ଜାତୀୟ

ଖାର୍ଗେଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୦ା୧୦: କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖାର୍ଗେ ୨୦୧୯କୁ ବାଦ୍‌ ଦେଲେ କୌଣସି ନିର୍ବାଚନରେ ପରାଜିତ ହୋଇନାହାନ୍ତି। ଲଗାତର ଭାବେ ବିଜୟ ହାସଲ କରିଆସୁଥିବାରୁ କନ୍ନଡରେ ତାଙ୍କୁ ‘ସୋଲିଲ୍ଲାଦା ସରଦାର (ଅପରାଜିତ ନେତା) ଆଖ୍ୟା ଦିଆଯାଇଛି। ଖାର୍ଗେ ଅକ୍ଟୋବର ୨୬ରେ...

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ ଦେଶ ଦର୍ଶାଯିବା ସହ କଶ୍ମୀରବାସୀଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ ପଚରାଯାଇଛି।...

ଗାନ୍ଧୀଙ୍କ ମାର୍ଗ ଅନୁସରଣ କରୁ ଭାରତ

ମୁମ୍ବାଇ, ୨୦ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌ କହିଛନ୍ତି, ମାନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା...

ମହିଳାଙ୍କୁ ୨ ଦିନ ଗଣବଳାତ୍କାର

ନୂଆଦିଲ୍ଲୀ, ୨୦ା୧୦: ଦିଲ୍ଲୀର ଜଣେ ୩୮ ବର୍ଷୀୟା ମହିଳାଙ୍କୁ ୫ ଜଣ ଅପହରଣ ପରେ ଉତ୍ତରପ୍ରଦେଶର ଗାଜିଆବାଦରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ୨ ଦିନ ଧରି ମହିଳାଙ୍କୁ ବଳାତ୍କାର ସହ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍‌ ପୂରାଇଦେଇଥିଲେ। ଗୋଡ଼ହାତ...

ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୯।୧୦: ୟୁକ୍ରେନରେ ଥିବା ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ଭାରତ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସୁରକ୍ଷା ଅବସ୍ଥା ଖରାପ ହେବା ଏବଂ ୟୁକ୍ରେନରେ ସମ୍ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ...

ବିଶ୍ୱ ସ୍ତରରେ ବିଶ୍ୱସନୀୟତା ହାସଲ କରିବ ଭାରତ: ଗୁଟେରସ୍‌

ମୁମ୍ବାଇ, ୧୯ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌ କହିଛନ୍ତି, ମନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା...

ଭାଜପା ସମ୍ପର୍କରେ ଅଛନ୍ତି ନୀତୀଶ କୁମାର, ପୁଣି ହୋଇପାରନ୍ତି ଏକାଠି

ନୂଆଦିଲ୍ଲୀ,୧୯।୧୦: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବୁଧବାର ଏକ ବଡ଼ ଦାବି କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ହେଲେ ପୁନର୍ବାର ସେହି ଦଳ ସହ ସମ୍ପର୍କ...

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବରେ...

ପାଟନାରେ ଭୂକମ୍ପ ଝଟ୍‌କା, ଘରୁ ବାହାରକୁ ଚାଲି ଆସିଲେ ଲୋକେ

ପାଟନା,୧୯।୧୦: ବିହାରର ରାଜଧାନୀ ପାଟନା ସମେତ କେତେକ ସହରରେ ବୁଧବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିବା ବେଳେ ଗଭୀରତା ୧୦ କିମି ବୋଲି ଜଣାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ...

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ଗିରଫ

ଆଜମେର,୧୯।୧୦: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ କୁମାରଙ୍କୁ ସ୍ବତନ୍ତ୍ର ସେଲ ଗିରଫ କରିଛି। ସ୍ପେଶାଲ ସେଲର ଟିମ ରାଜସ୍ଥାନର ଆଜମେର ଜିଲାର ଦୀପକଙ୍କୁ ଧରିଛି। ଅତୀତରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର...

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ ମତ ରଖିଛନ୍ତି। ଖାର୍ଗେ କହିଛନ୍ତି, ମୁଁ ମୋର ସହକର୍ମୀ ଶଶି ଥରୁରଙ୍କୁ ଅଭିନନ୍ଦନ...

‘ମୋ ଭୂମିକା କ’ଣ ରହିବ ଖାର୍ଗେ ଜୀଙ୍କୁ ପଚାର’

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି। ଏବେ ସେ କଂଗ୍ରେସର ନୂଆ ‘ବସ’ ହୋଇଛନ୍ତି। ମୋର ଭୂମିକା କ’ଣ ହେବ ତାହା ନୂଆ ଅଧ୍ୟକ୍ଷ ସ୍ଥିର କରିବେ ବୋଲି ଆନ୍ଧ୍ରପ୍ରଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri