ୍ତୁତ! କଙ୍ଗନାଙ୍କ ବିରୋଧରେ ନିର୍ବାଚନ ଲଢି ପାରନ୍ତି ପ୍ରତିଭା ସିଂହ

ଶିମଲା,୨୬।୩: ହିମାଚଳ ପ୍ରଦେଶରେ ଭାଜପା ୪ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିସହିତ ସମସ୍ତେ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ମଣ୍ଡି ଲୋକ ସଭା ଆସନ ଏଠାରେ ସବୁଠାରୁ ହଟ ସିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?