ଜାତୀୟ

ଏଏପିକୁ ଲାଗିଲା ବଡ଼ ଝଟ୍‌କା:ପଞ୍ଜାବର ଏକମାତ୍ର ଏମ୍‌ପି ଭାଜପାରେ ସାମିଲ

ଚଣ୍ଡିଗଡ,୨୭।୩: ପଞ୍ଜାବର ଆମ ଆଦମୀ ପାର୍ଟି ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଏକମାତ୍ର ଏମ୍‌ପି ସୁଶୀଲ କୁମାର ରିଙ୍କୁ ଭାଜପାରେ ଯୋଗ ଦେଇଛନ୍ତି। ଦଳ ଜଲନ୍ଧରରୁ ରିଙ୍କୁଙ୍କୁ ଟିକେଟ ଦେଇଥିଲା। ତାଙ୍କ ସହ ଜଲନ୍ଧର ଓ୍ବେଷ୍ଟ ଶୀତଲ ଅଙ୍ଗୁରାଲରୁ…

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୭ା୩: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି, ହେପାଜତ ସମୟରେ ଇଡି ହୁଏତ କିଛି ତଥ୍ୟ ସଂଗ୍ରହ…

ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୭।୩: ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି…

ଏହି ମହିଳାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜମାତା ଅମୃତା ରାୟଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାଜପା ରାଜ ପରିବାରର ରାଜମାତାଙ୍କୁ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ଫିଲ୍ଡିଂ କରିଛି। ସେ ଶକ୍ତିଶାଳୀ ତୃଣମୂଳ କଂଗ୍ରେସ (ଟିଏମସି) ଲୋକ ସଭା ଏମ୍‌ପି ମହୁଆ…

ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୭।୩: ଭାଜପା ବିରୋଧରେ ଏକ ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ପଞ୍ଜାବରେ ତିନି ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଭାଜପାରେ ଯୋଗଦେବା ବଦଳରେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ…

କଙ୍ଗନାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଫସିଲେ ଏହି କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ,୨୭ା୩: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଫସିଛନ୍ତି। ବୁଧବାର ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ୍‌୍‌ ଜାରି କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ତାଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଙ୍ଗନା…

ବିଗିଡିଲା କେଜରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା

କୋଲକତା,୨୭।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। କେଜରିୱାଲଙ୍କ ସ୍ବାସ୍ଥ୍ୟ ଇଡି ହେପାଜତରେ ଖରାପ ହୋଇଯାଇଛି। ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ଉପରକୁ ଏବଂ ତଳକୁ ଯାଉଛି। ସୁଗାର ଲେବଲ ୪୬କୁ ଖସି ଆସିଛି। ସୁଗାର ଲେବଲ ଏତେ…

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଆମେରିକା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏଥିରେ ଅସନ୍ତୋଷ ବ୍ୟକ୍ତ…

ଛତିଶଗଡ଼ରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ 

ବିଜାପୁର ,୨୭।୩: ଏନ୍‌କାଉଣ୍ଟରେ ଟଳିପଡ଼ିଲେ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ନକ୍ସଲ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି। ତେବେ ବିଜାପୁରର ଚିପୁରଭାଟି ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ…

ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଶିବସେନା (ୟୁବିଟି), ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌

ମୁମ୍ବାଇ,୨୭।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଶିବସେନା (ୟବିଟି) ର ନାଁ ମଧ୍ୟ…

ମଣ୍ଡିରୁ କଙ୍ଗନାଙ୍କ ବିପକ୍ଷରେ ଲୋକ ସଭା ନିର୍ବାଚନ ଲଢିବେ ୟାମି ଗୌତମ! କଂଗ୍ରେସ କଲା ସ୍ପଷ୍ଟ

ନୂଆଦିଲ୍ଲୀ,୨୭।୩: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେବେ କଙ୍ଗନାଙ୍କ ବିପକ୍ଷରେ କଂଗ୍ରେସ ଅଭିନେତ୍ରୀ ୟାମି ଗୌତମଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ହିମାଚଳ କଂଗ୍ରେସ ଏହି ଆଲୋଚନାକୁ…

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ, ଆଜି ହାଇକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ ହେବା ପରେ ଏଏପିର ବିରୋଧ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?