ଜାତୀୟ

ଦୀପାବଳି ଛୁଟି ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୯ା୧୦: ସୁପ୍ରିମକୋର୍ଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ ବୋଲି ମଙ୍ଗଳବାର ଓଡ଼ିଶା ଲୋକାୟୁକ୍ତ ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଛନ୍ତି। ଲୋକାୟୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର...

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ...

ଭୂପେଶ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯ା୧୦: ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ। ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମ ଶୀର୍ଷରେ ରହିଛି। ଭୂପେଶ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ ଅଧିକାର...

ତାଲିକାରେ ନାମ ନ ଥିବାରୁ ପଦରୁ ଇସ୍ତଫା ଦେଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ପଦ ନିର୍ବାଚନ ଦଳରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ନିର୍ବାଚନରେ ମତଦାନ କରି ନ ପାରିବାକୁ ନେଇ ରାଜ୍ୟ କଂଗ୍ରେସର ଗଣମାଧ୍ୟମ ଆବାହକ ତଥା ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ...

ତଦନ୍ତ ବାଟବଣା ନ ହେଉ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମଙ୍ଗଳବାର ଆନ୍ଦୋଳନର ସ୍ବରକୁ ଯୁବକଂଗ୍ରେସ ଅଧିକ ତେଜିଛି। ଅର୍ଚ୍ଚନାଙ୍କ ସମ୍ପର୍କରେ ରହିଥିବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପ୍ରଭାବଶାଳୀ ଅଧିକାରୀଙ୍କ ପର୍ଦ୍ଦାଫାଶ ହେବା ଦରକାର। ଏହାସହ...

ମଦ ପାଇଁ ପୋଲିସକୁ ଟଙ୍କା ମାଗି ଜେଲ

ହାଇଦ୍ରାବାଦ୍‌, ୧୯ା୧୦: ହାଇଦ୍ରାବାଦ୍‌ ବେଗୁମପେଟର ଆନ୍ନା ନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନବୀନ ନାମକ ଜଣେ ଯୁବକ ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୦୦କୁ ଫୋନ୍‌ କରି ମଦ ପାଇଁ ଟଙ୍କା ମାଗିଥିଲେ। ଯଦି ତାଙ୍କୁ ମଦ କିଣିବା...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି...

ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ଜାରି, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଧର୍ମଶାଳା,୧୯ ।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପ୍ରାର୍ଥି ତାଲିକା ଜାରି କରିଛି । ଭାଜପା ପକ୍ଷରୁ ଏହି ପ୍ରାର୍ଥି ତାଲିକାରେ ୬୨ ଜଣଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ...

ଶୋପିଆନରେ ସର୍ଚ୍ଚ ଅପରେଶନ ସମୟରେ ଆକ୍ରମଣ କଲେ ଆତଙ୍କବାଦୀ, ଅଣ କଶ୍ମୀର ଶ୍ରମିକଙ୍କୁ ହତ୍ୟା କରିଥିବା ଇମରାନ ଗନି ନିହତ

ଶ୍ରୀନଗର,୧୯ ।୧୦: ଜମ୍ମୁ-କଶ୍ମୀର ଶୋପିଆନରେ ସୋମବାର ୨ ଜଣ ଅଣ କଶ୍ମୀର ଶ୍ରମିକଙ୍କୁ ଗ୍ରେନେଡ ପକାଇ ହତ୍ୟା କରାଯାଇଥିଲା । ଏହି ହତ୍ୟା କରିଥିବା ଆତଙ୍କବାଦୀ ଇମରାନ ବଶିର ଗନି ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା...

୧୨ ବର୍ଷର ବାଳକ ଉପରେ ଲାଗିଲା ୨.୯ ଲକ୍ଷ ଟଙ୍କାର ଜରିମାନା

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ବାଳକ ଉପରେ ରାମନବମୀରେ ଖରଗୋନରେ ହୋଇଥିବା ହିଂସା ସମୟରେ ଭଙ୍ଗାରୁଜା ଓ ସମ୍ପତ୍ତି ନଷ୍ଟ ଅଭିଯୋଗ ଆସିଛି । ଏହି କ୍ଷୟକ୍ଷତି ପାଇଁ ଉକ୍ତ ବାଳକଙ୍କୁ ୨.୯ ଲକ୍ଷ ଟଙ୍କାର...

ପୁରସ୍କାର ପାଇଁ ନ୍ୟୁୟର୍କ ଯିବାକୁ ଦିଆଯାଇ ନ ଥିଲା

ନୂଆଦିଲ୍ଲୀ,୧୯ା୧୦: ପୁଲିଜର ପୁରସ୍କାର ବିଜେତା କଶ୍ମୀରୀ ଫଟୋଗ୍ରାଫର ସାନ୍ନା ଇର୍ସାଦ ମାଟ୍ଟୁଙ୍କୁ ଚଳିତ ବର୍ଷ ଦିଲ୍ଲୀ ବିମାନବନ୍ଦରରୁ ଦୁଇଥର ବିଦେଶ ଯିବାକୁ ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ବୈଧ ଆମେରିକା ଭିଜା ଏବଂ ଟିକେଟ ଥିବା...

ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ

ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର ୪୬% ନିଜକୁ ଅପେକ୍ଷାକୃତ ବୟସ୍କ ବିବେଚନା କରୁଛନ୍ତି। ସେହିପରି ୧୮ରୁ ୨୫ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri